ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ବସ
ନେପାଳ: ନେପାଳରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଏକ ଯାତ୍ରୀବାହୀ ବସ ନଦୀକୁ ଖସିପଡ଼ିଛି । ଯେଉଁଥିରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ସବୁଠୁ ବଡ଼ କଥା ହେଉଛି ବସରେ ଥିବା ସମସ୍ତ ଯାତ୍ରୀ ଭାରତୀୟ ବୋଲି ପ୍ରାଥମିକ ସୂଚନା ମିଳିଛି ।
ବସଟି କାଠମାଣ୍ଡୁରୁ ପୋଖରା ଯାଉଥିଲା । ତେବେ କୌଣସି କାରଣରୁ ବସଟି ନେପାଳର ମାର୍ସାଙ୍ଗଗଡ଼ି ନଦୀକୁ ଖସି ପଡ଼ିଛି ।
Powered by Froala Editor