Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

ବିଶେଷ
Home ›› ବିଶେଷ ››ଫ୍ରିଜ୍ ଦ୍ଵାରା ହୋଇପାରେ ଏହି ବଡ କ୍ଷତି

ଫ୍ରିଜ୍ ଦ୍ଵାରା ହୋଇପାରେ ଏହି ବଡ କ୍ଷତି

2024-07-31 06:36:48
14509
Share:
Facebook
Twitter
E-Mail
WhatsApp
Telegram
ଫ୍ରିଜ୍ ଦ୍ଵାରା ହୋଇପାରେ ଏହି ବଡ କ୍ଷତି

ଫ୍ରିଜ୍ ବର୍ତ୍ତମାନ ସମୟରେ ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଘରୋଇ ଉପକରଣ ପାଲଟିଛି। ପ୍ରାୟ ସମସ୍ତଙ୍କ ଘରେ ଏହା ନିଶ୍ଚିତ ରୂପେ ଥିବ। ବିଶେଷକରି ଖରାଦିନେ ଏହାର ବହୁଳ ବ୍ୟବହାର ହୋଇଥାଏ। ଏହାକୁ ବ୍ୟବହାର କରି ଆପଣ ଥଣ୍ଡା ପାଣି ପିଇପାରିବେ ଏବଂ ଆପଣଙ୍କ ଖାଦ୍ୟ ସାମଗ୍ରୀକୁ ମଧ୍ୟ ଦୀର୍ଘ ସମୟ ପର୍ୟ୍ୟନ୍ତ ସୁରକ୍ଷିତ ରଖିପାରିବେ। ଫ୍ରିଜ୍ ହେଉଛି ଏକମାତ୍ର ବୈଦ୍ୟୁତିକ ଉପକରଣ ଯାହା କ୍ୱଚିତ୍ ସମୟ ପାଇଁ ବନ୍ଦ ହୋଇଥାଏ। କାରଣ ଫ୍ରିଜ୍‌ ଦିନରାତି ବ୍ୟବହାର ହୋଇଥାଏ। ତେବେ ଆପଣ ଜାଣି ରଖିବା ଉଚିତ ଯେ ଏହାଦ୍ଵାରା ଆପଣଙ୍କର ବଡ଼ କ୍ଷତି ହୋଇପାରେ। ଏପରିକି କାହାର ଜୀବନ ମଧ୍ୟ ଚାଲିଯାଇପାରେ।

ଫ୍ରିଜ୍‌ ଅବିରତ ଚାଲୁଥିବା କାରଣରୁ ଏହାର କଂପ୍ରେସର ବିଶ୍ରାମ ପାଏ ନାହିଁ। ଏହି କାରଣରୁ ଫ୍ରିଜ୍ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏପରି କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଫ୍ରିଜ୍ ଫାଟିବା ପୂର୍ବରୁ ଅନେକ ପ୍ରକାରର ସଙ୍କେତ ଦେଇଥାଏ, ଯାହାକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କେତଗୁଡ଼ିକୁ ଅଣଦେଖା କରିବା ପ୍ରାଣଘାତୀ ମଧ୍ୟ ହୋଇପାରେ।
ଫ୍ରିଜ୍‌ ଫାଟିବା ପୂର୍ବରୁ ଏହାର କଂପ୍ରେସର ଅତ୍ୟଧିକ ଗରମ ହେବାକୁ ଲାଗେ। ବାସ୍ତବରେ ସମଗ୍ର ଫ୍ରିଜ୍ ଫାଟି ନଥାଏ ବରଂ କଂପ୍ରେସର ଅଂଶ ଫାଟିଥାଏ। ଯଦି ଆପଣ ଏଥିପ୍ରତି ଧ୍ୟାନ ଦେବେ ନାହିଁ, ତେବେ ଆପଣଙ୍କ ଫ୍ରିଜ୍‌ର କଂପ୍ରେସର ଫାଟିପାରେ। ସାଧାରଣତଃ ପୁରୁଣା ଫ୍ରିଜ୍‌ରେ ଏଭଳି ସମସ୍ୟା ଦେଖାଦିଏ। ଯଦି ଆପଣଙ୍କର ମଧ୍ୟ ପୁରୁଣା  ଫ୍ରିଜ୍ ଏବଂ ଏହା ଗରମ ହେଉଛି ତେବେ ଆପଣ ସତର୍କ ରହିବା ଆବଶ୍ୟକ।

ଏପରି ଘଟଣା ସାଧାରଣ ନୁହେଁ। ଫ୍ରିଜ୍ ଏତେ ସହଜରେ ଫାଟେ ନାହିଁ। ଯଦି ଆପଣଙ୍କ ଫ୍ରିଜ୍ ୧୦ ବର୍ଷରୁ ଅଧିକ ପୁରୁଣା ଏବଂ ଏହାକୁ ବ୍ୟବହାର କରାଯାଉଛି, ତେବେ ସତର୍କ ରହିବା ଆବଶ୍ୟକ। ଫ୍ରିଜ୍ ଯେତେ ପୁରୁଣା ହୁଏ, ଏହାର ଫାଟିବାର ଆଶଙ୍କା ସେତେ ବଢିଥାଏ। ପୁରୁଣା ଫ୍ରିଜ୍ ପ୍ରତି ଆପଣ ଅଧିକ ସତର୍କ ରହିବା ଆବଶ୍ୟକ।

Powered by Froala Editor

Tags Freeze

Related articles Odisha News Lens 4.1

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13819
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13670
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14675
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15490
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13507
    Aug 26, 2026
  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13515
    Aug 26, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14197
    Aug 26, 2026
  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା
    ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14865
    Aug 26, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....
    ବିଶେଷ

    ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14087
    Aug 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13670
    Aug 26, 2026
  • ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14865
    Aug 26, 2026
  • ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13507
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17053
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17685
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17727
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18123
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14087
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13670
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15239
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15598
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16129
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14449
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15978
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14013
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14277
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13670
    Aug 26, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14197
    Aug 26, 2026
  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ଟଙ୍କା

    13515
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In