Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ...

  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ...

  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ...

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ...

  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ...

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ...

ବିଶେଷ
Home ›› ବିଶେଷ ››ଆମ ରାଜ୍ୟରେ ମିଳେ ୧୩୯ ପ୍ରକାର ଶାଗ

ଆମ ରାଜ୍ୟରେ ମିଳେ ୧୩୯ ପ୍ରକାର ଶାଗ

2023-07-15 02:48:49
14830
Share:
Facebook
Twitter
E-Mail
WhatsApp
Telegram
ଆମ ରାଜ୍ୟରେ ମିଳେ ୧୩୯ ପ୍ରକାର ଶାଗ

ଜାଣିଛନ୍ତି ଆମ ରାଜ୍ୟରେ ୧୩୯ ପ୍ରକାର ଶାଗ ମିଳେ।

୧- ପାଳଙ୍ଗ ଶାଗ, ୨- କୋଶଳା ଶାଗ, ୩- ସଜନା ଶାଗ, ୪- ଲେଉଟିଆ ଶାଗ, ୫- ଖଡ଼ା ଶାଗ, ୬- ପୋଇ ଶାଗ, ୭- କଳମ ଶାଗ, ୮- ସୁନୁସୁନିଆ ଶାଗ, ୯- ମେଥି ଶାଗ, ୧୦- ସୋରିଷ ଶାଗ, ୧୧- ଅଣିଚଣା ଶାଗ, ୧୨- ମଦରଙ୍ଗା ଶାଗ, ୧୩- ପୀତଗମା ଶାଗ, ୧୪- ଶ୍ୱେତପର୍ଣ୍ଣୀ ଶାଗ, ୧୫- ଲାଉ ପତ୍ର/ଡଙ୍କ ଶାଗ, ୧୬- କଖାରୁ ପତ୍ର/ଡଙ୍କ ଶାଗ, ୧୭- ମାରିଶ ଶାଗ, ୧୮- ଚଣା ଶାଗ, ୧୯- ବାଥୁଆ ଶାଗ, ୨୦- ଗନ୍ଧଳି ପତ୍ର ଶାଗ, ୨୧- ମୂଳାପତ୍ର ଶାଗ, ୨୨- କୋବିପତ୍ର ଶାଗ, ୨୩- ଅଗସ୍ତି ଶାଗ, ୨୪- ଆମ୍ବଳିତି ଶାଗ

୨୫- ଅମ୍ଲଲୋଣିକା, ୨୬- ଖଟା ପାଳଙ୍ଗ, ୨୭- ଅଳ୍ପମାରିଷ ଶାଗ, ୨୮- କାଣିଲେଉଟିଆ ଶାଗ, ୨୯- କଣ୍ଟାଲେଉଟିଆ ଶାଗ, ୩୦- କଣ୍ଟାମାରିଷ ଶାଗ, ୩୧- ସଲୋଜ ଶାଗ , ୩୨- ଇନ୍ଦ୍ରମାରିଷ/ ଝଡ଼ା ଶାଗ, ୩୩- ନାକରଣା ଶାଗ , ୩୪- ଓଲପାଏର ଶାଗ, ୩୫- କଇଁଜର ଶାଗ, ୩୬- କଚରଙ୍ଗା ଶାଗ, ୩୭- କଞ୍ଚଟ ଶାଗ, ୩୮- କଞ୍ଜେର ଶାଗ, ୩୯- କନିଶିରି ଶାଗ , ୪୦- ମୁଥା ଶାଗ, ୪୧- ବ୍ରାହ୍ମୀ ଶାଗ, ୪୨- କପୂରା ଶାଗ, ୪୩- କଳମ୍ବ ଶାଗ, ୪୪- କାନ୍‌ସିଡ଼ା ଶାଗ, ୪୫- କାଳ କାସୁନ୍ଦି ଶାଗ , ୪୬- କାନ୍ଦୁରୀ ଶାଗ,

୪୭- କାଶମର୍ଦ୍ଦ ଶାଗ, ୪୮- କୁଇଲେର୍‌ ଶାଗ, ୪୯- କୁକୁର୍‌ଝୁଣ୍ଟିଆ ଶାଗ, ୫୦- କୋଇଲିଖିଆ ଶାଗ ୫୧- କୁଳିକା, ୫୨- କୁଲ୍ୟାଳି ଶାଗ, ୫୩- କେନା ଶାଗ, ୫୪- ଲଟା କୋଶଳା, ୫୫- ଡେଙ୍ଗା କୋଶଳା, ୫୬- ଗଧପୂର୍ଣ୍ଣୀ/ ଗଦହପୁରାନା ଶାଗ, ୫୭- ଶ୍ୱେତପର୍ଣ୍ଣୀ ଶାଗ, ୫୮- ପୁନର୍ନବା ଶାଗ, ୫୯- ଗନ୍ଧଣା ଶାଗ, ୬୦- ଗୟାଖଡ଼ା ଶାଗ, ୬୧- ଗିରେଲ୍‌ ଶାଗ , ୬୨- ଗୁବି ଶାଗ, ୬୩- ଗୁର୍ରୁ ଶାଗ, ୬୪- ଗୋବରିଆ ଖଡ଼ା ଶାଗ , ୬୫- ହିଡ଼ମିଚି ଶାଗ, ୬୬- ଚଞ୍ଚୁ ଶାଗ, ୬୭- ଚନ୍ଦ୍ରିଳ ଶାଗ, ୬୮- ଚିତା ଶାଗ, ୬୯- ଚୋଖି ଶାଗ, ୭୦- ଜଳବ୍ରହ୍ମୀ ଶାଗ, ୭୧- ଜାଫରାନ୍‌ ଶାଗ , ୭୨- ଝୁମ୍ପୁଡ଼ି ଶାଗ, ୭୩- ଟଙ୍ଗବଥୁଆ ଶାଗ, ୭୪- ପୃକ୍କା ଶାଗ/ପିଡ଼ଙ୍ଗ , ୭୫- ପିତା ଶାଗ, ୭୬- କଲରା ପତ୍ର ଶାଗ,

୭୭- ତିତିରି ଶାଗ, ୭୮- ହିଲମୋଚିକା ଶାଗ , ୭୯- ଧଣିଆଁ /ଧଣିଚା ଶାଗ, ୮୦- ନଖପୁଙ୍ଖୀ ଶାଗ, ୮୧- ନାଲି ପୁରୁଣା ଶାଗ , ୮୨- ନରଡ଼ ଡଙ୍କ ଶାଗ, ୮୩- ନଳିତା ଶାଗ, ୮୪- ନଳିକା ଶାଗ, ୮୫- ନଳିଚା ଶାଗ, ୮୬- ନାଜକୁରି ଶାଗ, ୮୭- ନାଡ଼ିପତ୍ର ଶାଗ, ୮୮- କଳା ଚାକୁଣ୍ଡା ଶାଗ , ୮୯- ନାଲି କୋଶଳା, ୯୦- ପରବତ କାଉଁରିଆ ଶାଗ, ୯୧- ପାଏନ୍‌ ଶାଗ, ୯୨- ପାଣି ଲାଜକୁଳୀ ଶାଗ , ୯୩- ପାଣି ଲେଉଟିଆ ଶାଗ, ୯୪- ପାଣି ଶୋଲରି ଶାଗ, ୯୫- ପିଆଜ ପତ୍ର/ନାଡ଼ ଶାଗ, ୯୬- ପିତା ଗହମା ଶାଗ, ୯୭- ପୁଦିନା ଶାଗ, ୯୮- ପୁରୁଣୀ ଶାଗ, ୯୯- ପୂନେଇ ଶାଗ, ୧୦୦- ପେଟଫୁଲା ଶାଗ, ୧୦୧- ଫାନ୍ଦି ଶାଗ, ୧୦୨- ବଦର ଶାଗ, ୧୦୩- ବରହଡ଼ା ଶାଗ, ୧୦୪- ବରହମ୍‌ ଝାଁଟ୍‌,

୧୦୫- ବର୍ଷକେତୁ ଶାଗ, ୧୦୬- ବର୍ଶାଙ୍ଗୀ ଶାଗ, ୧୦୭- ବଲବଲିଆ ଶାଗ, ୧୦୮- ବସୁକ ଶାଗ, ୧୦୯- ବାଘ ଲହଡ଼ା ଶାଗ, ୧୧୦- ବାଳୁ ବାଳୁ ଶାଗ, ୧୧୧- ବାଷ୍ପକ ଶାଗ, ୧୧୨- ବିଚ୍ଛତ୍ରକ ଶାଗ, ୧୧୩- ବିଷଘ୍ନୀ ଶାଗ, ୧୧୪- ବୀର ଶାକ/ଧଳା ବାଥୁଆ , ୧୧୫- ବୁଟ ଶାଗ, ୧୧୬- ଭାଲାଙ୍କ ଶାଗ, ୧୧୭- ମତ୍ସ୍ୟାକ୍ଷୀ ଶାଗ, ୧୧୮- ମଦଘ୍ନୀ ଶାଗ, ୧୧୯- ମଧୁରା ଶାଗ, ୧୨୦- ମନୁ ଶାଗ, ୧୨୧- ମହାରୁଣ୍ଠା ଶାଗ, ୧୨୨- ମୁଠି ଶାଗ, ୧୨୩- ମୁଣ୍ଡିକା ଶାଗ, ୧୨୪- ମୁନ୍‌ମୁନିଆ ଶାଗ, ୧୨୫- ମୂଳା ଶାଗ,

୧୨୬- ମେଥି ଶାଗ, ୧୨୭- ମେଣ୍ଢୀ ଶାଗ, ୧୨୮- ଯବ ଶାଗ, ୧୨୯- ରକ୍ତକାଣ୍ଡ ଶାଗ, ୧୩୦- ରାଜଗିରା ଶାଗ, ୧୩୧- ରୋଚନୀ ଶାଗ, ୧୩୨- ଲଙ୍କାପିକା ଶାଗ, ୧୩୩- ଲହ ଶାଗ, ୧୩୪- ଲାଙ୍ଗଳୀ ଶାଗ, ୧୩୫- ଲୁଣି ଶାଗ , ୧୩୬- ଲୋଣି ଶାଗ, ୧୩୭- ଜଳ ପିପ୍ପଳୀ ଶାଗ, ୧୩୮- ଶଦରଙ୍ଗା ଶାଗ/ଶାଳିଥି/ଶାଲିଞ୍ଚ, ୧୩୯- ସୁକୁ ମଦରଙ୍ଗା ଶାଗ।

Powered by Froala Editor

Tags Saga

Related articles Odisha News Lens 4.1

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15039
    Oct 15, 2026
  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ
    ଅପରାଧ

    ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15315
    Oct 15, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    15075
    Oct 14, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
    ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15749
    Oct 14, 2026
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...
    ଦେଶ-ଦେଶାନ୍ତର

    ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...

    13697
    Oct 14, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14444
    Oct 15, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13625
    Oct 15, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15272
    Oct 15, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14123
    Oct 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    15075
    Oct 14, 2026
  • ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    14015
    Oct 14, 2026
  • ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15039
    Oct 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17183
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17876
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17826
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18246
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14599
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14704
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15708
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14383
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16117
    Sep 23, 2026

ବାଣିଜ୍ୟ

କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ଅନେକ ଗ୍ରାମରେ ସୌର ଶକ୍ତି ଚାଳିତ ପାନୀୟ ଜଳ ସୁବିଧା ସହିତ କଳାହାଣ୍ଡି ଏବଂ ରାୟଗଡ଼ାରେ ୧୪୬ରୁ ଅଧିକ ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପା ...

  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13835
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15100
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15806
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15040
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    15075
    Oct 14, 2026
  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14444
    Oct 15, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14123
    Oct 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In