Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ବିଶେଷ
Home ›› ବିଶେଷ ››ବିବାହ ପାଇଁ ବ୍ରତ

ବିବାହ ପାଇଁ ବ୍ରତ

2024-08-17 11:59:36
15326
Share:
Facebook
Twitter
E-Mail
WhatsApp
Telegram
ବିବାହ ପାଇଁ ବ୍ରତ

ବାହା ବୟସ ଗଡ଼ିଗଲେ ପରିବାରରେ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି  । ଅନେକ ସମୟରେ ପୁଅ କିମ୍ବା ଝିଅର ବାହା ଯୋଗ ବା ରାଶି ଖୋଲିନଥାଏ  । କଥାରେ ଅଛି, ବାହାଘର ଉପରବାଲା ହିଁ ସ୍ଥିର କରନ୍ତି  । ବିବାହ ଯଦି ବହୁ ବିଳମ୍ବ ହେଉଥାଏ ତେବେ ଦ୍ୱାଦଶାଦିତ୍ୟ ବ୍ରତ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି  । ଆସନ୍ତୁ ଜାଣିବା ଏହି ବ୍ରତ କିଭଳି ହୋଇଥାଏ  ।

ଏହି ବ୍ରତ ବାରଗୋଟି ରବିବାର ପାଳନ କରାଯାଇଥାଏ । ଯେକୌଣସି ମାସର ଶୁକ୍ଳପକ୍ଷ ରବିବାରଠାରୁ ଆରମ୍ଭ କରାଯାଇଥାଏ । ଯେଉଁଦିନ ବାରଗୋଟି ରବିବାର ବ୍ରତ ଶେଷ ହୁଏ, ସେହିଦିନ ବ୍ରତର ସମାପନ କରାଯିବ । ଅଶୌଚ କିମ୍ବା ରବିବାରେ ଋତୁସ୍ନାନ ହେଲେ ତାହା ବନ୍ଦ କରାଯିବ ଓ ସେହି ରବିବାରକୁ ବାଦ ଦେଇ ତା ପର ରବିବାର ଠାରୁ ବ୍ରତ ଆରମ୍ଭ ହେବ । 

ଶନିବାର ଦିନ ପୁଷ୍ପ ଚନ୍ଦନ, ବରକୋଳି ପତ୍ର କ୍ଷୀର ତଥା ଚନ୍ଦନକୁ ବାଦ ଦେଇ ଅନ୍ୟ ସମସ୍ତ ଦ୍ରବ୍ୟ ସଂଗ୍ରହ କରିବାକୁ ହେବ । ଖୋଲା ଛାତ ଉପରେ ଏକାନ୍ତ ସ୍ଥାନ ନିଜ ବ୍ୟତୀତ ଅନ୍ୟମାନେ ରହିବେ ନାହିଁ । ଲୋକ ଅଜ୍ଞାତରେ ପୂଜା ସ୍ଥାନ ସ୍ଥିର କରିବାକୁ ହେବ । 

ଭୂମି ଉପରେ କଲେ ତାହାକୁ ଗୋମୟ ଦ୍ୱାରା ଲିପା ପୋଛା କରି ଶୁଦ୍ଧ ନିର୍ମଳ ପୂର୍ବକ ସୂର୍ଯ୍ୟୋଦୟ ହେବା ମାତ୍ରେ ଯେପରି ଆଖି ଆଗରେ ପ୍ରଥମେ ପଡ଼ିବ ସେହି ସ୍ଥାନ ଚୟନ କରିବେ । ଅରୁଣୋଦୟ ଆଗରୁ ବ୍ରତ ନିମନ୍ତେ ପ୍ରସ୍ତୁତ ହେବ । 

ବ୍ରତକାରିଣୀ ସୂର୍ଯ୍ୟୋଦୟ ଆଗରୁ ନିତ୍ୟକର୍ମାଦି ସ୍ନାନ ସାରି ହଳଦିଆ କିମ୍ବା ପଦ୍ମରଙ୍ଗର ବହିର୍ବାସ ତଥା ଅନ୍ତର୍ବାସ ପରିଦାନ କରିବେ । ଗଙ୍ଗଶିଉଳୀ କିମ୍ବା ଇଟିମଳା ଫୁଲର ଗଜରାକୁ ନିଜ ମଥାରେ ଲଗାଇବେ । ନିକଟରେ ଏକ ଡେ଼ଙ୍ଗା ଟେବୁଲ ଉପରେ ଗନ୍ଧ ପୁଷ୍ପ ଧୂପ ଦୀପ ସହ ନୈବେଦ୍ୟ ପ୍ରସ୍ତୁତ କରି ରଖିବେ ।  ଚନ୍ଦନ ସାଥିରେ କର୍ପୂର ମିଶାଇ ଗନ୍ଧ ପ୍ରସ୍ତୁତ କରିବେ । ପଦ୍ମ, ଗୋଲାପ, ମନ୍ଦାର, ଗଙ୍ଗଶିଉଳି, ଇଟିମରା, ଦୁବ, ବରକୋଳି ପତ୍ର, ହଳଦି ଚାଉଳ, ଗୁଆ, କୁଶ, ରାଶି, ୍‌ତମ୍ବାପାତ୍ର,ଗୁଗୁଳ ଧୂପ, ଗୋଘୃତ ବତି ବିଭିନ୍ନ ମିଷ୍ଟାନ ଦ୍ରବ୍ୟ ନୈବେଦ୍ୟ ନିମନ୍ତେ ଯୋଗାଡ଼ କରି ରଖିବେ ।

ନିଜେ ଠିଆହୋଇ ବ୍ରତଧାରୀଙ୍କୁ ପୂଜା କରିବାକୁ ପଡ଼ିବ  । ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ର ମଧ୍ୟ ରହିଛି  । 

Powered by Froala Editor

Tags Marriage

Related articles Odisha News Lens 4.1

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15262
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14946
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14873
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13689
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15311
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14431
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14603
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14996
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14980
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14996
    Oct 08, 2026
  • ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15311
    Oct 08, 2026
  • ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14980
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14422
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14528
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15539
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14212
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15949
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14603
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15327
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14013
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15394
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15315
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର

    14980
    Oct 08, 2026
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13689
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In