Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ...

  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ...

  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ...

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

  • ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

  • ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ...

  • କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ...

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ...

  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଛାତ୍ରବୃତ୍ତିକୁ ନେଇ ଜେଏନ୍‌ୟୁରେ ବିକ୍ଷୋଭ : ଛାତ୍ରଙ୍କୁ ପିଟିଲେ ଗାର୍ଡ

ଛାତ୍ରବୃତ୍ତିକୁ ନେଇ ଜେଏନ୍‌ୟୁରେ ବିକ୍ଷୋଭ : ଛାତ୍ରଙ୍କୁ ପିଟିଲେ ଗାର୍ଡ

2022-08-22 20:03:43
15598
Share:
Facebook
Twitter
E-Mail
WhatsApp
Telegram
ଛାତ୍ରବୃତ୍ତିକୁ ନେଇ ଜେଏନ୍‌ୟୁରେ ବିକ୍ଷୋଭ : ଛାତ୍ରଙ୍କୁ ପିଟିଲେ ଗାର୍ଡ

ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ରେ ଛାତ୍ରଙ୍କ ସହିତ ମାରପିଟ୍ ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ବର୍ଷେ ହେଲା ଛାତ୍ରବୃତ୍ତି ଓ ଫେଲୋଶିପ୍‌ ପାଇ ନ ଥିବାରୁ ତୁରନ୍ତ ତାହା ପୈଠ କରାଯିବାକୁ ଦାବି କରି ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନେ ପ୍ରଶାସନିକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଛାତ୍ରବୃତ୍ତି ମାଗିବାରୁ ଛାତ୍ରମାନଙ୍କୁ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗାର୍ଡ ମାଡ ମାରିଛନ୍ତି। ବିକ୍ଷୋଭକାରୀ ଛାତ୍ରଙ୍କୁ ମାଡ଼ ମାରିବା ଲାଗି ପ୍ରଶାସନ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ଏବିଭିପି ସଭାପତି ରୋହିତ କୁମାର ଅଭିଯୋଗ କରିଛନ୍ତି।

ଛାତ୍ରମାନଙ୍କ ଅଭିଯୋଗ ଯେ, ଦୁଇ ବର୍ଷ ହେବ ତାଙ୍କ ଛାତ୍ର ବୃତ୍ତିକୁ ଅଟକାଇ ରଖାଯାଇଛି। ଛାତ୍ରବୃତ୍ତି ଜାରି କରିବା ଦାବି ନେଇ ଜେଏନୟୁ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲୁ। ମାତ୍ର ସେଠାରେ କର୍ମଚାରୀ ଏବଂ ଗାର୍ଡ ସେମାନଙ୍କୁ ଅଟକାଇବା ସହ ମାରପିଟ୍ କରିଛନ୍ତି।

ଆହତ ଛାତ୍ରଙ୍କ କହିବା କଥା ସେମାନେ ଶୀଘ୍ର ଦିଲ୍ଲୀ ପୋଲିସରେ ଅଭିଯୋଗ କରିବେ। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି। ଏଥିରେ ଛାତ୍ର ଏବଂ ଗାର୍ଡଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି।

Powered by Froala Editor

Tags jnu

Related articles Odisha News Lens 4.1

  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ
    ମନୋରଞ୍ଜନ

    ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15432
    Feb 17, 2026
  • ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ତାକୁ ହତ୍ୟା କରାଯାଇଛି
    ଦେଶ-ଦେଶାନ୍ତର

    ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ତାକୁ ହତ୍ୟା କରାଯାଇଛି

    15532
    Feb 17, 2026
  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

    13575
    Feb 17, 2026
  • କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ଶୌଚାଳୟ
    ଦେଶ-ଦେଶାନ୍ତର

    କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ଶୌଚାଳୟ

    14135
    Feb 17, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ
    ବିଶେଷ

    କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14782
    Feb 18, 2026
  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ
    ଦେଶ-ଦେଶାନ୍ତର

    ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ

    15114
    Feb 18, 2026
  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13602
    Feb 18, 2026
  • ପ୍ରଶଂସା ସାଉଁଟି ଚାଲିଛି
    ମନୋରଞ୍ଜନ

    ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13696
    Feb 17, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ
    ବିଶେଷ

    ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15527
    Feb 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15432
    Feb 17, 2026
  • ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13602
    Feb 18, 2026
  • ମନୋରଞ୍ଜନ

    ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13696
    Feb 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17340
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17407
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17753
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16227
    Apr 03, 2021

ବିଶେଷ

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14782
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15527
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15839
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16253
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16395
    Feb 12, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14952
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14465
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16071
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15356
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13696
    Feb 17, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14782
    Feb 18, 2026
  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

    13575
    Feb 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In