Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ...

  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ...

  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ...

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ...

  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ...

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ...

  • ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ...

  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ...

ବିଶେଷ
Home ›› ବିଶେଷ ››ଏହି ରାଶିର ବ୍ୟକ୍ତିମାନେ ସାଥୀଙ୍କୁ ଅତି ସହଜରେ ଦେଇପାରନ୍ତି ଧୋକା

ଏହି ରାଶିର ବ୍ୟକ୍ତିମାନେ ସାଥୀଙ୍କୁ ଅତି ସହଜରେ ଦେଇପାରନ୍ତି ଧୋକା

2021-06-04 04:43:30
14595
Share:
Facebook
Twitter
E-Mail
WhatsApp
Telegram
ଏହି ରାଶିର ବ୍ୟକ୍ତିମାନେ ସାଥୀଙ୍କୁ ଅତି ସହଜରେ ଦେଇପାରନ୍ତି ଧୋକା



ଆଜି କାଲି ଦୁନିଆଁରେ ପ୍ରତିଦିନ ନୂଆଁ ନୂଆଁ ବ୍ୟକ୍ତିଙ୍କୁ ପ୍ରେମ କରିବା କିମ୍ବା ପ୍ରେମରେ ପ୍ରତିଦିନ ଧୋକା ଖାଇବା ଏହା କୈାଣସି ନୂଆ କଥା ନୁହେଁ। ଆଜିକାଲିର ଯୁବପିଢ଼ିଙ୍କ ପାଇଁ ପ୍ରେମରେ ଧୋକା ମିଳିବା ଅର୍ଥାତ୍ ପ୍ରତିଦିନ ବ୍ରେକ୍ଅପ୍ ଏବଂ ପେଚ୍ଅପ୍ ହେବା ବହୁତ ସାଧାରଣ କଥା ହୋଇଗଲାଣି। ଏମିତି ନାହିଁ କି ଆଜିକାଲି କିଏ କାହାକୁ ସତ ସତିକା ଭଲ ପାଉନାହିଁ, କିନ୍ତୁ କେତେବେଳେ କେମିତି ସତ ସତିକା ଭଲପାଇବାରେ ବି ଧୋକା ମିଳିଯାଏ।

ପ୍ରେମରେ ଧୋକା କେବଳ ଝିଅମାନେ ପାଆନ୍ତି ତାହା ନୁହେଁ ପୁଅଙ୍କ ଭାଗ୍ୟରେ ବି ଧୋକା ଲେଖାହୋଇଛି। ଆସନ୍ତୁ ଜାଣିବା ଏହି ୫ ରାଶିର ପୁଅଙ୍କ ସମ୍ପର୍କରେ, ଯେଉଁମାନଙ୍କୁ ପ୍ରେମରେ ସବୁବେଳେ ଧୋକା ମିଳିଥାଏ। ଯଦି ଆପଣଙ୍କ ରାଶି ଏହା ଭିତରୁ କୈାଣସି ଏକ ରାଶି ହୋଇଥିବ ତାର ଅର୍ଥ ନୁହେଁ କି ଆପଣଙ୍କ ଭାଗ୍ୟରେ ସବୁବେଳେ ଦୁଃଖ ଥିବ। କିନ୍ତୁ ଆପଣଙ୍କୁ ସାବଧାନର ସହିତ ଟିକେ ମୁକାବିଲା କରିବାକୁ ପଡ଼ିବ।

ମେଷ ରାଶିର ଯାତକ ଥିବା ବ୍ୟକ୍ତି ନିଜ ସାଥୀ ପ୍ରତି ବିଶ୍ବସ୍ତନୀୟ ହୁଅନ୍ତି ନାହିଁ। କୁହାଯାଏ ଏହି ରାଶିର ଯାତକରେ ଜୀବନରେ ବହୁତ ସାରା ବ୍ୟକ୍ତି ଆସିଥାନ୍ତି।‌ ଯେଉଁମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥାଏ। କିନ୍ତୁ ଜରୁରୀ ନାହିଁ ସବୁ ଭଲ ପାଇବା ଅତି ନିବିଡ଼ି ଥିବ କିମ୍ବା ଭାବନାତ୍ମକ ସହିତ ଯୋଡ଼ିହୋଇ ରହିଥିବ।

ପ୍ରେମ ମାମଲାରେ ମିଥୁନ ରାଶି ଯାତକରେ ମଧ୍ୟ ପ୍ରେମ ବିଶ୍ବସ୍ତନୀୟ ହୁଅନ୍ତି ନାହିଁ। ଏହି ରାଶିରେ ଯଦିଓବା କାହା ସହିତ ପ୍ରେମ ହୋଇଯାଉଛି ତେବେ ଗମ୍ଭୀରତାର ସହିତ ଭଲପାଇବା ନିଭାନ୍ତୁ। କିନ୍ତୁ ମନ ଭିତରେ କେଉଁଠି ନା କେଉଁଠି ଅଲଗା ଅଲଗା ଭାବନା ଚାଲୁଥାଏ।

ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବହୁତ ରହସ୍ୟମୟ। ଯେତେବେଳେ ପ୍ରେମ ସମ୍ପର୍କର କଥା କୁହାହେଉଛି ତ ଜାଣିବା ଦରକାର କି ସିଂହ ରାଶିର ବ୍ୟକ୍ତିଙ୍କ ଜୀବନରେ ବି ବହୁ ସାଥୀ ଆସିନ୍ତି ଆଉ ଯାଆନ୍ତି। କାରଣ ସେମାନେ ସବୁବେଳେ ସର୍ବଶ୍ରେ‌ଷ୍ଠ ସାଥୀ ହିଁ ଖୋଜିବାରେ ବ୍ୟସ୍ତ ଥାନ୍ତି।

ଅନ୍ୟ ରାଶି ପରି ଧନୁ ରାଶି ବି ସେହିପରି। ପ୍ରେମରେ ସମ୍ପର୍କରେ ଏହା ବିଶ୍ବାସଯୋଗ୍ୟ ନୁହନ୍ତି। ଏହି ରାଶିର ବ୍ୟକ୍ତି ସର୍ବଦା ପ୍ରେମରେ ଧୋକା ଦିଅନ୍ତି। ସବୁଠୁ ବଡ଼ କାରଣ ହେଲା କି ଏମାନେ ବାନ୍ଧି ହୋଇ ରହିବାକୁ ଚାହାନ୍ତି ନାହିଁ। ଏମିତି ସାଥୀଟିଏ ଚାହାନ୍ତି କି ଯିଏ ପୁରା ଆଜାଦି ଦେଉଥିବ।

ମୀନ ରାଶି ବ୍ୟକ୍ତିମାନେ ପ୍ରେମର ମାମଲାରେ ଠିକ ରାସ୍ତା ବାଛିବା ପାଇଁ ଦ୍ବନ୍ଦରେ ପଡ଼ିଯାଆନ୍ତି। ତାଙ୍କର ଦାବି ଏହା କି, ଲୋକମାନେ କଣ ଭାବୁଛନ୍ତି, କେଉଁ ରାସ୍ତାରେ ଗଲେ ସେମାନଙ୍କ ପାଇଁ ଠିକ୍ ତାହା ସେମାନଙ୍କୁ ବିଚଳିତ କରେ। ଯଦିଓ ବା ସେମାନେ କାହା ପ୍ରେମରେ ପଡ଼ିଯାଆନ୍ତି ତଥାପି ସେମାନଙ୍କ ଉପରେ ବିଶ୍ବାସ ନ ଥାଏ କି ସେମାନେ କେତେବେଳେ ବି ଅଧାରୁ ଛାଡ଼ିକି ଯାଇପାରିବେ।


Powered by Froala Editor

Tags Love

Related articles Odisha News Lens 4.1

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13477
    Oct 15, 2026
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...
    ଦେଶ-ଦେଶାନ୍ତର

    ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...

    13563
    Oct 14, 2026
  • ଏକ ନୂଆ ଦଳ
    ଦେଶ-ଦେଶାନ୍ତର

    ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15462
    Oct 14, 2026
  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...
    ଦେଶ-ଦେଶାନ୍ତର

    ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...

    14059
    Oct 14, 2026
  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର
    ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    13873
    Oct 14, 2026
  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    14892
    Oct 15, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    14941
    Oct 14, 2026
  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

    14000
    Oct 14, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
    ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15607
    Oct 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15607
    Oct 14, 2026
  • ଦେଶ-ଦେଶାନ୍ତର

    ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ

    13563
    Oct 14, 2026
  • ଦେଶ-ଦେଶାନ୍ତର

    ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15462
    Oct 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17180
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17873
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17823
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18243
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14580
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14685
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15690
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14363
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16099
    Sep 23, 2026

ବାଣିଜ୍ୟ

BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

ଭାରତୀୟ ଶେୟାର ବଜାରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। BSE ସେନ୍‌ସେକ୍ସ ଓ NSE ନିଫ୍ଟି ୫୦ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ କାରବାର ଶେଷ କରିଛନ୍ତି। କାରବାର ଶେଷରେ BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବା ୧.୫୪ ପ୍ରତିଶତ ବୃଦ୍ଧି ପାଇ ୭୩,୦୩୩.୭୮ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି NSE ନିଫ୍ଟି ୫୦ ୩ ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15095
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15805
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15032
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15562
    Oct 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15167
    Oct 15, 2026
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ

    13563
    Oct 14, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15607
    Oct 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In