Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ...

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ...

  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ...

ବିଶେଷ
Home ›› ବିଶେଷ ››ଗ୍ରୀଷ୍ମ ଋତୁରେ ପୁରୁଷମାନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ଗ୍ରୀଷ୍ମ ଋତୁରେ ପୁରୁଷମାନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

2024-04-16 02:22:49
15852
Share:
Facebook
Twitter
E-Mail
WhatsApp
Telegram
ଗ୍ରୀଷ୍ମ ଋତୁରେ ପୁରୁଷମାନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ପ୍ରବଳ ଗ୍ରୀଷ୍ମ ପ୍ରବାହରେ କେବଳ ମହିଳାଙ୍କ ତ୍ୱଚା ନଷ୍ଟ ହୋଇନଥାଏ ବରଂ ପୁରୁଷଙ୍କ ତ୍ୱଚାରେ ମଧ୍ୟ ସୂର୍ୟ୍ୟକିରଣ ପଡିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଅଧିକାଂଶ ପୁରୁଷମାନେ ଭାବନ୍ତି ଯେ ସେମାନଙ୍କୁ ତ୍ୱଚାର ଯତ୍ନ ନେବା ଆବଶ୍ୟକତା ନାହିଁ। କିନ୍ତୁ ଏହା ଭୁଲ। ସମସ୍ତଙ୍କ ତ୍ୱଚାରେ ସୂର୍ୟ୍ୟକିରଣ ସମାନ କ୍ଷତି କରିଥାଏ। ପୁରୁଷମାନେ କାମ କରିବାକୁ ଖରା, ବର୍ଷା, ଶୀତ ସବୁବେଳେ ବାହାରକୁ ଯାଇଥାନ୍ତି। ସେମାନଙ୍କ ତ୍ୱଚାରେ ସିଧାସଳଖ ସୂର୍ୟ୍ୟକିରଣ ପଡିବାରୁ ଅନେକ ପ୍ରକାର ଚର୍ମ ରୋଗ ଦେଖା ଦେଇଥାଏ। ପୁରୁଷମାନେ ଖରାରେ ଅଧିକ ସମୟ ବାହାରେ କାମ କରୁଥିବାରୁ ଗ୍ରୀଷ୍ମ ଋତୁରେ ନିଜ ତ୍ୱଚାର ବିଶେଷ ଧ୍ୟାନ ନେବା ଜରୁରୀ।

ପୁରୁଷମାନେ କିପରି ତ୍ୱଚାର ଯତ୍ନ ନେବେ?
୧ ଦିନକୁ ଦୁଇରୁ ତିନି ଥର ନିଜର ତ୍ୱଚାକୁ ଭଲ ଭାବରେ ସଫା ପାଣିରେ ପରିସ୍କାର କରନ୍ତୁ। ଏହାଦ୍ୱାରା ତ୍ୱଚାର ଫାଙ୍କା ସ୍ଥାନରେ ବସିଥିବା ମଇଳାକୁ ସଫା କରିବ। କେମିକାଲ ଯୁକ୍ତ ସାବୁନ ବ୍ୟବହାର କରିବା ବନ୍ଦ କରନ୍ତୁ ନଚେତ ତ୍ୱଚା ବହୁତ ଶୁଷ୍କ ପଡିଯିବ।

୨ ମହିଳାଙ୍କ ପରି ପୁରୁଷମାନେ ମଧ୍ୟ ଟୋନର ବ୍ୟବହାର କରିବା ଉଚିତ। ପୁରୁଷଙ୍କ ତ୍ୱଚା ବହୁତ ଟାଣ ଏବଂ ମୋଟା ହୋଇଥିବାରୁ ଟୋନର ଲଗାଇବା ଆବଶ୍ୟକ। ଏହାଦ୍ୱାରା ତ୍ୱଚାରେ ଜମିଥିବା ମଇଳା ସଫା ହୋଇଯିବ। ଏହାସହିତ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ମଧ୍ୟ ତ୍ୱଚାର ଯତ୍ନ ନେଇପାରିବେ।
୩ ଯଦି ଆପଣ କିଛି ମଶ୍ଚରାଇଜର ବ୍ୟବହାର କରନ୍ତି ନାହିଁ ତେବେ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ରଖେ। ଚର୍ମ ଶୁଷ୍କ ହୁଏ ନାହିଁ କିମ୍ବା କୁଞ୍ଚନକୁ ରୋକାଯାଇପାରିବ। ଏକ ଭଲ ଗୁଣବତ୍ତା ହାଲୁକା ମଶ୍ଚରାଇଜର ପ୍ରୟୋଗ ନିଶ୍ଚିତ କରନ୍ତୁ। ଦାଗ, ବ୍ରଣ, ଶୁଷ୍କତା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

୪ ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଉଛନ୍ତି ସନ୍‌‌ ସ୍କ୍ରିନ୍‌‌ ଲୋସନ୍‌‌ ନିଶ୍ଚିତ ଲଗାନ୍ତୁ। ଏହା ଆପଣଙ୍କ ତ୍ୱଚାରେ ସୂର୍ୟ୍ୟକିରଣର ପ୍ରଭାବକୁ ରୋକିବା ସହ ଚମକ ଆଣିବାରେ ସାହାଯ୍ୟ କରିବ।

୫ ଖରାରେ ଅଧିକ ଯିବା ଆସିବା କରୁଥିଲେ ସପ୍ତାହକୁ ଥରେ ସ୍କ୍ରବ୍‌‌ ମଧ୍ୟ ବ୍ୟବହାର କରିବା ଲାଭଦାୟକ ହେବ। ଏହାଦ୍ୱାରା ତ୍ୱଚାରେ ପଡିଥିବା ଦାଗ ଏବଂ ମଇଳା ଭଲ ଭାବରେ ସଫା ହୋଇଯିବ। ତ୍ୱଚାରେ ଥିବା ମୃତ କୋଷଗୁଡିକ ମଧ୍ୟ ସ୍କ୍ରବ୍‌‌ ଦ୍ୱାରା ବାହାରି ଆସିଥାଏ। ଆପଣଙ୍କ ତ୍ୱଚା ମଧ୍ୟ ବହୁତ ପରିସ୍କାର ଦେଖାଯିବ।

୬ ଗ୍ରୀଷ୍ମ ଋତୁରେ ପ୍ରତିଦିନ ପୁରୁଷମାନେ ଦାଢି କାଟିବାଠାରୁ ଦୂରେଇ ରୁହନ୍ତୁ। ଏହି କାରଣରୁ ଚର୍ମ ଅତ୍ୟଧିକ ନିଷ୍କ୍ରିୟ ହୋଇଯାଏ। ସେଭିଙ୍ଗ୍‌‌ ଚର୍ମକୁ ସଫା ରଖେ, ଯେଉଁଥିପାଇଁ ସୂର୍ୟ୍ୟକିରଣର ପ୍ରଭାବ ସିଧାସଳଖ ତ୍ୱଚାରେ ପଡିଥାଏ। ଏଭଳି ପରିସ୍ଥିତିରେ ହାଲୁକା ଦାଢି ରଖିବା ଭଲ। ଦାଢି କାଟିବା ପରେ ନିଶ୍ଚତଭାବରେ କିଛି ମଶ୍ଚରାଇଜର କ୍ରିମ୍‌‌ ଲଗାନ୍ତୁ।

Powered by Froala Editor

Tags Skin care

Related articles Odisha News Lens 4.1

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’
    ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13821
    Sep 14, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13643
    Sep 15, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15567
    Sep 15, 2025
  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ
    ଦେଶ-ଦେଶାନ୍ତର

    ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13591
    Sep 14, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14351
    Sep 15, 2025
  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14177
    Sep 14, 2025
  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’
    ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14614
    Sep 14, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ
    ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14435
    Sep 15, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15053
    Sep 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14918
    Sep 14, 2025
  • ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15053
    Sep 14, 2025
  • ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14614
    Sep 14, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16727
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16827
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17187
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15644
    Apr 03, 2021

ବିଶେଷ

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14435
    Sep 15, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13752
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14511
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15784
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15535
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14915
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14334
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15570
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15231
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15053
    Sep 14, 2025
  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14918
    Sep 14, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15567
    Sep 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In