Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ...

  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ...

  • CUET UG 2026 ପରୀକ୍ଷା ସ୍ଥଗିତ

  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ...

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

ବିଶେଷ
Home ›› ବିଶେଷ ››କିପରି କରିବେ ସେଭିଙ୍ଗ ଜାଣନ୍ତୁ.....

କିପରି କରିବେ ସେଭିଙ୍ଗ ଜାଣନ୍ତୁ.....

2022-05-25 04:57:52
15534
Share:
Facebook
Twitter
E-Mail
WhatsApp
Telegram
କିପରି କରିବେ ସେଭିଙ୍ଗ ଜାଣନ୍ତୁ.....

ଦେଶର କୋଟି କୋଟି ଜନତା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର କରନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ସେଭିଙ୍ଗସ୍‌ ବ୍ୟାଙ୍କ ଆକାଉଣ୍ଟ କେତେ ଟାଇପର ଅଛି। ଆଉ କେବେ ଭାବିଛନ୍ତି କେଉଁ ସେଭିଙ୍ଗସ ଆକାଉଣ୍ଟ ଆପଣଙ୍କ ପାଇଁ ବେଷ୍ଟ ହେବ। ଆମେ ଆଜି ଆପଣଙ୍କ ପାଖକୁ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟକୁ ନେଇ କିଛି ଖବର ନେଇ ଆସିଛୁ, ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ। କାହିଁକିନା ଆପଣଙ୍କ କାମରେ ଏହା ବହୁତ ଆସିପାରେ।

ଆବଶ୍ୟକ ଅନୁସାରେ ସେଭିଙ୍ଗ୍‌ ଆକାଉଣ୍ଟସ ବି ଅଲଗା ଅଲଗା ରହିଥାଏ। ଚାକିରି କରିଥିବା ଲୋକଙ୍କ ପାଇଁ, ବୟସ୍କ ଲୋକଙ୍କ ପାଇଁ, ପିଲାଙ୍କ ପାଇଁ ଅଲଗା ଅଲଗା ପ୍ରକାରର ସେଭିଙ୍ଗ ଆକାଉଣ୍ଟ ରହିଛି। ମୋଟ ୬ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ବିଷୟରେ ଆଜି ଆମେ ଜାଣିବା।

ରେଗୁଲାର ସେଭିଙ୍ଗସ ଆକାଉଣ୍ଟ
ଏହି ଆକାଉଣ୍ଟ କିଛି ଖାସ୍‌ ନିୟମ ଏବଂ ସର୍ତ୍ତକୁ ନେଇ ଖୋଲାଯାଏ। ଏହି ପ୍ରକାର ଆକାଉଣ୍ଟରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଶି ରେଗୁଲାର ଡିପୋଜିଟ୍‌ ହୋଇନଥାଏ। ଏହାର ବ୍ୟବହାର ଏକ ସେଫ ହାଉସ ଭଳି ହୋଇଥାଏ, ଯେଉଁଠି ଆପଣ ନିଜ ଟଙ୍କା ରଖିପାରିବେ। ଏଥିରେ ମିନିମମ୍‌ ବାଲାନ୍ସର ସର୍ତ୍ତ ବି ନିର୍ଦ୍ଧିଷ୍ଟ ରହିଥାଏ।

ସାଲାରୀ ସେଭିଙ୍ଗସ ଆକାଉଣ୍ଟ
ଏପରି ଆକାଉଣ୍ଟ କମ୍ପାନୀ ପକ୍ଷରୁ ବ୍ୟାଙ୍କ ଦ୍ୱାରା ସେମାନଙ୍କ କର୍ମଚାରୀ ପାଇର୍ ଖୋଲାଯାଇଥାଏ। ଏହି ଖାତାର ବ୍ୟବହାର କର୍ମଚାରୀଙ୍କୁ ସାଲାରୀ ଦେବା ପାଇଁ କରାଯାଏ। ଏଥିରେ ବ୍ୟାଙ୍କ ସୁଧ ଅଫର କରିଥାଏ। ଏହି ଆକାଉଣ୍ଟ ପାଇଁ କୌଣସି ମିନିମମ୍‌ ବାଲାନ୍ସର ସର୍ତ ରହିନଥାଏ। ଯଦି ତିନି ମାସ ପର୍ଯ୍ୟନ୍ତ ସାଲାରୀ ଆସେନାହିଁ ତାହେଲେ ଏହା ରେଗୁଲାର ସେଭିଙ୍ଗଆକାଉଣ୍ଟରେ ବଦଳିଯାଇଥାଏ।

ଜିରୋ ବାଲାନ୍ସ ସେଭିଙ୍ଗସ ଆକାଉଣ୍ଟ
ଏହି ପ୍ରକାରର ଆକାଉଣ୍ଟରେ ସେଭିଙ୍ଗ ଏବଂ କରେଣ୍ଟ ଆକାଉଣ୍ଟ ଉଭୟର ଖାସିୟତ୍‌ ରହିଥାଏ। ଏଥିରେ ଓ୍ଵିଥଡ୍ରାଲ କରିବାର ଏକ ସୀମା ରହିଥାଏ। ଅର୍ଥାତ୍‌ ଲିମିଟରୁ ଅଧିକା ଟଙ୍କା ଆପଣ ଉଠାଇପାରିବେନାହିଁ। କିନ୍ତୁ ଆପଣଙ୍କ ଉପରେ ପେନାଲ୍ଟୀ ମଧ୍ୟ ଲାଗିନଥାଏ ବାଲାନ୍ସ କମ୍‌ ହେଲେ ବି।

ମାଇନର୍ସ ସେଭିଙ୍ଗ ଆକାଉଣ୍ଟ
ଏହି ଆକାଉଣ୍ଟ ଖାସ୍‌ କରି ପିଲାଙ୍କ ପାଇଁ ରହିଥାଏ। ଏଥିରେ ମିନିମମ୍‌ ବାଲାନ୍ସର କୌଣସି ସୀମା ନଥାଏ। ଏହି ସେଭିଙ୍ଗ ଆକାଉଣ୍ଟ ପିଲାଙ୍କ ପାଇଁ ତାଙ୍କର ବ୍ୟାକିଙ୍ଗ ଆବଶ୍ୟକତାକୁ ପୂରା କରିବା ପାଇର୍ ହୋଇଥାଏ। ଏହି ଭଳି ବ୍ୟାଙ୍କ ଆକାଉଣ୍ଟକୁ ଆଇନଗତ କାର୍ଯ୍ୟ ପାଇଁ ଖୋଲାଯାଏ ଏବଂ ଅପରେଟ କରାଯାଏ। ଯେତେବେଳେ ପିଲା ୧୦ ବର୍ଷର ହୋଇଯିବ ସେତେବେଳେ ସେ ନିଜର ଖାତାକୁ ନିଜେ ଅପରେଟ କରିପାରିବ। ଆଉ ଯେତେବେଳେ ପିଲା ୧୮ ବର୍ଷର ହୋଇଯିବ ସେତେବେଳେ ଏହା ରେଗୁଲାର ସେଭିଙ୍ଗ ଆକାଉଣ୍ଟରେ ପରିଣତ ହୋଇଯିବ।

ସିନିୟର ସିଟିଜେନ୍ସ ସେଭିଙ୍ଗସ ଆକାଉଣ୍ଟ
ଏହି ଖାତା ସେଭିଙ୍ଗସ ଆକାଉଣ୍ଟ ଭଳି ହିଁ କାମ କରିଥାଏ। କିନ୍ତୁ ଏଥିରେ ରେଗୁଲାର ମୁକାବିଲାରେ ସିନିୟମ ସିଟିଜେନ୍ସଙ୍କୁ ଅଧିକ ସୁଧ ଦର ଅଫର କରନ୍ତି। ଏଥିପାଇଁ ସିନିୟର ସିଟିଜେନ୍ସ ଏହି ଆକାଉଣ୍ଟକୁ ଖୋଲିବା ଉଚିତ କାରଣ ଏଥିରେ ସୁଧ ଅଧିକ ମିଳିଥାଏ। ଏହି ବ୍ୟାଙ୍କ ଆକାଉଣ୍ଟ ସିନିୟର ସିଟିଜେନ୍ସଙ୍କ ସେଭିଙ୍ଗ ସ୍କିମରେ ମଧ୍ୟ ଲିଙ୍କ ରହିଥାଏ, ଯେଉଁଥିରେ ପେନସନ୍‌ ଫଣ୍ଡ କିମ୍ବା ରିଟାୟରମେଣ୍ଟ ଆକାଉଣ୍ଟସରେ ଫଣ୍ଡ ଉଠାଯାଇଥାଏ ଏବଂ ଆବଶ୍ୟକ ପୂରଣ କରାଯାଇଥାଏ।

ମହିଳା ସେଭିଙ୍ଗ ଆକାଉଣ୍ଟସ
ଏହି ଖାତା ଖାସ୍‌ କରି ମହିଳାଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏଥିରେ ଅନେକ ପ୍ରକାରର ଫିଚର୍ସ ରହିଥାଏ। ମହିଳାଙ୍କୁ ଲୋନ୍‌ ଉପରେ କମ୍‌ ସୁଧ, ଡିମାଟ୍‌ ଆକାଉଣ୍ଟ ଖୋଲିବା ଦ୍ୱାରା ଫ୍ରି ଚାର୍ଜ ଏବଂ ଅନେକ ପ୍ରକାରର କିଣାକିଣି ଉପରେ ଡିସକାଉଣ୍ଟ୍‌ ଅଫର କରାଯାଇଥାଏ ।

Powered by Froala Editor

Tags saving

Related articles Odisha News Lens 4.1

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15711
    May 24, 2026
  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ
    ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15142
    May 25, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା
    ଦେଶ-ଦେଶାନ୍ତର

    ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14597
    May 25, 2026
  • CUET UG 2026 ପରୀକ୍ଷା ସ୍ଥଗିତ
    ଦେଶ-ଦେଶାନ୍ତର

    CUET UG 2026 ପରୀକ୍ଷା ସ୍ଥଗିତ

    14892
    May 25, 2026
  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି
    ରାଜନୀତି

    ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି

    14625
    May 25, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14624
    May 25, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    15044
    May 24, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13412
    May 25, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    15165
    May 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14851
    May 25, 2026
  • ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14624
    May 25, 2026
  • ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15142
    May 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16879
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17498
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17545
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17929
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15618
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14995
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14407
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14531
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15593
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15422
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15163
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15654
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13988
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14851
    May 25, 2026
  • CUET UG 2026 ପରୀକ୍ଷା ସ୍ଥଗିତ

    14892
    May 25, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14597
    May 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In