Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ...

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ

  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ...

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ...

  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ...

  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ...

  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ...

  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ...

  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ...

ଅପରାଧ
Home ›› ଅପରାଧ ››ପ୍ରେମିକାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ନେଇଗଲା ୨.୭୫ କୋଟି

ପ୍ରେମିକାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ନେଇଗଲା ୨.୭୫ କୋଟି

2024-12-07 17:06:56
22519
Share:
Facebook
Twitter
E-Mail
WhatsApp
Telegram
ପ୍ରେମିକାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ନେଇଗଲା ୨.୭୫ କୋଟି

ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରଫଟୋ ଭାଇରାଲ କରି ଦେବାର ଧମକ ଦେଇ ୨.୫୭ କୋଟି ଟଙ୍କା ନେଇଥିବା ଜଣେ ଯୁବଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ। ଅଭିଯୁକ୍ତଙ୍କ ନାଁ ମୋହନ କୁମାର (୨୨)। ଘଟଣାଟି ହେଉଛି ବେଙ୍ଗାଲୁରୁର। ପ୍ରେମିକାଙ୍କ ସହିତ ଅନ୍ତରଙ୍ଗ ହେବାର ଭିଡିଓକୁ ବ୍ୟବହାର କରି ପ୍ରେମିକ ଜଣକ ପ୍ରେମିକାଙ୍କଠାରୁ ଅଳଙ୍କାର, ଦାମୀ ଘଣ୍ଟା ଏବଂ ଏପରିକି ବିଳାସମୟ କାର ଆଦି ହାତେଇଥିବା ଅଭିଯୋଗ ହୋଇଛି। ଏପରି ଦୀର୍ଘ ମାସ ଚାଲିବା ପରେ ଶେଷରେ ପ୍ରେମିକ ଜଣକ ପୁଲିସ୍‌ ହାତରେ ଧରାପଡ଼ିଛି।

ଉଭୟ ଅଭିଯୁକ୍ତ ଓ ୨୦ ବର୍ଷୀୟା ଯୁବତୀ ଗୋଟିଏ ବୋର୍ଡିଂ ସ୍କୁଲରେ ପଢୁଥିଲେ। କିନ୍ତୁ ସ୍କୁଲ ପଢ଼ା ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ଆଉ ଯୋଗାଯୋଗ ନଥିଲା। ତା’ପରେ କିଛି ବର୍ଷ ହେବ ସେମାନେ ପୁଣି ସଂପର୍କରେ ଆସିଥିଲେ। ସେମାନେ ପରସ୍ପରକୁ ଡେଟ୍ କରୁଥିଲେ। ମୋହନ କୁମାର ତାଙ୍କୁ ବିବାହ ହେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ଆଉ ସୁଯୋଗ ଦେଖି ସେହି ସବୁ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଉତ୍ତୋଳନ କରି ପାଖରେ ରଖିଥିଲେ।

ସେମାନେ ଶାରୀରିକ ସଂପର୍କ ସ୍ଥାପନ କରିବା ବେଳେ ଯୁବକ ତାହାକୁ ଭିଡିଓ କରିଥିଲେ। ସେହି ଭିଡିଓ ସେ କେବଳ ନିଜ ଖୁସି ପାଇଁ କରୁଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାହାକୁ ବ୍ୟବହାର କରି ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ।

ଭିଡିଓ ଭାଇରାଲ ହୋଇଯିବା ଭୟରେ ଯୁବତୀ ଜଣଙ୍କ ତାଙ୍କୁ ପ୍ରଥମେ ୧.୨୫ କୋଟି ଟଙ୍କା ଦେଇଥିଲେ। ସେ ତାଙ୍କ ଜେଜେ ମା’ଙ୍କ ଆକାଉଣ୍ଟରୁ ଏହି ଟଙ୍କା ଅଭିଯୁକ୍ତ ମୋହନ କୁମାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରେ ସେ ନଗଦ ୧.୩୨ କୋଟି ଟଙ୍କା ଦେଇଥିଲେ। ଏତିକିରେ ଅଭିଯୁକ୍ତଙ୍କ ମନ ପୂରି ନଥିଲା। ତାଙ୍କ ଲୋଭ ବଢ଼ି ଯାଇଥିଲା। ସେ ଯୁବତୀଙ୍କୁ ବିଭିନ୍ନ ସମୟରେ ଦାମୀ କାର, ଘଣ୍ଟା ଓ ସୁନାଗହଣା ଦେବାକୁ ବାଧ୍ୟ କରୁଥିଲେ। ବ୍ଲାକମେଲ ଅସହ୍ୟ ହେବା ପରେ ଯୁବତୀ ଜଣଙ୍କ ବେଙ୍ଗାଲୁରୁ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

Powered by Froala Editor

Tags mohan

Related articles Odisha News Lens 4.1

  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ:  ଦୁଇ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ

    14469
    Sep 17, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ
    ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13978
    Sep 18, 2026
  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ
    ଦେଶ-ଦେଶାନ୍ତର

    ମାଓବାଦୀର ବଡ଼ ନେତାଙ୍କୁ ଗିରଫ

    14524
    Sep 18, 2026
  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ

    14434
    Sep 18, 2026
  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13567
    Sep 18, 2026
  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ
    ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15740
    Sep 18, 2026
  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14816
    Sep 18, 2026
  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା
    ଦେଶ-ଦେଶାନ୍ତର

    ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା

    13972
    Sep 17, 2026
  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା
    ଅପରାଧ

    ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14070
    Sep 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13567
    Sep 18, 2026
  • ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13978
    Sep 18, 2026
  • ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15740
    Sep 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17106
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17790
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17770
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18178
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13978
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14615
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16238
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14766
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14075
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15407
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15169
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14651
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14322
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା

    13972
    Sep 17, 2026
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

    15021
    Sep 18, 2026
  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14070
    Sep 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In