Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ

  • ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ...

  • ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ...

  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ...

  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ...

  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ...

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

ବିଶେଷ
Home ›› ବିଶେଷ ››ଶରୀରର ହାଡ଼କୁ ମଜଭୁତ କରିଥାଏ କଞ୍ଚା କଦଳୀ

ଶରୀରର ହାଡ଼କୁ ମଜଭୁତ କରିଥାଏ କଞ୍ଚା କଦଳୀ

2022-06-28 05:07:16
15973
Share:
Facebook
Twitter
E-Mail
WhatsApp
Telegram
ଶରୀରର ହାଡ଼କୁ ମଜଭୁତ କରିଥାଏ କଞ୍ଚା କଦଳୀ

କଞ୍ଚା କଦଳୀରେ ଖୁବ୍‌ କମ୍‌ ଶର୍କରା ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍‌ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କମ୍‌ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିବା ବନ୍ଦ କରିଥାଏ। ଡାଇବେଟିସ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ କରିପାରିବେ।

କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ମତ ଦେଇଥାନ୍ତି ପୋଷଣ ବିଶେଷଞ ପୂଜା ମାଲହୋତ୍ରା। କଞ୍ଚା କଦଳୀରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ ମଧ୍ୟ କମ୍‌ ହୋଇଥାଏ। ଏହା ସହ କଞ୍ଚା କଦଳୀ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦ୍‌ଘାତ ଆଶଙ୍କା କମ୍‌ କରିଥାଏ। କଞ୍ଚା କଦଳୀରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହାକୁ ଖାଇଲେ ଦୀର୍ଘ ସମୟ ଯାଏ ଭୋକ ହୋଇ ନ ଥାଏ। ଓଜନ କମ୍‌ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ କଞ୍ଚା କଦଳୀକୁ ସାମିଲ୍‌ କରିପାରିବେ। କଞ୍ଚା କଦଳୀରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ। ପୋଟାସିୟମ ତତ୍ତ୍ବ ଥିବା ଖାଦ୍ୟ କିଡ୍‌ନୀ ପାଇଁ ଉପକାରୀ। ଏହା ସହିତ କଞ୍ଚା କଦଳୀ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

କଦଳୀ ଆମ ଦେଶରେ ଏକ ପରିଚିତ ନାମ। କଞ୍ଚାରେ ଏହାକୁ ପରିବା ଭାବେ ବ୍ୟବହାର କରାଯାଉଥିବା ବେଳେ ପାଚିଲେ ଏହା ଫଳ ଭାବେ ଚାହିଦା ସୃଷ୍ଟି କରିଥାଏ। ଆମ ଦେଶରେ ଏହାର ପତ୍ର, ଫଳ, ମଞ୍ଜ, ଫୁଲର ବିବିଧ ବ୍ୟବହାର ରହିଆସିଛି। କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ କଦଳୀକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇଥାଏ। କଞ୍ଚା କଦଳୀରୁ ଚିପ୍‌ସ ପ୍ରସ୍ତୁତ କରି ବିକ୍ରି କ୍ଷେତ୍ରରେ କେରଳ ସବା ଆଗରେ ରହିଛି।

କଞ୍ଚା ଓ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ ଓ ଖଣିଜ ଲବଣ ରହିଛି। ଏଥିରେ ଭିଟାମିନ ସି ଏବଂ ଭିଟାମିନ ବି-୬ ରହିଛି। ସୁସ୍ଥ ତ୍ବଚା ଏବଂ କେଶ ପାଇଁ ଭିଟାମିନ ସି ଏକ ଦରକାରୀ ଉପାଦାନ। ଭିଟାମିନ ବି-୬ ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ହୃତ୍‌ପିଣ୍ଡର ସ୍ବାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ବରାନ୍ବିତ କରିଥାଏ। ପାଚିଲା କଦଳୀରେ ଅଧିକ ମାତ୍ରାରେ ଶର୍କରା ଓ ଫାଇବର ରହିଥାଏ। ବ୍ଲଡ ସୁଗାର ନିୟନ୍ତ୍ରିତ କରୁଥିବା ଏହି ଫଳ ଓ ପରିବା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। କଞ୍ଚା କଦଳୀରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ଶରୀରର ହାଡ଼କୁ ମଜଭୁତ କରିଥାଏ।



Powered by Froala Editor

Tags Banana

Related articles Odisha News Lens 4.1

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
    ଦେଶ-ଦେଶାନ୍ତର

    ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

    13568
    Nov 20, 2025
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ
    ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14398
    Nov 20, 2025
  • ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ
    ଦେଶ-ଦେଶାନ୍ତର

    ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ

    15575
    Nov 21, 2025
  • ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ
    ଦେଶ-ଦେଶାନ୍ତର

    ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ

    14286
    Nov 21, 2025
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍
    ଦେଶ-ଦେଶାନ୍ତର

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13565
    Nov 20, 2025
  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ
    ବିଶେଷ

    ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    15125
    Nov 21, 2025
  • ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ
    ଦେଶ-ଦେଶାନ୍ତର

    ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ

    14955
    Nov 21, 2025
  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !
    ମନୋରଞ୍ଜନ

    ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

    14383
    Nov 20, 2025
  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...
    ଦେଶ-ଦେଶାନ୍ତର

    ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...

    15452
    Nov 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ

    14286
    Nov 21, 2025
  • ଦେଶ-ଦେଶାନ୍ତର

    ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

    13568
    Nov 20, 2025
  • ଦେଶ-ଦେଶାନ୍ତର

    ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ

    15575
    Nov 21, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16859
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16955
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17300
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15772
    Apr 03, 2021

ବିଶେଷ

  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    15125
    Nov 21, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14890
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14657
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16209
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15225
    Nov 15, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14847
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14727
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14319
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13964
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13565
    Nov 20, 2025
  • ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ

    14286
    Nov 21, 2025
  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    14120
    Nov 20, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In