Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

ବିଶେଷ
Home ›› ବିଶେଷ ››ଟୟେଲେଟ୍ ଯିବାବେଳେ କରନ୍ତୁନି ଏହିସବୁ ଭୁଲ

ଟୟେଲେଟ୍ ଯିବାବେଳେ କରନ୍ତୁନି ଏହିସବୁ ଭୁଲ

2024-03-03 05:52:15
16160
Share:
Facebook
Twitter
E-Mail
WhatsApp
Telegram
ଟୟେଲେଟ୍ ଯିବାବେଳେ କରନ୍ତୁନି ଏହିସବୁ ଭୁଲ

ଟୟେଲେଟ୍ ଯିବା ଆମର ନିତିଦିନିଆ ଅଭ୍ୟାସ। କିନ୍ତୁ ପ୍ରତିଦିନ ଟୟେଲେଟ୍ ଯିବାବେଳେ ଆମେ କେତେକ ଭୁଲ୍ କରିଥାଉ। ଯଦିଓ ଆପଣ ଟୟେଲେଟ୍ କରିବାବେଳେ କୈାଣସି କାରଣରୁ ଚିନ୍ତାରେ ଅଛନ୍ତି ,ଆପଣଙ୍କ ପେଟ ପରିଷ୍କାର ନାହିଁ କିମ୍ବା ଟୟେଲେଟ ବ୍ୟବହାର କରିବାବେଳେ କୈାଣସି ଧରଣର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବ। ଏଥିପାଇଁ ଆଜି ଆମେ ଜାଣିବା ସେହି ଭୁଲଗୁଡ଼ିକ ବିଷୟରେ ଯେଉଁଗୁଡ଼ିକଠାରୁ ଆମେ ଦୂରେଇ ରହିବା

୧.ଦୀର୍ଘ ସମୟ ପର୍ୟ୍ୟନ୍ତ ଟୟେଲେଟରେ ବସି ରହିବା: ଅଧିକାଂଶ ଲୋକଙ୍କ ପାଇଁ ଟୟେଲେଟରେ ବସିବା ଆରାମଦାୟକ ହୋଇଥାଏ। କିନ୍ତୁ ଆପଣ ଯଦି ଦୀର୍ଘ ସମୟ ପର୍ୟ୍ୟନ୍ତ ଟୟେଲେଟରେ ବସି ରହୁଛନ୍ତି  ତେବେ ଶିରା ଏବଂ ଧମନୀ ଫୁଲିପାରେ ଏବଂ ରକ୍ତସ୍ରାବର ଆଶଙ୍କା ସୃଷ୍ଟି ହୋଇପାରେ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଫଳରେ ଆପଣଙ୍କ ଗୋଡ଼ ସହ ମଳକୋଷରେ ମଧ୍ୟ ଚାପ ପଡ଼ିଥାଏ ଯାହାଦ୍ବାରା ମଳକୋଷରେ ରକ୍ତସ୍ରାବ ହୋଇପାରେ।

୨.ଟୟେଲେଟରେ ଫୋନ୍ ନେଇଯିବା: ଆଧୁନିକ ଜୀବନଶୈଳୀରେ ମୋବାଇଲ୍ ଏକ ଏପରି ଅତ୍ୟାବଶ୍ୟକ ବସ୍ତୁ ପାଲଟିଗଲାଣି ଯେ ଲୋକମାନେ ଏହାକୁ ସମସ୍ତ ସ୍ଥାନକୁ ନିଜ ସାଙ୍ଗରେ ନେଇ ଯାଉଛନ୍ତି  । ଏପରିକି ଟୟେଲେଟକୁ ମଧ୍ୟ। ଏହା ଏକ ଅତ୍ୟନ୍ତ ଖରାପ ଅଭ୍ୟାସ ଯାହା ଆମକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। ଟୟେଲେଟରେ ବିଭିନ୍ନ ପ୍ରକାର ଜୀବାଣୁ ଏବଂ ବ୍ୟାକ୍ଟେରିଆ ରହିଥାନ୍ତି ଯାହା ଆମ ସ୍ମାର୍ଟଫୋନରେ ଲାଗିଯାନ୍ତି। ଟୟେଲେଟରୁ ଆସିବା ପରେ ଆମେ ଆମ ହାତକୁ ଭଲଭାବେ ଧୋଇନେଇଥାଉ କିନ୍ତୁ ସ୍ମାର୍ଟଫୋନରେ ଲାଗିଥିବା ଜୀବାଣୁ ଫୋନ୍ ଜରିଆରେ ଆମ ଖାଦ୍ୟ ଏବଂ ଶରୀର ମଧ୍ୟକୁ ପ୍ରବେଶ କରିଥାଆନ୍ତି।

୩.ବେଶୀ ଜୋର ଲଗାଇବା: ଅଧିକାଂଶ ଲୋକମାନେ କୋଷ୍ଠକାଠିନ୍ୟ ସମସ୍ୟା ଭୋଗିଥାନ୍ତି ସେଥିପାଇଁ ତାଙ୍କୁ ମଳ ନିର୍ଗତ କରିବାକୁ ଜୋର ଲଗାଇବାକୁ ପଡ଼ିଥାଏ। ଏହା କରିବା ଅନୁଚିତ୍। ଏହା କରିବା ଦ୍ବାରା ଆପଣ ବହୁତ ଜୋରରେ ନିଃଶ୍ବାସ ନେଇଥାନ୍ତି ଯାହାଦ୍ବାରା ଆପଣଙ୍କ ଶିରାରେ ବହୁତ ବେଶୀ ଚାପ ପଡ଼ିଥାଏ ଏବଂ ଟିସୁ ଫାଟିବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟର ସମସ୍ୟା ରହିଛି ତେବେ ଆପଣ ଅଧିକ ଫାଇବର ଖାଦ୍ୟରେ ଗ୍ରହଣ କରନ୍ତୁ,ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ବ୍ୟାୟାମ କରନ୍ତୁ।

୪.ଟୟେଲେଟ ପରିଷ୍କାର କରିବାବେଳେ ବ୍ଲିଚିଙ୍ଗ ପାଉଡରର ବ୍ୟବହାର: ଟୟେଲେଟକୁ ସଫା ଏବଂ ଜୀବାଣୁମୁକ୍ତ ରଖିବା ପାଇଁ ଆମେ ବ୍ଲିଚିଂର ବ୍ୟବହାର କରିଥାଉ। ବ୍ଲିଚ ବ୍ୟବହାର କରିବାପରେ ଏଥିରୁ ଯେଉଁ ରାସାୟନିକ ଏବଂ ବିଷାକ୍ତ ଗ୍ୟାସ୍ ବାହାରିଥାଏ ଏବଂ ଏହି ଗ୍ୟାସକୁ ନିଃଶ୍ବାସରେ ନେବାଦ୍ବାରା ଛାତିରେ କଷ୍ଟ,ଆଖି ଜଳାପୋଡ଼ା ଏବଂ ଶ୍ବାସପ୍ରଶ୍ବାସଜନିତ ରୋଗ ହୋଇଥାଏ।

ଟୟେଲେଟର ଢାଙ୍କୁଣୀ ବନ୍ଦ କରି ରଖିବା: ଯଦି ଆପଣ ଟୟେଲେଟ୍ ଖୋଲା ରଖି ଫ୍ଲାସ୍ କରୁଛନ୍ତି ତେବେ ଅସନା ପାଣି,ଏବଂ ଅନ୍ୟାନ୍ୟ ଦୂଷିତ ପଦାର୍ଥ ,ଜୀବାଣୁ ଏବଂ ବ୍ୟାକ୍ଟେରିଆ ଛିଟକି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା ଥାଏ। ତେଣୁ ସବୁବେଳେ ଏହାର ଢାଙ୍କୁଣୀ ବନ୍ଦ କରି ଫ୍ଲସ୍ କରନ୍ତୁ।

Powered by Froala Editor

Tags Toilet

Related articles Odisha News Lens 4.1

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15612
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14524
    May 10, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14076
    May 11, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15046
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13378
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13650
    May 11, 2026
  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13827
    May 10, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ
    ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13951
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ
    ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14358
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13650
    May 11, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14524
    May 10, 2026
  • ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13827
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17469
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17519
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17877
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16350
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16037
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14512
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15472
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15219
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14019
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15394
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15132
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15624
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13946
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14076
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14524
    May 10, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15046
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In