Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ ...

  • ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ...

  • ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

  • ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ...

  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ...

  • ଅବସର ଘୋଷଣା କଲେ ମହମ୍ମଦ ସାମି

  • ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ...

  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ...

  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ...

  • ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଟିକା ନେବା ବାଧ୍ୟତାମୂଳକ ନୁହଁ:କେନ୍ଦ୍ର ସରକାର

ଟିକା ନେବା ବାଧ୍ୟତାମୂଳକ ନୁହଁ:କେନ୍ଦ୍ର ସରକାର

2022-01-17 11:02:23
15422
Share:
Facebook
Twitter
E-Mail
WhatsApp
Telegram
ଟିକା ନେବା ବାଧ୍ୟତାମୂଳକ ନୁହଁ:କେନ୍ଦ୍ର ସରକାର


ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।  କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ। କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଟିକାର ବେଶ ଗୁରୁତ୍ୱ ରହିଛି। ତେଣୁ ଟିକା ନେବା ପାଇଁ ସରକାର ବିଭିନ୍ନ ଫୋରମରେ ପରାମର୍ଶ ଦେବା ସହ ଗଣମାଧ୍ୟମରେ ବିଜ୍ଞାପନ ଦେଇ ସଚେତନ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ ଟିକାକରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଫାଇଲ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୋଭିଡ୍ ଟିକା ପ୍ରମାଣପତ୍ର  ବାଧ୍ୟତା ମୂଳକ କରାଯାଇଥିବାରୁ ଭିନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।  ତେବେ ଜବାବରେ ଟିକା ନେବା ବାଧ୍ୟତାମୂଳକ ନୁହଁ । ଏମିତିକି କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିଛି। କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ  ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଛି। ଇଭାରା ସଙ୍ଗଠନ ପକ୍ଷରୁ ଉକ୍ତ ପିଆଏଲ ଫାଇଲ କରାଯାଇଥିଲା ।  ସେଥିରେ ଭିନ୍ନକ୍ଷମମାନେ ସବୁଠାରୁ ବିପଜନ୍ନକ ସ୍ଥିତି ଥିବା ଦର୍ଶାଯାଇଛି। ସେମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଥିବା ପ୍ରତିବନ୍ଧକରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଟିକା ପ୍ରମାଣପତ୍ର ନଥିବାରୁ ଭିନନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।

ତେବେ ଏନେଇ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ,କୋଭିଡ ଟିକାକରଣକୁ ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ। ଯେକୌଣସି କ୍ଷେତ୍ର ପାଇଁ  ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହଁ। ତେବେ ସରକାର ସମସ୍ତଙ୍କୁ ଟିକାକରଣ ପାଇଁ ଡୋର ଡୋର୍‌  ଅଭିଯାନ ଉଦ୍ୟମ କରିବେ । ସେଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

Powered by Froala Editor

Tags Vaccine

Related articles Odisha News Lens 4.1

  • ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ଷ୍ଟାର୍ କପଲଙ୍କ କେମେଷ୍ଟ୍ରୀ
    ମନୋରଞ୍ଜନ

    ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ଷ୍ଟାର୍ କପଲଙ୍କ କେମେଷ୍ଟ୍ରୀ

    15159
    Nov 08, 2026
  • ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ
    ଦେଶ-ଦେଶାନ୍ତର

    ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

    13360
    Nov 08, 2026
  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି
    ଦେଶ-ଦେଶାନ୍ତର

    ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି

    15070
    Nov 08, 2026
  • ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର
    ଦେଶ-ଦେଶାନ୍ତର

    ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର

    13287
    Nov 08, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍
    ବିଶେଷ

    ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    14946
    Nov 08, 2026
  • ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍

    14133
    Nov 08, 2026
  • ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ କ୍ୟାଟ୍ରିନା-ଭିକ୍କି
    ମନୋରଞ୍ଜନ

    ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ କ୍ୟାଟ୍ରିନା-ଭିକ୍କି

    15412
    Nov 08, 2026
  • ଅବସର ଘୋଷଣା କଲେ ମହମ୍ମଦ ସାମି
    ଖେଳ ଖବର

    ଅବସର ଘୋଷଣା କଲେ ମହମ୍ମଦ ସାମି

    14287
    Nov 08, 2026
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ
    ଦେଶ-ଦେଶାନ୍ତର

    ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ

    14784
    Nov 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍

    14133
    Nov 08, 2026
  • ଦେଶ-ଦେଶାନ୍ତର

    ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

    13360
    Nov 08, 2026
  • ଦେଶ-ଦେଶାନ୍ତର

    ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର

    13287
    Nov 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17261
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17962
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17904
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18324
    Sep 06, 2023

ବିଶେଷ

  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    14946
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13973
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14308
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14913
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15893
    Oct 30, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15426
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14146
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14157
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14425
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍

    14133
    Nov 08, 2026
  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି

    15070
    Nov 08, 2026
  • ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ କ୍ୟାଟ୍ରିନା-ଭିକ୍କି

    15412
    Nov 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In