Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ...

  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ...

  • ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି

  • ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ...

  • ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ...

  • କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ...

  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ...

  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ...

  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ...

  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ମନ୍ କି ବାତ୍‌ କାର୍ୟ୍ୟକ୍ରମ ୩ ମାସ ବନ୍ଦ

ମନ୍ କି ବାତ୍‌ କାର୍ୟ୍ୟକ୍ରମ ୩ ମାସ ବନ୍ଦ

2024-02-25 11:38:55
15241
Share:
Facebook
Twitter
E-Mail
WhatsApp
Telegram
 ମନ୍ କି ବାତ୍‌ କାର୍ୟ୍ୟକ୍ରମ ୩ ମାସ ବନ୍ଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍ କି ବାତ୍‌ କାର୍ୟ୍ୟକ୍ରମ ବନ୍ଦ ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରୁ  ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ତେଣୁ କାର୍ୟ୍ୟକ୍ରମ ବନ୍ଦ ରହିବ। ୧୧୧ତମ ଏପିଏମ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ।  ଏହି ସମୟରେ ମନ୍ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବ୍ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍‌ ଦିଦି ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନମୋ ଡ୍ରୋନ୍‌ ଦିଦି, ନମୋ ଡ୍ରୋନ୍‌ ଦିଦି ରହିଛି। ଏହି ନମୋ ଡ୍ରୋନ୍‌ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି।

Powered by Froala Editor

Tags Man ki bat

Related articles Odisha News Lens 4.1

  • କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ

    14779
    Nov 11, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧
    ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    13755
    Nov 11, 2026
  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ

    13800
    Nov 10, 2026
  • ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି
    ଦେଶ-ଦେଶାନ୍ତର

    ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି

    13966
    Nov 11, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...
    ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...

    15073
    Nov 10, 2026
  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ
    ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14461
    Nov 10, 2026
  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ
    ଦେଶ-ଦେଶାନ୍ତର

    ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

    14015
    Nov 11, 2026
  • ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ହୁଆଙ୍ଗ୍
    ଦେଶ-ଦେଶାନ୍ତର

    ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ହୁଆଙ୍ଗ୍

    13637
    Nov 11, 2026
  • ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଶାନ୍ତି କଥାବାର୍ତ୍ତା ଆରମ୍ଭ
    ଦେଶ-ଦେଶାନ୍ତର

    ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଶାନ୍ତି କଥାବାର୍ତ୍ତା ଆରମ୍ଭ

    15064
    Nov 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ହୁଆଙ୍ଗ୍

    13637
    Nov 11, 2026
  • ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    13755
    Nov 11, 2026
  • ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14461
    Nov 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17267
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17969
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17914
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18336
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14159
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15511
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14308
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14379
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14981
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15565
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14154
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14163
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14446
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଶାନ୍ତି କଥାବାର୍ତ୍ତା ଆରମ୍ଭ

    15064
    Nov 11, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ

    15073
    Nov 10, 2026
  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?

    13924
    Nov 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In