Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ...

  • ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା

  • ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ

  • ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ...

  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

  • ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ...

  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, ...

  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ ...

ବିଶେଷ
Home ›› ବିଶେଷ ››ବନାନ୍ତୁ ଟେଷ୍ଟି ଟେଷ୍ଟି ଅମୃତଭଣ୍ଡା ହାଲୱା

ବନାନ୍ତୁ ଟେଷ୍ଟି ଟେଷ୍ଟି ଅମୃତଭଣ୍ଡା ହାଲୱା

2022-07-06 03:46:37
14602
Share:
Facebook
Twitter
E-Mail
WhatsApp
Telegram
ବନାନ୍ତୁ ଟେଷ୍ଟି ଟେଷ୍ଟି ଅମୃତଭଣ୍ଡା ହାଲୱା

ଅମୃତଭଣ୍ଡା ଖାଇବା ଦେହ ପାଇଁ ବହୁ ଉପକାରୀ ହୋଇଥାଏ । ଖରାଦିନ ହେଉକି ବର୍ଷା ଦିନ କି ଶୀତଦିନ ଅମୃତଭଣ୍ଡା ସବୁ ଋତୁରେ ଖାଇବା ପରିବା । ନିତ୍ୟ ଅମୃତଭଣ୍ଡା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିବ । ଏହା ସହିତ ଦେହ ଓ ମୁହଁରେ ନ୍ୟାଚୁରାଲ ଗ୍ଲୋ ବଜାୟ ରହିବ । ଅମୃତଭଣ୍ଡାକୁ କଞ୍ଚା ଓ ପାଚିଲା ଖାଇହୁଏ ଏବଂ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରି ଖାଇହୁଏ । ତେବେ କେବେ ଆପଣ ଅମୃତଭଣ୍ଡାରେ ପ୍ରସ୍ତୁତ ହାଲୱା ଖାଇଛନ୍ତି କି ? ଆସନ୍ତୁ ଜାଣିବା, ଏପରି ଏକ ଟେଷ୍ଟି ଡ଼ିସ୍ ର ପ୍ରସ୍ତୁତି ପ୍ରଣାଳୀ । 

ଆବଶ୍ୟକ ସାମଗ୍ରୀ

- କଞ୍ଚା ଅମୃତଭଣ୍ଡା – ୧
- ଫୁଲକ୍ରୀମ୍‌ କ୍ଷୀର – ୨୫୦ ଗ୍ରାମ୍‌
- ଦେଶି ଘିଅ – ୩ ଚାମଚ
- ଗୁଡ – ୧ କପ୍‌
- କାଜୁ – ୮-୧୦ଟି
- ବାଦାମ – ୮ଟି
- କିସମିସ୍‌ – ୧୦ଟି
- ନଡିଆ କୋରା – ୧ ଚାମଚ
- ଅଳେଇଚ ପାଉଡର – ୧/୪ ଚାମଚ

ପ୍ରସ୍ତତି ପ୍ରଣାଳୀ
ଅମୃତଭଣ୍ଡା ହାଲଓ୍ଵା ବନାଇବା ପାଇଁ ପ୍ରଥମେ କଞ୍ଚା ଅମୃତଭଣ୍ଡାର ଚୋପା ଛଡାଇ ଦିଅନ୍ତୁ। ଏହାପୋ ଅମୃତଭଣ୍ଡାରୁ ମଞ୍ଜି ବାହାର କରି ପୁଣି ଥରେ ଧୋଇ ଦିଅନ୍ତୁ। ଏବେ ଏହାକୁ କଦ୍ଦକୁସ୍‌ କରିଦିଅନ୍ତୁ। କାଜୁ ଏବଂ ବାଦାମକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଆପଣ ଚାହିଁବେ ତ କଞ୍ଚା ଅମୃତଭଣ୍ଡା ବଦଳରେ ପାଚିଲା ଅମୃତଭଣ୍ଡାର ମଧ୍ୟ ବ୍ୟବହାର କରିପାରିବେ। ଏବେ ଗ୍ୟାସ ଉପରେ ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍‌ ବସାନ୍ତୁ। ଏଥିରେ ସାମାନ୍ୟ ଦେଶି ଘିଅ ପକାଇ ହାଲକା ଗରମ କରନ୍ତୁ। ଏବେ ଏଥିରେ କଦ୍ଦୁକସ୍‌ କରାଯାଇଥିବା ଅମୃତଭଣ୍ଡାକୁ ପକାଇ ଲଗାତର ଚଲାଇ ଭାଜନ୍ତୁ।

ଯେତେବେଳେ ଅମୃତଭଣ୍ଡା ଭଲଭାବେ ଭାଜି ହୋଇଯିବ ସେତେବେଳେ ଏଥିରେ କ୍ଷୀର ପକାନ୍ତୁ ଏବଂ ଅମୃତଭଣ୍ଡାକୁ କ୍ଷୀର ସହିତ ଗାଢ଼ା ହେବାକୁ ଛାଡନ୍ତୁ। ଅନ୍ୟପଟେ ଗ୍ୟାସକୁ ମିଡିୟମ ଆଞ୍ଚରେ ରଖନ୍ତୁ। ଏବେ ଆଉ ଏକ ଆଞ୍ଚ ଲଗାଇ ପାଣି ଗରମ କରି ଗୁଡ ପକାନ୍ତୁ। େଯେତେବେଳେ ଗୁଡ ଭଲଭାବେ ମେଳ୍ଟ ହୋଇଯିବ ଏବଂ ଗୁଡ ପାଣି ସହିତ ମିଳେଇଯିବ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଆପଣ ଚାହିଁବେ ତ ଗୁଡ ଯାଗାରେ ଚିନିକୁ ବି ବ୍ୟବହାର କରିପାରିବେ।

ଯେତେବେଳେ ଅମୃତଭଣ୍ଡାରେ କ୍ଷୀର ଗାଢ଼ା ହୋଇଯିବ ସେତେବେଳେ ଏଥିରେ ମିଳାଇ ରଖିଥିବା ଗୁଡକୁ ପକାଇ ଦିଅନ୍ତୁ। ଏବେ ଏକାସାଥିରେ ଏହିସବୁକୁ ମିଶାନ୍ତୁ। ସବୁ ଜିନିଷ ମିଶିଗଲେ ଗ୍ୟାସର ଫ୍ଲେମକୁ ଲୋ କରି ଆଞ୍ଚରେ ଏକ ପ୍ୟାନ୍‌ ବସାନ୍ତୁ ଏବଂ ସେଥିରେ ଏକ ଚାମଚ ଦେଶି ଘିଅ ପକାଇ ଗରମ କରନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଏଥିରେ କାଜୁ, ବାଦାମ, କିସମିସ ଏବଂ ନଡିଆ କୋରା ପକାଇ ଦିଅନ୍ତୁ। ଯେତେବେଳେ ଡ୍ରାଏ ଫ୍ରୁଠ ଗୋଲଡେନ ବ୍ରାଉନ ହୋଇଯିବ ତାକୁ ନେଇ ଅମୃତଭଣ୍ଡା ହାଲଓ୍ଵାରେ ମିଶାନ୍ତୁ। ଏବେ ଆପଣଙ୍କ ଟେଷ୍ଟି ଅମୃତଭଣ୍ଡା ହାଲଓ୍ଵା ସର୍ଭ କରିବା ପାଇଁ ରେଡି ହୋଇଯାଇଛି।

Powered by Froala Editor

Tags Papeya halwa

Related articles Odisha News Lens 4.1

  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା
    ଦେଶ-ଦେଶାନ୍ତର

    ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15010
    Dec 11, 2025
  • ବକ୍ସ ଅଫିସରେ
    ମନୋରଞ୍ଜନ

    ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ୧୮୦କୋଟି ପାର୍

    14515
    Dec 11, 2025
  • ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା

    13447
    Dec 11, 2025
  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....
    ଦେଶ-ଦେଶାନ୍ତର

    ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....

    15163
    Dec 11, 2025
  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ

    14536
    Dec 11, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15286
    Dec 11, 2025
  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14557
    Dec 11, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    14908
    Dec 11, 2025
  •  ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌
    ଦେଶ-ଦେଶାନ୍ତର

    ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌

    13646
    Dec 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14557
    Dec 11, 2025
  • ମନୋରଞ୍ଜନ

    ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ୧୮୦କୋଟି ପାର୍

    14515
    Dec 11, 2025
  • ଦେଶ-ଦେଶାନ୍ତର

    ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ

    14536
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17142
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17232
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17576
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16050
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16042
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13894
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15952
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15882
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15776
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15135
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14233
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14905
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15140
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ

    14536
    Dec 11, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15010
    Dec 11, 2025
  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14557
    Dec 11, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In