Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ...

  • ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ...

  • କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ...

  • ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ...

  • ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ...

  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ...

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ...

  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ...

  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ...

ବିଶେଷ
Home ›› ବିଶେଷ ›› ଓଲାକୁ ବାଟ ଦେଖାଇବ ଓଲା ମ୍ୟାପ

ଓଲାକୁ ବାଟ ଦେଖାଇବ ଓଲା ମ୍ୟାପ

2024-07-10 11:06:19
14716
Share:
Facebook
Twitter
E-Mail
WhatsApp
Telegram
 ଓଲାକୁ ବାଟ ଦେଖାଇବ ଓଲା ମ୍ୟାପ

ଆଉ ଓଲାକୁ ବାଟ ଦେଖାଇବନି ଗୁଗୁଲ ମ୍ୟାପ୍ । ଅନଲାଇନ କ୍ୟାବ ଯୋଗାଣକାରୀ ସଂସ୍ଥା ଓଲା କ୍ୟାବସ ନିଜ ବ୍ୟବସାୟରେ ଗୁଗୁଲ ମ୍ୟାପ ବ୍ୟବହାର ବନ୍ଦ କରିଛି । କମ୍ପାନୀ ଏବେ ଗୁଗୁଲ ମ୍ୟାପ୍ସ ପରିବର୍ତ୍ତେ ନିଜସ୍ୱ ଓଲା ମ୍ୟାପ ବ୍ୟବହାର କରିବ ।ଏନେଇ ଓଲା ସିଇଓ ଭାବିସ ଅଗ୍ରଓ୍ବାଲ ଘୋଷଣା କରିଛନ୍ତି । ବାର୍ଷିକ ଗୁଗୁଲ ମାପ୍ସ ଯୋଗୁଁ ଓଲା ୧୦୦ କୋଟି ଖର୍ଚ୍ଚ କରୁଥିବା ବେଳେ ଏବେ ବର୍ଷକୁ ୧୦୦ କୋଟି ଟଙ୍କାର ଲାଭ ହେବାକୁ ଯାଉଛି । ତେବେ ଏହାପୂର୍ବରୁ ଓଲା ମାଇକ୍ରୋସପ୍ଟର ଆଜ୍ୟୁର ପ୍ଲାଟଫର୍ମ ବ୍ୟବହାରକୁ ମଧ୍ୟ ବନ୍ଦ କରିଥିଲା ।

ଏନେଇ ଓଲା ସହ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଭାବିଶ ଅଗ୍ରଓ୍ୱାଲ ଟ୍ୱିଟ କରିଛନ୍ତି ଲେଖିଛନ୍ତି, " ଗତ ମାସରେ ଆଜ୍ୟୁର ବନ୍ଦ କରିବା ପରେ ଏବେ ଆମେ ଗୁଗୁଲ ମ୍ୟାପ୍ସର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛୁ । ଚଳିତ ମାସ ଠାରୁ ଆମ ନିଜସ୍ୱ ଆପ ଓଲା ବ୍ୟବହାର କରିବା ପରେ ଏକ୍ଷେତ୍ରରେ ଆଉ କୌଣସି ଖର୍ଚ୍ଚ ଦେବାକୁ ପଡିବନି । ଗୁଗୁଲ ମ୍ୟାପ୍ସ ଉପରେ ଆମେ ବାର୍ଷିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । କିଛି ଅପଡେଟ ପାଇବାର ଆବଶ୍ୟକତା ଥିଲେ ଓଲା ଆପର ଯାଞ୍ଚ କରନ୍ତୁ ।"

ଦେଶରେ ଅନଲାଇନ କ୍ୟାବ୍ ଯୋଗାଣକାରୀ ସଂସ୍ଥା ମଧ୍ୟରେ ଓଲା ବେଶ ଲୋକପ୍ରିୟ । ଓଲା ବାଇକ, କାର, ଅଟୋରେ ଗମନାଗମନ ସୁବିଧା ଯୋଗାଇଥାଏ । ତେବେ ସାଧାରଣ ଲୋକେ ଗୁଗୁଲ ମ୍ୟାପ୍ସକୁ ମାଗଣାରେ ବ୍ୟବହାର କରିପାରିବେ କିନ୍ତୁ ଓଲା ଭଳି କମ୍ପାନୀମାନେ ଗୁଗୁଲ ମ୍ୟାପ୍ସର ଆପ୍ଲିକେସନ ପ୍ରୋଗ୍ରାମିଙ୍ଗ ଇଣ୍ଟରଫେସର ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡିଥାଏ । ତେବେ ବର୍ତ୍ତମାନ ଓଲା ନିଜର ମ୍ୟାପ ଆପ୍ସ ବ୍ୟବହାର କରିବାକୁ ନିଷ୍ପତି ନେଇଛି । କିନ୍ତୁ ଏହା ଗ୍ରାହକଙ୍କୁ କେତେ ଭରସା ଯୋଗାଇବ ତାହା ଆଗକୁ ଜଣାପଡିବ ।

Powered by Froala Editor

Tags Ola

Related articles Odisha News Lens 4.1

  • ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦଘାତ
    ଦେଶ-ଦେଶାନ୍ତର

    ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦଘାତ

    13415
    Nov 02, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14102
    Nov 01, 2026
  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ
    ଦେଶ-ଦେଶାନ୍ତର

    ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ

    15177
    Nov 01, 2026
  • ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ହତ୍ୟା
    ଦେଶ-ଦେଶାନ୍ତର

    ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ହତ୍ୟା

    13588
    Nov 02, 2026
  • ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍
    ଦେଶ-ଦେଶାନ୍ତର

    ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍

    14816
    Nov 02, 2026
  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ
    ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    14104
    Nov 01, 2026
  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15430
    Nov 01, 2026
  • ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ
    ଦେଶ-ଦେଶାନ୍ତର

    ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ

    13328
    Nov 02, 2026
  • କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଇଡି ଚଢ଼ାଉ
    ଦେଶ-ଦେଶାନ୍ତର

    କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଇଡି ଚଢ଼ାଉ

    14778
    Nov 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ହତ୍ୟା

    13588
    Nov 02, 2026
  • ଦେଶ-ଦେଶାନ୍ତର

    ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ

    13328
    Nov 02, 2026
  • ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15468
    Nov 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17245
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17944
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17886
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18308
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14639
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15745
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14916
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16111
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15041
    Oct 25, 2026

ବାଣିଜ୍ୟ

୨୦ ପ୍ରତିଶତ ଶସ୍ତା ହେଲା ସୁନା

ଧନତେରସରେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। ୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା। ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।

ଜାନୁଆରୀର ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15730
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14015
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13764
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15178
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15468
    Nov 01, 2026
  • ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ

    13328
    Nov 02, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14102
    Nov 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In