Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ...

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ ...

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ...

  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ...

  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ବିଶେଷ
Home ›› ବିଶେଷ ››ବଦଳାନ୍ତୁ ପିଲାଙ୍କ ଏହି ଖରାପ ଅଭ୍ୟାସ

ବଦଳାନ୍ତୁ ପିଲାଙ୍କ ଏହି ଖରାପ ଅଭ୍ୟାସ

2024-04-03 05:10:45
14664
Share:
Facebook
Twitter
E-Mail
WhatsApp
Telegram
ବଦଳାନ୍ତୁ ପିଲାଙ୍କ ଏହି ଖରାପ ଅଭ୍ୟାସ

ଆଜିକାଲିର ପିଲାମାନଙ୍କଠାରେ ଅନେକ ଖରାପ ଅଭ୍ୟାସ ଦେଖିବାକୁ ମିଳୁଛି । ପିଲାମାନଙ୍କର ଅଭ୍ୟାସ ସେମାନଙ୍କର ବ୍ୟକ୍ତିତ୍ୱ, ଚିନ୍ତାଧାରା ଏବଂ ବ୍ୟବହାର ଉପରେ ପ୍ରଭାବ ପକାଏ । ନିୟମିତ ଅଧ୍ୟୟନ, ସୁସ୍ଥ ଖାଦ୍ୟ ଖାଇବା, ଠିକ୍‍ ସମୟରେ ଶୋଇବା ଭଳି ସକରାତ୍ମକ ଅଭ୍ୟାସ ସେମାନଙ୍କୁ ଅଧିକ ସଫଳ ଏବଂ ସନ୍ତୁଳିତ କରିଥାଏ । ସୁସ୍ଥ ଓ ସକରାତ୍ମକ ବିକାଶ ପାଇଁ ଏସବୁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଅଧିକ ସମୟ ଟିଭି ଦେଖିବା, ଜଙ୍କ ଫୁଡ ଖାଇବା ଏବଂ ନିୟମିତ ବ୍ୟାୟମ ନକରିବା ଭଳି ନକରାତ୍ମକ ଅଭ୍ୟାସ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଶରୀରର ବିକାଶ ଉପରେ ଖରାପ ପ୍ରଭାବ ପକାଇପାରେ । ଏହି ଅଭ୍ୟାସ ସେମାନଙ୍କୁ ଅସ୍ୱାସ୍ଥ୍ୟକର ଏବଂ ଅକ୍ଷମ କରିପାରେ । ପିଲାଙ୍କୁ ସଠିକ୍‍ ଦିଗରେ ମାର୍ଗଦର୍ଶନ କରିବା ପିତାମାତାଙ୍କ କର୍ତ୍ତବ୍ୟ । ପ୍ରେରଣାଦାୟକ ଏବଂ ସକରାତ୍ମକ ଅଭ୍ୟାସ ସେମାନଙ୍କୁ ଭଲ ନାଗରିକ ଭାବେ ଗଢିବାରେ ସହାୟକ ହୋଇଥାଏ । 

ଜିଦି କରିବା: ଯଦି ଆପଣଙ୍କ ପିଲା ଅତ୍ୟଧିକ ଭାବେ ଜିଦି କରୁଛି ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ । ସେମାନେ ଯାହା ଚାହୁଁଛନ୍ତି ସର୍ବଦା ତାହା ମିଳିବ ନାହିଁ ବୋଲି ବୁଝାନ୍ତୁ ।

ମିଛ କହିବା: ଯଦି ପିଲାଟି କୌଣସି କଥାରେ ମିଥ୍ୟା କହୁଛି ତେବେ ଏହା ଭୁଲ । ମିଥ୍ୟା କହିବା ପରେ ଯଦି ଏହାକୁ ସ୍ୱୀକାର କରୁଛି ତେବେ ଭଲ କଥା । ନଚେତ ମିଥ୍ୟା କହିବା ଭଲ ନୁହେଁ ବୋଲି ପିତାମାତା ମାନେ ପିଲାଙ୍କୁ ଶିଖାଇବା ଦରକାର ।

କ୍ରୋଧିତ ହେବା: ଯଦି ପିଲାମାନେ କ୍ରୋଧିତ ହୋଇ ଆପଣଙ୍କ ଠାରୁ ସେ ଚାହୁଁଥିବା ଜିନିଷ ଆଦାୟ କରୁଛନ୍ତି, ତେବେ ସେମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଶିଖନ୍ତି । ସେମାନଙ୍କୁ ଶାନ୍ତ ରହିବାକୁ ଏବଂ କଥାବାର୍ତ୍ତା ଭଲ କରିବାକୁ ଶିଖାଇବା ଜରୁରୀ ।

ନିଜ କାମ ନକରିବା: ପିଲାମାନେ ଯଦି ନିଜର କାମକୁ ସଠିକ୍‍ ଭାବେ କରୁନାହାଁନ୍ତି ତେବେ ଦାୟିତ୍ୱ ସମ୍ପର୍ଣ୍ଣ ହୋଇପାରିବେ ନାହିଁ । ଠିକ୍‍ ସମୟରେ ଠିକ୍‍ କାମ କରିବା ଶିକ୍ଷ୍ୟା ଦିଅନ୍ତୁ ।

ଅନ୍ୟକୁ ଅପମାନ କରିବା: ପିଲାମାନେ ଅନ୍ୟମାନଙ୍କର ଅପମାନ କରନ୍ତି, ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ଏହା ଗ୍ରହଣୀୟ ନୁହେଁ, ନିଜ ଠାରୁ ବଡମାନଙ୍କ ପ୍ରତି ସମ୍ମାନ ଓ ସାନ ମାନଙ୍କୁ ସ୍ନେହ କରିବା ଭଳି ବ୍ୟବହାର ନିଶ୍ଚିନ୍ତ ଶିଖାନ୍ତୁ ।
ବିନା ଅନୁମତିରେ ଜିନିଷ ନେବା: ଯଦି ପିଲାମାନେ ବିନା ଅନୁମତିରେ କିଛି ଜିନିଷ ନିଅନ୍ତି, ତେବେ ତାହାକୁ ଚୋରି ବୋଲି କୁହାଯାଏ । ଅନ୍ୟର ଜିନିଷ ନେବା ଖରାପ ଅଭ୍ୟାସ ଏପରି ନକରିବାକୁ କୁହନ୍ତୁ । ଅନ୍ୟମାନଙ୍କ ଜିନିଷକୁ ସମ୍ମାନ କରିବାକୁ ଶିଖାନ୍ତୁ ।
ପିତାମାତାଙ୍କୁ ଅସମ୍ମାନ: ଯଦି ପିଲାମାନେ ସେମାନଙ୍କ ପିତାମାତାଙ୍କୁ ଅସମ୍ମାନ କରନ୍ତି । ତେବେ କଦାପି ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ଶିକ୍ଷା ଦେବା ଜରୁରୀ । ପାତାମିତାଙ୍କୁ ସମ୍ମାନ କରିବା ଏବଂ ପ୍ରତିଦିନ ପ୍ରାତଃକାଳରେ ପ୍ରଣାମ କରିବା ଜରୁରୀ ବୋଲି ଶିଖାନ୍ତୁ ।

ମିଥ୍ୟା ବାହାନା କରିବା: ଯଦି ପିଲାମାନେ ମିଥ୍ୟା ବାହାନା କରନ୍ତି, ତେବେ ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ଏହା ଗ୍ରହଣୀୟ ନୁହେଁ । ସେମାନଙ୍କୁ ସତ୍ୟ କହିବା ଏବଂ ଜୀବନରେ ଦାୟିତ୍ୱ ଗ୍ରହଣ କରିବାର ଗୁରୁତ୍ୱ ଶିଖାନ୍ତୁ ।

ଅତ୍ୟଧିକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର: ଯଦି ପିଲାମାନେ ଅତ୍ୟଧିକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରନ୍ତି, ସେମାନେ ସାମାଜିକ ଭାବରେ ଅଜବ ବ୍ୟବହାର ଏବଂ ଏକାକୀ ହୋଇପାରନ୍ତି । ସେମାନଙ୍କୁ ବାହାରେ ଖେଳିବାକୁ ଏବଂ ଅନ୍ୟ ପିଲାମାନଙ୍କ ସହିତ ମିଶିବାକୁ ପ୍ରୟାସ କରନ୍ତୁ । ଖାସ କରି ପିଲାମାନଙ୍କୁ ମୋବାଇଲ ଫୋନ ବ୍ୟବହାର କରିବା ବନ୍ଦ କରାନ୍ତୁ ।

ଅତ୍ୟଧିକ ଭାବେ ପ୍ରତି ଜିନିଷ ମାଗିବା: ଯଦି ପିଲାମାନେ ଅଧିକ ଆବଶ୍ୟକ କରନ୍ତି, ସେମାନେ କଦାପି ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ସେମାନେ ଯାହା ଚାହାଁନ୍ତି ତାହା ସର୍ବଦା ପାଇପାରିବେ ନାହିଁ ଏବଂ ଯାହା ପାଇଲେ ସେଥିପାଇଁ ସେମାନେ କୃତଜ୍ଞ ହେବା ଉଚିତ୍ ।

ପ୍ରତ୍ୟେକ ପିଲା ଅଲଗା ଏବଂ ବିଭିନ୍ନ ଉପାୟରେ ଶିଖନ୍ତି । ଏହି ଅଭ୍ୟାସ ଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଧର୍ୟ୍ୟ ଏବଂ ନିଷ୍ଠା ଆବଶ୍ୟକ । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ ପ୍ରେମ ଏବଂ ସମ୍ମାନ ସହିତ ମିଶିବା ଉଚିତ ଏବଂ ସେମାନଙ୍କୁ କେଉଁଟା ଭଲ, କେଉଁଟା ଖରାପ ଏବଂ ଭୁଲର ପାର୍ଥକ୍ୟ ଶିଖାଇବା ଉଚିତ୍ ।

Powered by Froala Editor

Tags Child

Related articles Odisha News Lens 4.1

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14674
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    15118
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    15215
    Oct 08, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...

    14556
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15526
    Oct 08, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...
    ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...

    15643
    Oct 09, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15498
    Oct 08, 2026
  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    13972
    Oct 09, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13923
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    14556
    Oct 09, 2026
  • ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14674
    Oct 08, 2026
  • ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    13880
    Oct 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17164
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17813
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18230
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14451
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14558
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15567
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14239
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15977
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15526
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14811
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15526
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14016
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ

    15643
    Oct 09, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15498
    Oct 08, 2026
  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    13880
    Oct 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In