Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ...

  • ଭାରତରେ ପ୍ରଥମଥର ସ୍ୱଦେଶୀ ଏଚ୍‌-୫ଏନ୍‌-୧ ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

  • ସମାରୋହରୁ ଫେରୁଥିଲେ, କେନାଲକୁ ...

  • ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ...

  • ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ...

  • ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ

  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ...

  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ...

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ...

ବିଶେଷ
Home ›› ବିଶେଷ ››ସକାଳ ସମୟରେ ଏମିତି କରନ୍ତୁ, ଚମକାନ୍ତୁ ନିଜ ଭାଗ୍ୟ

ସକାଳ ସମୟରେ ଏମିତି କରନ୍ତୁ, ଚମକାନ୍ତୁ ନିଜ ଭାଗ୍ୟ

2022-02-02 02:16:33
15150
Share:
Facebook
Twitter
E-Mail
WhatsApp
Telegram
ସକାଳ ସମୟରେ ଏମିତି କରନ୍ତୁ, ଚମକାନ୍ତୁ ନିଜ ଭାଗ୍ୟ


 ଶକ୍ତିର ଉତ୍ସ ହେଉଛନ୍ତି ସୂର୍ଯ୍ୟ। ଏହିଠାରୁ ହିଁ ଆମକୁ ଜୀବନ ଜିଇଁବାର ସ୍ତ୍ରୋତ ମିଳିଥାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ଏଥିପାଇଁ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ବହୁତ ଉଚ୍ଚ ସ୍ଥାନ ଦିଆଯାଇଛି। ସୂର୍ଯ୍ୟଙ୍କୁ ଦେବତା ବୋଲି କୁହାଯାଏ। ସେଥିପାଇଁ ତ ଅନେକ ଲୋକ ପ୍ରତିଦିନ ସକାଳୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତି। ସୂର୍ଯ୍ୟଙ୍କ କୃପାରୁ ହିଁ ଜୀବନରେ ସଫଳତା, ସ୍ୱାସ୍ଥ୍ୟ ଏବଂ ସୁଖ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବି ସୂର୍ଯ୍ୟଙ୍କୁ ଗ୍ରହ ମାନଙ୍କର ରାଜା ବୋଲି କୁହାଯାଏ। ସୂର୍ଯ୍ୟଙ୍କ ସହ ଜଡିତ ଅନେକ ଉପାୟ ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଧରାଯାଏ ଯେ ସେହି ଉପାୟକୁ କରିବା ଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୋଇଯାଇଥାଏ। ତେଣୁ ଆଜି ଆମେ ସୂର୍ଯ୍ୟଙ୍କ ସହ ଜଡିତ ଏମିତି ହିଁ ଶକ୍ତିଶାଳୀ ଉପାୟ ବିଷୟରେ ଆଜି ଜଣାଇବୁ। ବହୁତ ପ୍ରଭାବଶାଳୀ ଏହି ଉପାୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଏହି ଉପାୟ ବହୁତ ପ୍ରଭାବଶାଳୀ। ଜ୍ୟୋତିଷଙ୍କ ମୁତାବକ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ସେଥିରେ କିଛି ଜିନିଷ ମିଶାଇବା ଦ୍ୱାରା ଅନେକ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଅମାପ ଟଙ୍କା ଏବଂ ସଫଳତା ମିଳିଥାଏ।

ସିନ୍ଦୂର :
ସୂର୍ଯ୍ୟଙ୍କୁ ସିନ୍ଦୂର ମିଶା ଜଳରେ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟ ଦୋଷ ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ। ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ।

ଫୁଲ :
ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ପୂଜାରେ ଫୁଲ ବ୍ୟବହାର କରିବାର ବହୁତ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଦେବଙ୍କୁ ଲାଲ ଫୁଲ ମିଶା ଜଳ ଚଢାଇବା ଦ୍ବାରା ସବୁ କାମରେ ସଫଳତା ମିଳିଥାଏ।

 ଅକ୍ଷତ :
ହିନ୍ଦୁ ଧର୍ମରେ ଚାଉଳ ବା ଅକ୍ଷତକୁ ବହୁତ ଶୁଭ ବୋଲି ଧରାଯାଇଛି। ଜଳରେ ଅକ୍ଷତ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଚଢାଇବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଭରି ରହିଥାଏ।

ମିଶ୍ରି :
ମିଶ୍ରି ମିଶା ଜଳ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଜୀବନ ହସ ଖୁସିରେ ଭରି ଯାଏ।

ହଳଦୀ :
ସୂର୍ଯ୍ୟଙ୍କୁ ହଳଦୀ ମିଶ୍ରିତ ଜଳ ଚଢାଇବା ଦ୍ୱାରା ଜଲଦି ବିବାହ ଯୋଗ ଫିଟିଥାଏ। ବୈବାହିକ ଜୀବନ ସୁଖମୟ ରହିଥାଏ। ଧନ ଲାଭ ହୋଇଥାଏ।

Powered by Froala Editor

Tags Spiritual

Related articles Odisha News Lens 4.1

  • ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ଉପରେ ଚଢ଼ାଉ
    ଦେଶ-ଦେଶାନ୍ତର

    ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ଉପରେ ଚଢ଼ାଉ

    14270
    Nov 19, 2026
  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

    15187
    Nov 19, 2026
  • ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ଗ୍ରହଣ କରିବେ ପରିବାର
    ଦେଶ-ଦେଶାନ୍ତର

    ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ଗ୍ରହଣ କରିବେ ପରିବାର

    14910
    Nov 19, 2026
  • ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା  ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14631
    Nov 19, 2026
  • ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ
    ଦେଶ-ଦେଶାନ୍ତର

    ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ

    15362
    Nov 19, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...
    ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...

    15586
    Nov 18, 2026
  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...
    ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...

    14509
    Nov 18, 2026
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...
    ଦେଶ-ଦେଶାନ୍ତର

    ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...

    13422
    Nov 19, 2026
  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର,  ଲତିଫ ଭଟ୍‌ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଲତିଫ ଭଟ୍‌ ନିହତ

    14310
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ: ମୋଦୀ

    13422
    Nov 19, 2026
  • ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14631
    Nov 19, 2026
  • ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ପ୍ରିମିୟର ପାଇଁ ଓଡ଼ିଶାର 'ବାଘୁଣୀ’ (ଏକ ବାଘ ଭଳି ...

    14509
    Nov 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17294
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17997
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18367
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15325
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14779
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14407
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15748
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14531
    Nov 07, 2026

ବାଣିଜ୍ୟ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14210
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15196
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14971
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14100
    Nov 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15586
    Nov 18, 2026
  • ଭାରତରେ ପ୍ରଥମଥର ସ୍ୱଦେଶୀ ଏଚ୍‌-୫ଏନ୍‌-୧ ବାର୍ଡ ଫ୍ଲୁ ଟିକା, ୨୦ ରେ ଲଞ୍ଚ କରିବେ ଶିବରାଜ ସିଂ ଚୌହାନ

    14317
    Nov 19, 2026
  • ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14631
    Nov 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In