କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା

କୋଲ୍କାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।
ମୃତ କର୍ମୀଜଣକ ହେଉଛନ୍ତି, ଜିଆରୁଲ୍ ମୋଲ୍ଲା। ଗୁଳିଚୋଟରେ କ୍ଷତାକ୍ତ ହୋଇ ବାସନ୍ତୀ ଗ୍ରାମର ଗୋଟାଏ ରାସ୍ତାକଡ଼ରେ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଠାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।
Powered by Froala Editor