Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ ...

  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ...

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ...

  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ...

  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ...

  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ...

  • ରାଘବଙ୍କ ଠାରୁ ଧନୀ ପରିଣୀତି

  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ...

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ଏଣିକି ନକଲି ସିମ୍‌ କିଣିଲେ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା

ଏଣିକି ନକଲି ସିମ୍‌ କିଣିଲେ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା

2023-12-22 11:24:20
15946
Share:
Facebook
Twitter
E-Mail
WhatsApp
Telegram
  ଏଣିକି ନକଲି ସିମ୍‌ କିଣିଲେ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଦେଶରେ ନକଲି ସିମ୍ କାର୍ଡ ଜରିଆରେ ଠକେଇ ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ଅପରାଧ ଉପରେ ସରକାର ଲଗାମ ଲଗାଇବାକୁ ଯାଉଛନ୍ତି। ସଂସଦର ଉଭୟ ଗୃହରେ ଟେଲିକମ୍ ବିଧେୟକ ୨୦୨୩ ପାରିତ ହୋଇଛି। ଏହି ବିଧେୟକରେ ନକଲି ସିମ୍ କିଣିଲେ ୩ ବର୍ଷ ଜେଲ୍‌ ଏବଂ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ରାଷ୍ଟ୍ରପତି ଏଥିରେ ଦସ୍ତଖତ କରିବା ପରେ ଏହି ବିଧେୟକ ଆଇନରେ ପରିଣତ ହେବ।

ଏହି ବିଲ୍‌ ସରକାରଙ୍କୁ ଜାତୀୟ ସୁରକ୍ଷା କାରଣରୁ କୌଣସି ଟେଲିକମ୍‌ ସେବା କିମ୍ବା ନେଟୱର୍କକୁ ନିଜ ଅଧୀନକୁ ନେବା ସହ ପରିଚାଳନା କରିବା ଓ ସ୍ଥଗିତ ରଖିବାକୁ ଅନୁମତି ପ୍ରଦାନ କରିଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ସରକାର ଟେଲିକମ୍ ନେଟୱର୍କରେ ବାର୍ତ୍ତାଗୁଡିକୁ ଅଟକାଇ ପାରିବେ। ଏଥିସହ ନକଲି ସିମ୍‌ ବ୍ୟବହାର କଲେ ୩ ବର୍ଷ ଜେଲ୍‌ ଓ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନାର ଦଣ୍ଡ ବ୍ୟବସ୍ଥା ଏହି ବିଲ୍‌ରେ ରହିଛି।

ନୂତନ ଟେଲିକମ୍ୟୁନିକେସନ ବିଲ୍ ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଅଧିନିୟମର ସ୍ଥାନ ନେବ। ଭାରତୀୟ ଟେଲିଗ୍ରାଫ୍ ଅଧିନିୟମ ବର୍ତ୍ତମାନ ଟେଲିକମ୍ କ୍ଷେତ୍ରକୁ ନିୟନ୍ତ୍ରଣ କରୁଛି। ଏହି ବିଧେୟକ ଦି ଇଣ୍ଡିଆନ ୱାୟରଲେସ୍‌ ଟେଲିଗ୍ରାଫ୍‌ ଆକ୍ଟ ୧୯୩୩ ଓ ଟେଲିଗ୍ରାଫ୍‌ ୱାୟର୍ସ ଆକ୍ଟ ୧୯୫୦ର ସ୍ଥାନ ମଧ୍ୟ ନେବ। ଏହାସହ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଆକ୍ଟ ୧୯୯୭କୁ ମଧ୍ୟ ସଂଶୋଧନ କରିବ।
ଏହି ବିଧେୟକରେ ଟେଲିକମ୍ କମ୍ପାନୀଗୁଡ଼ିକୁ ଗ୍ରାହକମାନଙ୍କୁ ସିମ୍ କାର୍ଡ ଦେବା ପୂର୍ବରୁ ବାଧ୍ୟତାମୂଳକ ଭାବେ ବାୟୋମେଟ୍ରିକ୍ ଚିହ୍ନଟ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଓଟିଟି ପ୍ଲାଟଫର୍ମ ଯେପରିକି ଇ-କମର୍ସ, ଅନ୍‌ଲାଇନ ମେସେଜିଂକୁ ଟେଲିକମ୍‌ ସେବା ପରିଭାଷାରୁ ବାଦ୍‌ ଦିଆଯାଇଛି। ଏହି ବିଲ୍ ଲାଇସେନ୍ସ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିବ। ବର୍ତ୍ତମାନ ସେବା ପ୍ରଦାନକାରୀଙ୍କୁ ବିଭିନ୍ନ ପ୍ରକାରର ସେବା ପାଇଁ ଭିନ୍ନ ଭିନ୍ନ ଲାଇସେନ୍ସ ହାସଲ କରିବାକୁ ପଡ଼ୁଛି। କିନ୍ତୁ ଥରେ ଏହି ବିଲ୍ ଆଇନରେ ପରିଣତ ହେବା ପରେ ଲାଇସେନ୍ସ ପ୍ରଦାନରେ ସମାନତା ରହିବ। ଟେଲିକମ୍ ସେବା ପ୍ରଦାନ କରୁଥିବା କମ୍ପାନୀକୁ ଏକ ଅନଲାଇନ୍ ମେକାନିଜିମ୍ ତିଆରି କରିବାକୁ ପଡିବ, ଯଦ୍ବାରା ଉପଭୋକ୍ତାମାନେ ଅନଲାଇନରେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।

Powered by Froala Editor

Tags Fake sim

Related articles Odisha News Lens 4.1

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ
    ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15817
    Apr 24, 2026
  •  ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା
    ଦେଶ-ଦେଶାନ୍ତର

    ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13788
    Apr 25, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14289
    Apr 24, 2026
  • ରାଘବଙ୍କ ଠାରୁ ଧନୀ ପରିଣୀତି
    ମନୋରଞ୍ଜନ

    ରାଘବଙ୍କ ଠାରୁ ଧନୀ ପରିଣୀତି

    14143
    Apr 25, 2026
  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !
    ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15448
    Apr 25, 2026
  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14493
    Apr 25, 2026
  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !
    ଦେଶ-ଦେଶାନ୍ତର

    ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !

    14695
    Apr 25, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ
    ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14004
    Apr 25, 2026
  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15186
    Apr 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15186
    Apr 25, 2026
  • ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15817
    Apr 24, 2026
  • ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14004
    Apr 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14004
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14171
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13825
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14587
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13946
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15587
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13888
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଘବଙ୍କ ଠାରୁ ଧନୀ ପରିଣୀତି

    14143
    Apr 25, 2026
  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14493
    Apr 25, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14289
    Apr 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In