Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ ...

  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ...

  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ...

  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

  • ରାହୁଲ ଗାନ୍ଧୀଙ୍କ କାରକେଡ୍ ...

  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ...

  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ...

  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି ...

  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମନ କି ବାତ କାର୍ଯ୍ୟକ୍ରମ: ରାଜନୀତିକୁ ଆସିବାକୁ ଇଚ୍ଛୁକ ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ

ମନ କି ବାତ କାର୍ଯ୍ୟକ୍ରମ: ରାଜନୀତିକୁ ଆସିବାକୁ ଇଚ୍ଛୁକ ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ

2024-08-25 11:24:27
16178
Share:
Facebook
Twitter
E-Mail
WhatsApp
Telegram
ମନ କି ବାତ କାର୍ଯ୍ୟକ୍ରମ: ରାଜନୀତିକୁ ଆସିବାକୁ ଇଚ୍ଛୁକ ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ। ଆଜି ମନ କି ବାତର ୧୧୩ତମ ସଂସ୍କରଣରେ ମୋଦି ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ବର୍ତ୍ତମାନର ଯୁବକ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି ଏବଂ ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ରାଜନୈତିକ ପୃଷ୍ଠଭୂମି ନଥିବା ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛି। ଏହାକୁ ନେଇ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି।'ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗର ଅନେକ ଲୋକ ଆଗକୁ ଆସିଥିଲେ। ଯେଉଁମାନଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା। ଭାରତର ସ୍ୱାଧୀନତା ପାଇଁ ସେମାନେ ନିଜକୁ ବଳିଦାନ ଦେଇଥିଲେ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଆଜି ଆମକୁ ପୁଣି ଥରେ ସମାନ ଉତ୍ସାହର ଆବଶ୍ୟକତା ରହିଛି। ମୁଁ ମୋର ସମସ୍ତ ଯୁବବର୍ଗ ବନ୍ଧୁମାନଙ୍କୁ ନିଶ୍ଚିତ ଭାବେରେ ଏହି ଅଭିଯାନରେ ଯୋଗଦେବାକୁ କହିବି।'  

Powered by Froala Editor

Tags modi

Related articles Odisha News Lens 4.1

  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...
    ଦେଶ-ଦେଶାନ୍ତର

    ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...

    14290
    Oct 26, 2026
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ
    ଦେଶ-ଦେଶାନ୍ତର

    ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15443
    Oct 26, 2026
  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...
    ଦେଶ-ଦେଶାନ୍ତର

    ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...

    15336
    Oct 26, 2026
  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା
    ଖେଳ ଖବର

    ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

    14109
    Oct 26, 2026
  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା
    ବାଣିଜ୍ୟ

    ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15661
    Oct 26, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ  ସ୍ତନ କର୍କଟ ସଚେତନତା ମାସ ...
    ବାଣିଜ୍ୟ

    କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ...

    14729
    Oct 26, 2026
  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....
    ଦେଶ-ଦେଶାନ୍ତର

    ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....

    15581
    Oct 26, 2026
  • ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

    15392
    Oct 26, 2026
  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......
    ଦେଶ-ଦେଶାନ୍ତର

    'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14348
    Oct 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15443
    Oct 26, 2026
  • ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

    15392
    Oct 26, 2026
  • ବାଣିଜ୍ୟ

    ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15661
    Oct 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17222
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17915
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17861
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18284
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14291
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15719
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14861
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15593
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15754
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15661
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14271
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15122
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14817
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

    15392
    Oct 26, 2026
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15443
    Oct 26, 2026
  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14348
    Oct 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In