Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ...

  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ...

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ...

  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ...

  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ...

  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

  • ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ...

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ...

  • ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ...

  • ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା

ମନୋରଞ୍ଜନ
Home ›› ମନୋରଞ୍ଜନ ››ପଞ୍ଚମବେଦ ର ନାଟକ " ଅବସର " ଦେବଗଡ଼ରେ ମଞ୍ଚସ୍ଥ

ପଞ୍ଚମବେଦ ର ନାଟକ " ଅବସର " ଦେବଗଡ଼ରେ ମଞ୍ଚସ୍ଥ

2024-12-14 13:37:17
16418
Share:
Facebook
Twitter
E-Mail
WhatsApp
Telegram
ପଞ୍ଚମବେଦ ର ନାଟକ

ଭୁବନେଶ୍ୱର ୧୪/୧୨/୨୪ :- ଗତ ଡ଼ିସେମ୍ବର ୧୨ ତାରିଖରେ ଜାଗରଣ ଇଣ୍ଟରନେସନାଲ,ଦେବଗଡ଼ ଦ୍ଵାରା ଆୟୋଜିତ ୨୦ ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ୨୦୨୪ ର ଦ୍ୟୁତୀୟ ସଂଧ୍ୟାରେ ଟାଉନ ହଲ୍,ଦେବଗଡ଼ ଠାରେ ଲୋକପ୍ରିୟ ନାତ୍ୟନୁଷ୍ଟାନ  ପଞ୍ଚମବେଦର ବହୁ ଚର୍ଚ୍ଚିତ ନାଟକ "ଅବସର" ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ପ୍ରଶଂସାଭାଜନ ହୋଇପାରିଛି ।


ଏହି ନାଟକ ଟି ସମ୍ପୁର୍ଣ୍ଣ ପାରିବାରିକ ହୋଇଥିବା ବେଳେ କାହାଣୀଟି ଆଜିକାଲି ପରିବାର ମଧ୍ୟରେ ଥିବା ବୟସ୍କ ବ୍ୟକ୍ତିଙ୍କୁ କିପରି ଅଣଦେଖା,ହତାଦାର କରାଯାଇଛି ତାହା ନାଟକ ମାଧ୍ୟମରେ ଦର୍ଶାଯାଇଛି ଏବଂ ତାର ପ୍ରତିକାର ସ୍ବରୂପ ବରିଷ୍ଠ ନାଗରିକ ମାନଙ୍କୁ ପରିବାରରେ ଓ ସମାଜରେ ଉପଯୁକ୍ତ ସମ୍ମାନ ଦେବାପାଇଁ ବାର୍ତ୍ତା ପ୍ରେରଣ କରାଯାଇଥିଲା।


ଏହି ନାଟକର ନାଟ୍ୟକାର ହର ବାରିକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ହରେନ୍ ସାହୁ ଦେଇଛନ୍ତି।ସେହିପରି ସଙ୍ଗୀତରେ ବିନୟ ଦାଶ,ସଂଯୋଜନା ଏବଂ ମୁଖ୍ୟ ବ୍ୟବସ୍ଥାପକ ଭାବେ ପ୍ରକାଶ ମହାରଣା,ଆଲୋକରେ ଜଗନ୍ ମାଝୀ,ମଞ୍ଚ ପ୍ରଶାନ୍ତ ସ୍ୱାଇଁ ଓ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ଗୌଡ଼(ବୁଲୁ ଭାଇ) ଏବଂ ଅଭିମନ୍ୟୁ ସେଠି। ବିଭିନ୍ନ ଭୂମିକାରେ ମୁକ୍ତିକାନ୍ତ ମହାପାତ୍ର,ନଟବର ଆଚାର୍ଯ୍ୟ,ରଘୁନାଥ ବେହେରା,ଜ୍ଞାନେନ୍ଦ୍ର ଶତପଥୀ,ମହେନ୍ଦ୍ର ଶତପଥୀ, ଦୀପକ ମହାପାତ୍ର,ବ୍ୟାସଦେବ ଚୌହାନ,ଅଭିମନ୍ୟୁ ସେଠି,ତାପସ ଦାଶ,ମମତା ମହାନ୍ତି,ଶ୍ବେତା ରଥ,ରାଜଲକ୍ଷ୍ମୀ ମିଶ୍ର ଓ ଶିଶୁ କଳାକାର ଅଭିମାନ ସାଇ ସ୍ୱରୂପ ଅଭିନୟ କରିଥିଲେ।

Powered by Froala Editor

Tags NATAK , Drama

Related articles Odisha News Lens 4.1

  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି
    ଦେଶ-ଦେଶାନ୍ତର

    ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13588
    Sep 26, 2026
  • ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ବ୍ୟବସାୟୀ
    ଦେଶ-ଦେଶାନ୍ତର

    ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ବ୍ୟବସାୟୀ

    13778
    Sep 25, 2026
  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...
    ଦେଶ-ଦେଶାନ୍ତର

    ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...

    13494
    Sep 25, 2026
  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...
    ଦେଶ-ଦେଶାନ୍ତର

    ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...

    14996
    Sep 26, 2026
  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...
    ଦେଶ-ଦେଶାନ୍ତର

    ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...

    13327
    Sep 26, 2026
  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14355
    Sep 26, 2026
  •  ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି
    ଦେଶ-ଦେଶାନ୍ତର

    ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି

    14722
    Sep 25, 2026
  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ
    ଦେଶ-ଦେଶାନ୍ତର

    ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

    14172
    Sep 26, 2026
  • ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା
    ଖେଳ ଖବର

    ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା

    14799
    Sep 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଖେଳ ଖବର

    ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା

    14799
    Sep 25, 2026
  • ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14355
    Sep 26, 2026
  • ଦେଶ-ଦେଶାନ୍ତର

    ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ବ୍ୟବସାୟୀ

    13778
    Sep 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17127
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17813
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17785
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18197
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15622
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15184
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14561
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14799
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16429
    Sep 09, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

ଭୁବନେଶ୍ୱର : କଳାହାଣ୍ଡିର ଯୁବକଯୁବତୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଏବଂ ସ୍ଥାୟୀ ଜୀବିକା ନିର୍ବାହ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହି ଆବଶ୍ୟକତାକୁ ପୂରଣ କରି, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଅଞ୍ଚଳର ଯୁ ...

  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14422
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15617
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15381
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14671
    Sep 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14355
    Sep 26, 2026
  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13588
    Sep 26, 2026
  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର

    15492
    Sep 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In