Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ...

  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ...

  • ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ...

  • ମହାପ୍ରଳୟରେ ଖିନଭିନ୍ ନେପାଳ, ...

  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ...

  • ଚୋର ନେଇଗଲେ ୩୦ କେଜି ଚିନି

  • ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ...

  • ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ...

  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

  • ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଝିଅକୁ ପ୍ରେମିକ ସହ ଦେଖି ଶାଢୀରେ ତଣ୍ଟି ଚିପିଦେଲା ମା’

ଝିଅକୁ ପ୍ରେମିକ ସହ ଦେଖି ଶାଢୀରେ ତଣ୍ଟି ଚିପିଦେଲା ମା’

2024-03-20 19:56:09
14589
Share:
Facebook
Twitter
E-Mail
WhatsApp
Telegram
ଝିଅକୁ ପ୍ରେମିକ ସହ ଦେଖି ଶାଢୀରେ ତଣ୍ଟି ଚିପିଦେଲା ମା’

ଘରେ କେହି ନଥିବାବେଳେ ପ୍ରେମିକକୁ ଡାକିଥିବାରୁ ଝିଅର ତଣ୍ଟି ଚିପି ମାରିଦେଇଛି ମା’ । ଏ ହତ୍ୟାକାଣ୍ଡ ହାଇଦ୍ରାବାଦରେ ଘଟିଛି ।  ହାଇଦ୍ରାବାଦ ଇବ୍ରାହିମପଟନମ ସ୍ଥିତ ଘରେ ଜଙ୍ଗାମ୍ମା ତାଙ୍କର ୧୯ ବର୍ଷୀୟ ଝିଅ ଭାର୍ଗବୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଭାର୍ଗବୀ ଘରେ କେହି ନଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଡାକିଥିଲେ। ଉଭୟଙ୍କୁ ଏକାଠି ପାଇବା ପରେ ସେ ଜଙ୍ଗାମ୍ମା ଏପରି କାଣ୍ଡ ଘଟାଇଛନ୍ତି।

ବୁଧବାର ଜଙ୍ଗାମ୍ମା ନିଜ କାମରୁ ଘରକୁ ହଠାତ୍‌ ଲଞ୍ଚ ପାଇଁ ଚାଲି ଆସିଥିଲେ। ଏହି ସମୟରେ ସେ ଭାର୍ଗବୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଘର ଭିତରେ ଦେଖିଥିଲେ। ଏହାକୁ ଦେଖିବା ପରେ ସେ ତୁରନ୍ତ ଝିଅର ପ୍ରେମିକଙ୍କୁ ଚାଲିଯିବାକୁ କହିଥିଲେ। ସେ ଯିବା ପରେ ଜଙ୍ଗାମ୍ମା ଝିଅକୁ ପ୍ରବଳ ପିଟିଥିଲେ। ଶେଷରେ ଶାଢ଼ୀ ଦ୍ୱାରା ତାଙ୍କ ତଣ୍ଟି ଚିପି ଦେଇଥିଲେ।

କିଛି ଦିନ ହେବ ଜଙ୍ଗାମ୍ମା ଝିଅର ବାହାଘର କରିବାକୁ ପୁଅ ଖୋଜୁ ଥିଲେ। ହେଲେ ଭାର୍ଗବୀ ଜଣଙ୍କୁ ଭଲ ପାଉଥିବାରୁ ବାହା ହେବାକୁ ରାଜି ହେଉ ନଥିଲେ। ଏସବୁ ଭିତରେ ପ୍ରେମିକ ସହ ଭାର୍ଗବୀଙ୍କୁ ଦେଖିବାରୁ ଜଙ୍ଗାମ୍ମା ହିତାହିତ ଜ୍ଞାନ ହରାଇଥିଲେ। ଭାର୍ଗବୀଙ୍କ ସାନ ଭାଇ ନାବାଳକ ହୋଇଥିଲେ ମଧ୍ୟ ମା’ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।


Powered by Froala Editor

Tags bhargavi

Related articles Odisha News Lens 4.1

  • ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା, 160 ମୃତ
    ଦେଶ-ଦେଶାନ୍ତର

    ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା, 160 ମୃତ

    14952
    Aug 27, 2026
  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
    ଦେଶ-ଦେଶାନ୍ତର

    ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

    14867
    Aug 28, 2026
  • ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର
    ଦେଶ-ଦେଶାନ୍ତର

    ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର

    15690
    Aug 27, 2026
  • ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ
    ଦେଶ-ଦେଶାନ୍ତର

    ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ

    14860
    Aug 27, 2026
  • ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ
    ଦେଶ-ଦେଶାନ୍ତର

    ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ

    13666
    Aug 28, 2026
  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook
    ଦେଶ-ଦେଶାନ୍ତର

    ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

    14411
    Aug 27, 2026
  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ
    ଖେଳ ଖବର

    ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ

    13426
    Aug 28, 2026
  • ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯
    ଦେଶ-ଦେଶାନ୍ତର

    ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯

    15437
    Aug 28, 2026
  • ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌କୁ ଏନକାଉଣ୍ଟର
    ଅପରାଧ

    ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌କୁ ଏନକାଉଣ୍ଟର

    14559
    Aug 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା, 160 ମୃତ

    14952
    Aug 27, 2026
  • ଦେଶ-ଦେଶାନ୍ତର

    ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ

    13666
    Aug 28, 2026
  • ଦେଶ-ଦେଶାନ୍ତର

    ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

    14867
    Aug 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17056
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17691
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17730
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18127
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14517
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13907
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15292
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15649
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16179
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14453
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15981
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14016
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14282
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ

    13426
    Aug 28, 2026
  • ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯

    15437
    Aug 28, 2026
  • ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ

    14860
    Aug 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In