Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ...

  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର ...

  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

  • ଆଜି ବାହୁବଳୀ ବିଧାୟକଙ୍କ ଝିଅ ଶିବାଙ୍ଗୀ ...

  • ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ...

  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ...

  • ନେପାଳର କୋଶୀରେ ଭୂମିକମ୍ପ ଝଟକା

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସେପ୍ଟେମ୍ବର ମାସ ୧୬ ଦିନ ବ୍ୟାଙ୍କ ବନ୍ଦ

ସେପ୍ଟେମ୍ବର ମାସ ୧୬ ଦିନ ବ୍ୟାଙ୍କ ବନ୍ଦ

2023-09-01 09:52:32
14174
Share:
Facebook
Twitter
E-Mail
WhatsApp
Telegram
ସେପ୍ଟେମ୍ବର ମାସ ୧୬ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ:ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ । ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହୋଲିଡେ ମଧ୍ୟ ସାମିଲ ରହିଛି । ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।

୩ ସେପ୍ଟେମ୍ବର ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୬ ସେପ୍ଟେମ୍ବର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

୭ ସେପ୍ଟେମ୍ବର  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।

୯ ସେପ୍ଟେମ୍ବର  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୧୦ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

୧୭ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।

୧୮ ସେପ୍ଟେମ୍ବର ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।

୧୯ ସେପ୍ଟେମ୍ବର ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।

୨୦ ସେପ୍ଟେମ୍ବର  ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

୨୨ ସେପ୍ଟେମ୍ବର ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।

୨୩ ସେପ୍ଟେମ୍ବର ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

୨୪ ସେପ୍ଟେମ୍ବର ରବିବାର ପାଇଁ ବ୍ୟାଙ୍କ ଛୁଟି।

୨୫ ସେପ୍ଟେମ୍ବର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ

୨୭ ସେପ୍ଟେମ୍ବର ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।

୨୮ ସେପ୍ଟେମ୍ବର ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୯ ସେପ୍ଟେମ୍ବର ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

Powered by Froala Editor

Tags Bank closed

Related articles Odisha News Lens 4.1

  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14528
    Nov 25, 2026
  • ବ୍ରିଜା କାର୍ ଯୌତୁକ  ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ
    ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14881
    Nov 24, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି
    ବିଶେଷ

    ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14215
    Nov 26, 2026
  •  ଆଜି ବାହୁବଳୀ ବିଧାୟକଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ
    ଦେଶ-ଦେଶାନ୍ତର

    ଆଜି ବାହୁବଳୀ ବିଧାୟକଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ

    14320
    Nov 25, 2026
  • ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନରେ ସିଜେପି କୌଣସି ଦଳକୁ ସମର୍ଥନ ...
    ଦେଶ-ଦେଶାନ୍ତର

    ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନରେ ସିଜେପି କୌଣସି ଦଳକୁ ସମର୍ଥନ ...

    14930
    Nov 25, 2026
  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା
    ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    15094
    Nov 24, 2026
  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...
    ମନୋରଞ୍ଜନ

    ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...

    13427
    Nov 25, 2026
  • ନେପାଳର କୋଶୀରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ନେପାଳର କୋଶୀରେ ଭୂମିକମ୍ପ ଝଟକା

    15571
    Nov 24, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...
    ବାଣିଜ୍ୟ

    ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...

    15605
    Nov 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14881
    Nov 24, 2026
  • ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    15094
    Nov 24, 2026
  • ଦେଶ-ଦେଶାନ୍ତର

    ଆଜି ବାହୁବଳୀ ବିଧାୟକଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ

    14320
    Nov 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17318
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18019
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17975
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18389
    Sep 06, 2023

ବିଶେଷ

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14215
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15555
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14956
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14586
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15926
    Nov 08, 2026

ବାଣିଜ୍ୟ

ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

ପୁରୀ: ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ତାହାର ୫ମ ବର୍ଷ ପୁରୀ ସଂସ୍କରଣ ସମ୍ପର୍କରେ ଆନନ୍ଦର ସହିତ ଘୋଷଣା କରିଛି, ଯାହା ୨୦୨୬ ନଭେମ୍ବର ୨୭ରେ ପୁରୀ ...

  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15605
    Nov 24, 2026
  • ମାସକରେ କମିଲାଣି ୨୧ ହଜାର ସୁନା

    16053
    Nov 21, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15793
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14109
    Nov 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର 'ବାଘୁଣୀ’

    13427
    Nov 25, 2026
  • ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନରେ ସିଜେପି କୌଣସି ଦଳକୁ ସମର୍ଥନ ଦେବ ନାହିଁ

    14930
    Nov 25, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    14532
    Nov 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In