Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

  • ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ ...

  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ...

  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

  • ଚରିତ୍ର ଗଠନ, ଦେଶପ୍ରେମ ଓ ...

  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ...

  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ...

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ...

ଜିଲ୍ଲା ପରିକ୍ରମା
Home ›› ଜିଲ୍ଲା ପରିକ୍ରମା ››ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ

ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ

2022-09-07 20:22:13
17337
Share:
Facebook
Twitter
E-Mail
WhatsApp
Telegram
ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ

ବଲାଙ୍ଗିିର ଜିଲ୍ଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ବଜ୍ରାଘାତରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ଭିତରେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେହି ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଜଡ଼ାମୁଣ୍ଡା ଗାଁକୁ ପହଞ୍ଚି ୩ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁଇ ଜଣ ଯୁବକ ଓ ଜଣେ ନାବାଳକଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, କାହ୍ନୁ ମୁଣ୍ଡାଙ୍କ ବଡ଼ ଭାଇ କାହ୍ନା ମୁଣ୍ଡାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା। ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା କାହ୍ନାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ପ୍ରଶାନ୍ତଙ୍କ ବାପାଙ୍କର ମୃତ୍ୟୁ ବହୁ ବର୍ଷ ପୂର୍ବରୁ ହୋଇଛି। ତାଙ୍କର ୨ ସାନଭାଇ ଓ ମା’ ଅଛନ୍ତି । ଚନ୍ଦନ ଝାଙ୍କର ତାଙ୍କର ବାପା-ମା’ଙ୍କର ଏକ ମାତ୍ର ପୁଅ ଥିଲେ।

Powered by Froala Editor

Tags lighting

Related articles Odisha News Lens 4.1

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ
    ଦେଶ-ଦେଶାନ୍ତର

    ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14771
    Nov 14, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...
    ବାଣିଜ୍ୟ

    ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...

    13878
    Nov 14, 2026
  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ
    ମନୋରଞ୍ଜନ

    ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

    13780
    Nov 15, 2026
  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ
    ଦେଶ-ଦେଶାନ୍ତର

    ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

    15761
    Nov 14, 2026
  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା
    ଦେଶ-ଦେଶାନ୍ତର

    ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା

    14947
    Nov 14, 2026
  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

    13767
    Nov 15, 2026
  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି
    ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15579
    Nov 14, 2026
  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ
    ଦେଶ-ଦେଶାନ୍ତର

    ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14393
    Nov 15, 2026
  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG
    ଦେଶ-ଦେଶାନ୍ତର

    ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14408
    Nov 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

    13780
    Nov 15, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

    13767
    Nov 15, 2026
  • ଦେଶ-ଦେଶାନ୍ତର

    ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14393
    Nov 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17284
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17986
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17942
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18357
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14630
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14309
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15649
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14436
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14511
    Nov 05, 2026

ବାଣିଜ୍ୟ

ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍


ପୂର୍ବାଞ୍ଚଳର ଆଧ୍ୟାତ୍ମିକ ଜ୍ଞାନ ଓ ଆଧୁନିକ ଶିକ୍ଷାର ସମନ୍ୱୟରେ ଏକ ପରିବର୍ତ୍ତନଶୀଳ ‘ହାଓ ଟୁ ଲିଭ୍’ ପାଠ୍ୟକ୍ରମ; ଜ୍ଞାନୀ, ଦକ୍ଷ, ଆଲୋକପ୍ରାପ୍ତ ଓ ଦାୟିତ୍ୱବାନ ବିଶ୍ୱ ନାଗରିକ ଗଢ଼ିବା ଲକ୍ଷ୍ୟ

କେନ୍ଦୁଝର : ଏହି ଶିଶୁ ଦିବସ ଅବସରରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (UGIS) ...

  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15403
    Nov 12, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14373
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15592
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14173
    Nov 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

    13780
    Nov 15, 2026
  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14408
    Nov 15, 2026
  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14771
    Nov 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In