ଜଗତସିଂହପୁର: କିଏ ଜିତିଲା ଜାଣନ୍ତୁ

ଏରସମା ଜୋନ-୧ରେ ବିଜେଡିର ପ୍ରଣବ ସ୍ୱାଇଁ ବିଜୟୀ
ବାଲିକୁଦା ବ୍ଲକ ଜୋନ-୧ରେ ବିଜେଡିର ଡଲି ପଣ୍ଡା ବିଜୟୀ
ନାଉଗାଁ ଜୋନ-୧୭ରେ ବିଜେଡିର ଅମିତା ସ୍ୱାଇଁ ବିଜୟୀ
ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ବିଜୟୀ
ରଘୁନାଥପୁର ଜୋନ-୨୫ରେ ବିଜେଡି ରୀନାରାଣୀ ମଲ୍ଲିକ ବିଜୟୀ
ବିରିଡ଼ି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ବିଜୟୀ
ତିର୍ତ୍ତୋଲ ଜୋନ-୧୩ରେ ବିଜେଡିର ରଞ୍ଜିତା ସିଂହ ବିଜୟୀ
କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ବିଜୟୀ
ବିରିଡ଼ି ଜୋନ-୨୪ରେ ବିଜେଡିର ଚନ୍ଦ୍ରଶେଖର ଦାସ ଆଗୁଆ
Powered by Froala Editor