Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

ବିଶେଷ
Home ›› ବିଶେଷ ››ଏହି ସବୁ ଅସୁବିଧା ଭୋଗିପାରନ୍ତି ଅଧିକ ଡେ଼ଙ୍ଗା ଥିବା ବ୍ୟକ୍ତି

ଏହି ସବୁ ଅସୁବିଧା ଭୋଗିପାରନ୍ତି ଅଧିକ ଡେ଼ଙ୍ଗା ଥିବା ବ୍ୟକ୍ତି

2022-06-13 04:09:30
14805
Share:
Facebook
Twitter
E-Mail
WhatsApp
Telegram
ଏହି ସବୁ ଅସୁବିଧା ଭୋଗିପାରନ୍ତି ଅଧିକ ଡେ଼ଙ୍ଗା ଥିବା ବ୍ୟକ୍ତି

ପିଲା ଜନ୍ମ ହେବା ପରେ ତାର ଶରୀର ଗଠନ ଉପରେ ସମସ୍ତଙ୍କର ନଜର ଥାଏ । ବିଶେଷ କରି ଦୁଇଟି କଥା ଉପରେ ଧ୍ୟାନ ଦିଆୟାଏ । ୟେମିତିକି ରଙ୍ଗ ଓ ଉଚ୍ଚତା । ହାଇଟ ଅଧିକ ପାଇଁ ବର୍ତ୍ତମାନ କେତେ କଣ କରିବାକୁ ପଡୁଛି । ହାଇଟ ନଥିଲେ ମନ ଖରାପ ହୋଇଯାଏ । ହେଲେ ଏହି ଉଚ୍ଚତାର ସଂଖ୍ୟା କେତେ ହେବା ଉଚିତ । ଅର୍ଥାତ ମାପଦଣ୍ଡ କେତେ ହେଲେ ଭଲ । ଆପଣ ଭାବୁଥିବେ କି ଉଚ୍ଚତାର ପୁଣି ମାପଦଣ୍ଡ କଣ । ହଁ ଅଛି କାରଣ ଅଧିକ ଉଚ୍ଚତା ବି ରୋଗର ଘର ତିଆରି କରେ । ଏକଥା ଆମେ କହୁନୁ ରିସର୍ଚ୍ଚ କହୁଛି ।

ଯଦି ଆପଣଙ୍କ ହାଇଟ ପାଞ୍ଚ ଫୁଟ ନଅ ଇଞ୍ଚରୁ ଅଧିକ ତେବେ ଆପଣଙ୍କୁ ୧୦୦ରୁ ଅଧିକ ରୋଗ ଚିନ୍ତାରେ ପକାଇପାରେ । ୨.୫ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏହି ଷ୍ଟଡିରୁ ଏହା ପ୍ରମାଣିତ ହୋଇଛି । ରିସର୍ଚ୍ଚ କହୁଛି କି ଅଧିକ ଉଚ୍ଚ ଲୋକ ନିଜ ସହ ୧୦୦ରୁ ଅଧିକ ସମସ୍ୟାକୁ ସାମନା କରନ୍ତି । ଏଥିରେ ହାର୍ଟବିଟ ଅନିୟନ୍ତ୍ରିତ ହେବା, ଗୋଡର ନର୍ଭରେ ସମସ୍ୟା, ନର୍ଭ ନଷ୍ଟ ହେବା, ଓ ଗୋଡରେ ଅଲସର ଭଳି ରୋଗ ହେବାର ସମ୍ଭାବନା ଅଧିକ । ବୈଜ୍ଞାନିକ ଏହାର କାରଣ ବି କହିଛନ୍ତି ।

ଲମ୍ବା ଲୋକଙ୍କ ମଧ୍ୟରେ ରୋରର ପାରାମିଟର ଟିକେ ଅଧିକ । ହେଲେ କାହିଁକି । ଏହାକୁ ନେଇ ଅମେରିକାର ରକି ମାଉଣ୍ଟେନ ରିଜୋନଲ ମେଡିକଲ ସେଣ୍ଟରର ବୈଜ୍ଞାନିକମାନେ ଅଢେଇ ଲକ୍ଷ ଅଲଗା ଅଲଗା ଲୋକ ଓ ମହିଳାଙ୍କ ଉପରେ ରିସର୍ଚ୍ଚ କରିଥିଲେ । ଏମାନେ ଏଭଳି ଲୋକେ ଥିଲେ ଯେଉଁମାନଙ୍କ ଉଚ୍ଚତା ପାଖାପାଖି ୫ଫୁଟ ୯ଇଞ୍ଚ ଥିଲା । ଏଭଳି ଲୋକଙ୍କ ମଧ୍ୟରେ ରୋଗର ସମ୍ଭାବନା ଅଧିକ କାହିଁକି । ଏହାର ଦୁଇଟି ବଡ କାରଣ ରହିଛି ।

ଏକ ରିପୋର୍ଟ ଅନୁସାରେ ଏହାର ସବୁଠୁ ବଡ କାରଣ ବ୍ଲଡ ସର୍କୁଲେସନ ପ୍ରଭାବିତ ହେବା । ମଣିଷର ଲମ୍ବ ଅଧିକ ହେବା କାରଣରୁ ଶରୀରକୁ ଅଧିକ ଦୂରି ଯାଏଁ ପହଞ୍ଚିବା ପାଇଁ ଟିକିଏ ଅସୁବିଧା ଦେଖାଦେଇଥାଏ । ଯାହାଫଳରେ ବ୍ଲଡର ଫ୍ଲୋରେ କମ ପରିଲକ୍ଷିତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ଲଡ ସର୍କୁଲେସନ ଠିକ ହେବା ଜରୁରୀ । ଏହା ଛଡା ଅଧିକ ଲମ୍ବର ଲୋକଙ୍କ ଶରୀରରେ ମାଂସ ଅଦିକ ହୋଇଥାଏ। ଯାହା ଫଳରେ ହାଡ, ମାଂସପେଶୀ ଓ ପାଦ ଉପରେ ଅଧିକ ଚାପ ପଡିଥାଏ । ଯାହା ଫଳରେ ରୋଗର ବିପଦ ମଧ୍ୟ ବଢିଥାଏ ।

ଅଦିକ ହାଇଟ ଥିବା ଲୋକଙ୍କ ମଦ୍ୟରେ ୧୦୦ରୁ ଅଦିକ ରୋଗ କିମ୍ବା ଡିଜଅର୍ଡର ହେବାର ସମ୍ଭାବନା ଅଧିକ । ଯେମିତିକି ବଲ୍ଡ ଜମିବା, ଡିପ ବ୍ରେନ ଥ୍ରୋମ୍ବୋସିସ, ନର୍ଭ ଡ୍ୟାମେଜ ହେବା, ନଖରେ ଫଙ୍ଗାଲ ଇନଫେକ୍ସନ, ଗୋଡ ଓ ଚର୍ମରେ ଅଲସର, ବ୍ରେନ ସେଲ୍ସରେ ଡ୍ୟାମେଜ, ପାଦରେ ଯନ୍ତ୍ରଣା ଭଳି କେତେ କଣ । ବୈଜ୍ଞାନିକଙ୍କର କହିବା କଥା କି ଲମ୍ବା ହେବାର କିଛି ଫାଏଦା ମଧ୍ୟ ରହିଛି । ଯେମିତିକି ଏମାନଙ୍କ ମଧ୍ୟରେ ହାଏ ବ୍ଲଡପ୍ରେସର, ହାଏ କୋଲେଷ୍ଟ୍ରଲ ଓ ହାର୍ଟ ଡିଜିଜ ହେବାର ସମ୍ଭାବନା ଅଧିକ ।

ଅନୁସନ୍ଧାନକାରୀ ଶ୍ରୀଘରନ ରାଘବନଙ୍କ କହିବା କଥା କି ଏଭଳି ଲୋକହ୍କ ମଧ୍ୟରେ ୧୦୦ରୁ ୧୧୦ ଡିଜଅର୍ଡର ହେବାର ଜଣାପଡିଛି । କିଛି ରୋଗ ପାଇଁ ମଣିଷର ହାଇଟ ରିକ୍ସ ଫ୍ୟାକ୍ଟର ଭଳି ମଧ୍ୟ । ଯାହାକୁ ଆୟତ କରିବା କାହା ପାଇଁ ମୁସ୍କିଲ ଅଟେ ।

ସେ କହିଛନ୍ତି କି ମଣିଷର ଉଚ୍ଚତା ଅନେକ କଥା ଉପରେ ନିର୍ଭର କରିଥାଏ । ଯେମିତିକି ତାର ଜିନ, ଆନୁବଂଶିକ, ଲାଇଫଷ୍ଟାଇଲ, ଖାଦ୍ୟପେୟ ଆଦି । ଏଭଳି ତମାମ ଫ୍ୟକ୍ଟର ରହିଛି ଯାହା ସ୍ଥିର କରେ ମଣିଷର ଲମ୍ବ କେତେ ବଢିବ । ବ୍ରିଟେନରେ ପ୍ରାୟ ଲୋକଙକ୍ ଉଚ୍ଚତା ପାଖାପାଖି ୫ଫୁଟ ୯ଇଞ୍ଚ କିମ୍ବା ତାଠୁ ଉପରେ । ଯେଉଁମାନଙ୍କଠାରେ ଏଭଳି ସମସ୍ୟା ଦେଖାଯାଇଛି ।

Powered by Froala Editor

Tags Life style

Related articles Odisha News Lens 4.1

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13906
    Oct 16, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13691
    Oct 16, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15237
    Oct 17, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    14057
    Oct 16, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14981
    Oct 16, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13900
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13871
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13474
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13831
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13474
    Oct 17, 2026
  • ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13900
    Oct 17, 2026
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14981
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17188
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17883
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17831
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18254
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14947
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14643
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14748
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15751
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14425
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14445
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13984
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15103
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15811
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13691
    Oct 16, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13900
    Oct 17, 2026
  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13440
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In