Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ...

  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି ...

ବିଶେଷ
Home ›› ବିଶେଷ ››ଏହି ଘରେ ଗୋଟିଏ ରାତି ରହିଲେ, ମିଳେ ୧୬ହଜାର ଟଙ୍କା

ଏହି ଘରେ ଗୋଟିଏ ରାତି ରହିଲେ, ମିଳେ ୧୬ହଜାର ଟଙ୍କା

2021-11-22 05:34:42
15081
Share:
Facebook
Twitter
E-Mail
WhatsApp
Telegram
ଏହି ଘରେ ଗୋଟିଏ ରାତି ରହିଲେ, ମିଳେ ୧୬ହଜାର ଟଙ୍କା


ଚୀନ: ହଣ୍ଟେଡ ହାଉସ ଯଦି ଜଣେ ପ୍ରପର୍ଟି କିଣୁଥାନ୍ତି ଏବଂ ସେହି ସ୍ଥାନରେ ଭୁତ ପ୍ରେତ ଥିବା ଗୁଜବ ଶୁଣିବାକୁ ମିଳେ ତାହେଲେ ସାଧାରଣତଃ ଲୋକେ ସେଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଭାରତରେ ଏସବୁ ପାଇଁ ପୂଜା ପାଠ କିମ୍ବା ଅନ୍ୟ ଉପାୟ କରାଯାଇଥାଏ । କିନ୍ତୁ ପଡୋଶୀ ଦେଶ ଚୀନରେ ଏଥିପାଇଁ ଚାକିରୀ ଦିଆଯାଏ । ଏହି ଚାକିରୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଗୋଟିଏ ରାତି ସେଠାରେ ଯାଇ ରହିବାକୁ ହୋଇଥାଏ ଏବଂ ପ୍ରମାଣ କରିବାକୁ ପଡିଥାଏ ଯେ ସେଠାରେ ସେମିତି କିଛି ନାହିଁ । ଶୁଣିକି ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଚୀନର ପ୍ରପର୍ଟି ବିଜନେସରେ ଏହା କିଛି ଅଜବ କଥା ନୁହେଁ । ଏଠାକାର ରିୟଲ ଇଷ୍ଟେଟ ଏଜେନ୍ସି ହଣ୍ଟେଡ ହାଉସ ଟେଷ୍ଟର୍ସ ଚାକିରୀ ପାଇଁ ଭଲ ଦରମା ମଧ୍ୟ ଦିଅନ୍ତି । ହଣ୍ଟେଡ କିମ୍ବା ଅଭିଶପ୍ତ ଜାଗା ବିକିବାକୁ ଏବଂ ଲୋକଙ୍କୁ ମନାଇବାକୁ ଏହି ଭୁତ ପ୍ରେତ ଘରେ ଶୋଇବାକୁ ଲୋକ ଖୋଜାଯାଏ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ରିପୋର୍ଟ ଅନୁଯାୟୀ, ହଣ୍ଟେଡ ହାଉସ ଟେଷ୍ଟର୍ସ ଚାକିରୀ ସହଜ ନୁହେଁ ।

 ଏମାନଙ୍କୁ ନିଜ ଜୀବନ ବିପଦରେ ପକାଇ ହଣ୍ଟେଡ ହାଉସରେ ରହିବାକୁ ପଡିଥାଏ ଯାହା ବର୍ଷ ବର୍ଷ ଧରି ଖାଲି ପଡିଥାଏ । ଏହିସବୁ ଜାଗା ବିଷୟରେ ଭୁତ ପ୍ରେତ କାହାଣୀ ଶୁଣିବା ପରେ ସେମାନଙ୍କୁ ପ୍ରମାଣ କରିବାକୁ ହୁଏ ଯେ ସେଠାରେ କିଛି ନାହିଁ । ଏହି ଚାକିରୀ ପାଇଁ ପ୍ରତି ମିନିଟ ହିସାବରେ ଦରମା ଦିଆଯାଏ । ଚୀନ ମୁଦ୍ରା ଅନୁସାରେ ଏକ ମିନିଟ ପାଇଁ ୧ ୟେନ ଦିଆଯାଏ ଅର୍ଥାତ ଘଣ୍ଟାଏ ପାଇଁ ୬୦ ୟେନ । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୦୦ ଟଙ୍କା । ଅର୍ଥାତ ଯଦି ଜଣେ ୨୪ ଘଣ୍ଟା ରହେ ତାହେଲେ ତାକୁ ୧୬ ହଜାର ୭୪୪ ଟଙ୍କା ମିଳିବ । ଅଧିକାଂଶ ସମୟରେ ବନ୍ଦ ପଡିଥିବା ଘରେ ଘର ମାଲିକ କିମ୍ବା ସମ୍ପତ୍ତି ନିବେଶକ ନିଜେ ଯିବାକୁ ଚାହିଁନଥାନ୍ତି । ସେମାନେ ହୋମ ଟେଷ୍ଟର୍ସ ଖୋଜିଥାନ୍ତି । ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଫେସନାଲ ଲୋକ ଖୋଜାଯାଏ ଯେଉଁମାନଙ୍କର ହଣ୍ଟେଡ ହାଉସରେ ରହିବାର ଅଭିଜ୍ଞତା ଥିବ । ହଣ୍ଟେଡ ହାଉସରେ ୨୪ ଘଣ୍ଟା ବିତାଇବା ପରେ, ସେ ଏକ ଭିଡିଓ ମାଧ୍ୟମରେ ନିଜ ନିଯୁକ୍ତି ଦାତାଙ୍କୁ ବିଶ୍ୱାସ କରାନ୍ତି ଯେ ସେଠାରେ ରହିବାରେ କୌଣସି ଅସୁବିଧା ନାହିଁ । ଅଧିକାଂଶ ଲୋକେ ଏହାକୁ ପାର୍ଟ ଟାଇମ୍ ଭାବେ କରିଥାନ୍ତି ।

Powered by Froala Editor

Tags Hunted house

Related articles Odisha News Lens 4.1

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15136
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14751
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14430
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14228
    Oct 08, 2026
  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି
    ଦେଶ-ଦେଶାନ୍ତର

    RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15205
    Oct 07, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15068
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13485
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15117
    Oct 08, 2026
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା
    ଦେଶ-ଦେଶାନ୍ତର

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14885
    Oct 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14803
    Oct 08, 2026
  • ଦେଶ-ଦେଶାନ୍ତର

    RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15205
    Oct 07, 2026
  • ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15136
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17159
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17851
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18226
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14398
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14502
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15516
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14190
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15927
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14430
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15164
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14012
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15391
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14228
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14803
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ କରନ୍ତୁ ଏହା

    14751
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In