Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ...

  • FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

  • ୫୩ ହଜାରରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ...

  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

  • ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ...

  • ମାସକରେ କମିଲାଣି ୨୧ ହଜାର ସୁନା

  • ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ ...

  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ ...

  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ...

  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କ୍ୟାବ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ଗୋଇଠା, ଚାପୁଡା ମାରିଲେ ଯୁବତୀ

କ୍ୟାବ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ଗୋଇଠା, ଚାପୁଡା ମାରିଲେ ଯୁବତୀ

2021-11-18 20:23:31
14775
Share:
Facebook
Twitter
E-Mail
WhatsApp
Telegram
କ୍ୟାବ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ଗୋଇଠା, ଚାପୁଡା ମାରିଲେ ଯୁବତୀ

ନିକଟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଯୁବତୀ କ୍ୟାବ ଡ୍ରାଇଭରଙ୍କୁ ମାଡ଼ ମାରୁଥିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏବେ ପୁଣି ଦେଶର ରାଜଧାନୀ ଦିଲ୍ଲୀରୁ ସମାନ ଚିତ୍ର ସାମ୍ନାକୁ ଆସିଛି । ଦିଲ୍ଲୀରେ ଜଣେ ଯୁବତୀ ସମ୍ପୃକ୍ତ ଡ୍ରାଇଭରଙ୍କୁ ପିଟିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପଟେଲ ନଗରରେ ଏହି ଘଟଣା ଘଟିଛି। ଏହି ଭିଡିଓଟିକୁ ଆଦିତ୍ୟ ସିଂ ନାମକ ଜଣେ ଯୁବକ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ। ଭିଡିଓଟିକୁ ଏ ପର୍ଯ୍ୟନ୍ତ ୬୦୦୦ ଲୋକେ ଦେଖିଲେଣି।

ଭାଇରାଲ୍‌ ଭିଡିଓରେ ଜଣେ ଯୁବତୀ ଡ୍ରାଇଭରଙ୍କୁ ଚାପୁଡ଼ା, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। କିନ୍ତୁ ମାଡ଼ ଖାଉଥିବା ଡ୍ରାଇଭର ଅସହାୟ ହୋଇ ଛିଡ଼ା ହୋଇଥିବା ବେଳେ କିଛି ପଥଚାରୀ ପାଖକୁ ଆସି ଯୁବତୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ସେତେବେଳେ କେହି ଜଣେ ଏହି ସମୟର ସମସ୍ତ ଦୃଶ୍ୟ ନିଜ ଫୋନ୍‌ରେ ରେକର୍ଡ କରିଥିଲେ । ଏହା ଦେଖିବା ପ‌ରେ ସମ୍ପୃକ୍ତ ଯୁବତୀ ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ଧମକ ଦେଇଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ିଛି। ଯୁବତୀ ଜଣଙ୍କ ଅନେକ ଲୋକଙ୍କ ଭିତରେ ଘେରି ହୋଇ ରହିଥିଲେ। ଏହି ସମୟରେ କିଛି ଲୋକ ବିଚ୍‌ ରାସ୍ତାରେ ହଙ୍ଗାମା ନକରିବାକୁ କହିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା। ପରେ ସ୍ଥାନୀୟ ଳୋକେ ଯୁବକ ଜଣଙ୍କୁ ଯୁବତୀଙ୍କ କବଳରୁ ଉଦ୍ଧାର କରିଥିଲେ।

ଯାହାକୁ ନେଇ ସୋଶାଲ ମିଡି୍ରଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଟ୍ୱିଟ୍ କରି ଦାବି କରିଛନ୍ତି ।

Powered by Froala Editor

Tags cab

Related articles Odisha News Lens 4.1

  • ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଧାରକାର୍ଡକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ?

    15491
    Nov 21, 2026
  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା
    ରାଜନୀତି

    ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

    15148
    Nov 20, 2026
  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

    14731
    Nov 21, 2026
  • ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ...
    ଦେଶ-ଦେଶାନ୍ତର

    ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ...

    14756
    Nov 21, 2026
  • ୫୩ ହଜାରରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା
    ଦେଶ-ଦେଶାନ୍ତର

    ୫୩ ହଜାରରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

    14508
    Nov 21, 2026
  • FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ
    ଦେଶ-ଦେଶାନ୍ତର

    FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

    14263
    Nov 21, 2026
  • ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଶିଳ୍ପସଂସ୍ଥାଗୁଡ଼ିକୁ ପରାମର୍ଶ
    ଦେଶ-ଦେଶାନ୍ତର

    ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଶିଳ୍ପସଂସ୍ଥାଗୁଡ଼ିକୁ ପରାମର୍ଶ

    14707
    Nov 21, 2026
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...
    ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...

    14029
    Nov 20, 2026
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା
    ରାଜନୀତି

    ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

    15195
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନ୍‌ଫ୍ଲୁଏନ୍ସରଙ୍କୁ ବିବାହ ପାଇଁ ଜିଦ୍‌, ପରିବାର ଓ ପଡ଼ୋଶୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ

    14756
    Nov 21, 2026
  • ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା

    14029
    Nov 20, 2026
  • ଦେଶ-ଦେଶାନ୍ତର

    FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

    14263
    Nov 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17298
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18001
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17955
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18370
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15413
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14817
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14442
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15786
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14566
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15538
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13901
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15732
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14355
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାସକରେ କମିଲାଣି ୨୧ ହଜାର ସୁନା

    15432
    Nov 21, 2026
  • ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ

    14731
    Nov 21, 2026
  • FBIର କ୍ରାଇମ୍ ଡାଟାବେସ୍‌ରେ ସାଇବର ଆକ୍ରମଣ

    14263
    Nov 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In