Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ...

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ...

  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ...

  • ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ...

ବିଶେଷ
Home ›› ବିଶେଷ ››କଦଳୀ ପତ୍ରରେ ଖାଇଲେ ଖାଦ୍ୟ ଲାଗିଥାଏ ଦ୍ଵିଗୁଣିତ ସୁସ୍ୱାଦୁ

କଦଳୀ ପତ୍ରରେ ଖାଇଲେ ଖାଦ୍ୟ ଲାଗିଥାଏ ଦ୍ଵିଗୁଣିତ ସୁସ୍ୱାଦୁ

2025-02-06 02:01:03
14923
Share:
Facebook
Twitter
E-Mail
WhatsApp
Telegram
କଦଳୀ ପତ୍ରରେ ଖାଇଲେ ଖାଦ୍ୟ ଲାଗିଥାଏ ଦ୍ଵିଗୁଣିତ ସୁସ୍ୱାଦୁ

ଆମ ଓଡ଼ିଆଙ୍କର ପରମ୍ପରା ରହିଥାଏ କୌଣସି ପୂଜା ପର୍ବରେ କଦଳୀ ପତ୍ରରେ ଖାଇବାର କାରଣ ଏହାକୁ ଶୁଭ ମନାଯାଇଥାଏ । ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏଥିରେ ଖାଇବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ ।

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ଏହାର ବ୍ୟବହାର କରାଯାଇଥାଏ। କଦଳୀ ଗଛ କେବଳ କାହିଁକି ଅନ୍ୟ କୌଣସି ଗଛ କାହିଁକି ବ୍ୟବହାର ହୋଇନଥାଏ। ତାହାଲେ ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଦ୍ୱନ୍ଦକୁ ଦୂର କରିବା।ହିନ୍ଦୁ ଧର୍ମରେ କଦଳୀ ବୃକ୍ଷକୁ ପବିତ୍ର ବୋଲି କୁହାଯାଇଥାଏ। ଏହିକାରଣରୁ କଦଳୀ ଗଛର ପୂଜା ମଧ୍ୟ କରାଯାଇଥାଏ। ଏଥିସହ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ କଦଳୀ ପତ୍ର ଏବଂ କଦଳୀ ବୃକ୍ଷର ପୂଜା କରାଯାଇଥାଏ।

କଦଳୀ ପତ୍ରରେ ଖାଇବା ବହୁ ପୁରାତନ ପରମ୍ପରା । ଏଥିରେ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କଦଳୀ ପତ୍ରରେ ଖାଇବା ଦ୍ୱାରା କେଉଁ ଫାଇଦା ମିଳିଥାଏ ।

ହଜମପ୍ରକ୍ରିୟା ଠିକ ରୁହେ:
କଦଳୀ ପତ୍ରରେ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ରୁହେ । କେବଳ ଏତିକି ନୁହେଁ ବରଂ ଏଥିରେ ପ୍ଲାଣ୍ଟ – ବେସଡ୍ କମ୍ପାଉଣ୍ଟ, ପଲିଫେନାଲ୍‌ସର ମାତ୍ରା ପୂର୍ଣ୍ଣ ଥାଏ । ଯାହା ନାଚୁରାଲ ଆଣ୍ଟି ଅକ୍ସିଡେଣ୍ଟଭଳି କାମ କରେ । ଏହା ଶରୀରକୁ ବିିଭିନ୍ନ ରୋଗରୁ ରକ୍ଷା କରିଥାଏ ।

କେମିକାଲ ଫ୍ରି ଆହାର:
ଏହି ପତ୍ରରେ ଖାଇବା ଦ୍ୱାରା ଆମ ଶରୀର ମଧ୍ୟରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ପ୍ରବେଶ କରିପାରିନଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ । କାରଣ ପ୍ଲାଷ୍ଟିକ ଆଦିରେ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ଏବଂ କ୍ୟାନସର ଭଳି ବଡ଼ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ସମସ୍ତେ କଦଳୀ ପତ୍ରରେ ଖାଦ୍ୟ ଖାଇବା ଆବଶ୍ୟକ । ଏହାଦ୍ୱାରା ଶରୀର ଆପଣଙ୍କର ସୁସ୍ଥ ରହିବ ।

ଖାଦ୍ୟ ସୁସ୍ୱାଦୁ ଲାଗିଥାଏ:
ଏହି ପତ୍ରରେ ଖାଇବା ଦ୍ୱାରା ଖାଦ୍ୟ ପାଟିକୁ ବେଶ ସୁସ୍ୱାଦୁ ଲାଗିଥାଏ । ଗରମ ଖାଦ୍ୟକୁ ଏଥିରେ ଖାଇବା ଦ୍ୱାରା ଶରୀର ପାଇଁ ବେଶ ଳାଭଦାୟକ ହୋଇଥାଏ ।

ଇକୋ ଫ୍ରେଣ୍ଡଲି ହୋଇଥାଏ:
ଏହି ପତ୍ରରେ ଖାଇବା ପରେ ଏହାକୁ ଫୋପାଡିଲେ ମାଟିରେ ଏହା ଭଲ ଭାବେ ମିଶି ଯାଇଥାଏ । ପର୍ଯ୍ୟାବରଣକୁ ଏହା ଖରାପ କରିନଥାଏ । ଏହା ହାଇଜେନିକ ହୋଇଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।

Powered by Froala Editor

Tags Life style

Related articles Odisha News Lens 4.1

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15504
    Sep 15, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13565
    Sep 15, 2025
  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’
    ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13757
    Sep 14, 2025
  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’
    ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14550
    Sep 14, 2025
  • ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ
    ମନୋରଞ୍ଜନ

    ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ

    14070
    Sep 14, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    14989
    Sep 14, 2025
  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ
    ଦେଶ-ଦେଶାନ୍ତର

    ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14854
    Sep 14, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14273
    Sep 15, 2025
  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14113
    Sep 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ

    14070
    Sep 14, 2025
  • ଦେଶ-ଦେଶାନ୍ତର

    ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14113
    Sep 14, 2025
  • ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14550
    Sep 14, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16727
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16827
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17187
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15644
    Apr 03, 2021

ବିଶେଷ

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13690
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14503
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15777
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15528
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14528
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14915
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14334
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15569
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15231
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13757
    Sep 14, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ପ୍ରଦାନ ଘୋଷଣା

    13565
    Sep 15, 2025
  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13527
    Sep 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In