ପୁରୀ: କେଉଁ ଜୋନରେ କିଏ ଜିତିଲେ ଜାଣନ୍ତୁ

କଣାସ ଜୋନ-୧ରେ ବିଜେଡିର ପ୍ରଣତୀ ଜେନା ବିଜୟୀ
ବ୍ରହ୍ମଗିରି ଜୋନ-୨୮ରେ ବିଜେଡିର କୈଳାସ ପରିଡ଼ା ବିଜୟୀ
ନିମାପଡ଼ା ଜୋନ-୧୮ରେ ବିଜେଡିର କୁଞ୍ଜଲତା ସାମଲ ବିଜୟୀ
ପୁରୀ ସଦର ଜୋନ-୨୫ରେ ବିଜେଡିର ମୋନାଲି ମିଶ୍ର ବିଜୟୀ
ଅସ୍ତରଙ୍ଗ ଜୋନ-୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ବିଜୟୀ
କାକଟପୁର ଜୋନ-୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ବିଜୟୀ
କୃଷ୍ଣପ୍ରସାଦ ଜୋନ-୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ବିଜୟୀ
ଗୋପ ଜୋନ-୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ବିଜୟୀ
ଡେଲାଙ୍ଗ ଜୋନ-୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ବିଜୟୀ
ପିପିଲି ଜୋନ-୨୨ରେ ବିଜେଡିର ସୁଶ୍ରୀସଙ୍ଗୀତା ବେହେରା ବିଜୟୀ
ସତ୍ୟବାଦୀ ଜୋନ-୨୧ରେ ବିଜେଡିର ନାରାୟଣ ରାଉତରାୟ ବିଜୟୀ
Powered by Froala Editor