Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ...

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ...

  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ...

  • ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ...

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ ...

  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ...

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

  • ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

2022-03-22 12:14:49
14686
Share:
Facebook
Twitter
E-Mail
WhatsApp
Telegram
ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦ ଯାଦବ ହଠାତ୍‌ ମଙ୍ଗଳବାର ଦିନ ଅସୁସ୍ଥ ହୋଇପଡିଛନ୍ତି। ଏହାପରେ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦାବି ଉଠିଛି। କୁହାଯାଉଛି ଯେ, ତାଙ୍କ କିଡ୍‌ନୀ ଖରାପ ଥିବା ଲାଗି କ୍ରିଏଟିନ୍‌ ଲେବୁଲ ବଢ଼ିଯାଇଛି। ଫଳରେ ଚିକିତ୍ସା ପାଇଁ ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସ କରାଯିବ । ଏୟାର ଆମ୍ୱୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ।

ଏହା କୁହାଯାଉଛି ଯେ ତାଙ୍କ କ୍ରିଏଟିନ୍‌ ସ୍ତର ୪.୧ରୁ ୪.୬କୁ ବୃଦ୍ଧି ପାଇଛି । ଲାଲୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି । ଲାଲୁ କିଡନୀ ଜନିତ ସଂକ୍ରମଣରେ ପୀଡିତ ଅଛନ୍ତି। ଏହାବ୍ୟବତୀ ସେ ରକ୍ତଚାପ ଓ ଅନ୍ୟ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ଏସବୁର ଚିକିତ୍ସା ରିମ୍ସ ହସ୍ପିଟାଲରେ ଚାଲିଛି। ତେବେ ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କୁହାଯାଉଛି।

ବାସ୍ତବରେ ଲାଲୁ ପ୍ରସାଦ ଅନେକ ଗମ୍ଭୀର ରୋଗ ସହିତ ଲଢ଼େଇ କରୁଛନ୍ତି। ମଧୁମେହ, ରକ୍ତଚାପ, ହୃଦ୍ ରୋଗ, କିଡନୀ ରୋଗ, କିଡନୀ ଷ୍ଟୋନ୍‌, ଥାଲାସେମିଆ, ପ୍ରୋଷ୍ଟେଟର ବୃଦ୍ଧି, ୟୁରିକ୍ ଏସିଡ୍ ବୃଦ୍ଧି, ମସ୍ତିଷ୍କ ସମ୍ବନ୍ଧୀୟ ରୋଗ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଡାହାଣ କାନ୍ଧର ହାଡ ସମସ୍ୟା, ଗୋଡର ହାଡ ସମସ୍ୟା, ଆଖିରେ ସମସ୍ୟା ଆଦି ରହିଛି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ରିମ୍ସ ହସ୍ପିଟାଲରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ଫେବୃଆରୀ ୨୧ରେ ଲାଲୁ ପ୍ରସାଦ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହିତ ଜଡିତ ଚୋରାଚାଲାଣ ମାମଲାରେ ୫ବର୍ଷରେ ଦଣ୍ଡିତ କରାଯାଇଥିଲା ।

Powered by Froala Editor

Tags lalu

Related articles Odisha News Lens 4.1

  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି
    ଦେଶ-ଦେଶାନ୍ତର

    ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

    14907
    Aug 29, 2026
  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା
    ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15442
    Aug 29, 2026
  •  ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...
    ଦେଶ-ଦେଶାନ୍ତର

    ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...

    13770
    Aug 29, 2026
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13445
    Aug 30, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ
    ବିଶେଷ

    ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14256
    Aug 30, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ
    ଦେଶ-ଦେଶାନ୍ତର

    ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14365
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ
    ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15022
    Aug 29, 2026
  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14441
    Aug 29, 2026
  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15627
    Aug 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

    14907
    Aug 29, 2026
  • ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13445
    Aug 30, 2026
  • ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15442
    Aug 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17060
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17699
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17731
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18129
    Sep 06, 2023

ବିଶେଷ

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14256
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14605
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13943
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15327
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15682
    Aug 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14458
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15983
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14021
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14290
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15022
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14365
    Aug 29, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14256
    Aug 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In