Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ...

  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ...

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ...

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ...

  • ପ୍ରେସର କୁକରରେ ସିଝିଲାନି ଡାଲି, ...

  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ...

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ...

  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ...

ବିଶେଷ
Home ›› ବିଶେଷ ››ଏହି କାମ କଲେ ଘରକୁ ଆସନ୍ତି ନାହିଁ ମା ଲକ୍ଷ୍ମୀ

ଏହି କାମ କଲେ ଘରକୁ ଆସନ୍ତି ନାହିଁ ମା ଲକ୍ଷ୍ମୀ

2023-05-21 05:28:47
16270
Share:
Facebook
Twitter
E-Mail
WhatsApp
Telegram
ଏହି କାମ କଲେ ଘରକୁ ଆସନ୍ତି ନାହିଁ ମା ଲକ୍ଷ୍ମୀ

 ବନ୍ଧୁଗଣ ସମସ୍ତ ବ୍ୟକ୍ତିଙ୍କର ସୁଖ ସମୃଦ୍ଧି ତାଙ୍କ ଉପରେ ନିର୍ଭର କରିଥାଏ। ସେହିପରି ଗୋଟିଏ ଘରର ସୁଖ ଏବଂ ଦୁଃଖ ସେହି ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ। ଯିଏ ଘରର ସମସ୍ତ କାର୍ଯ୍ୟ କରିବା ସହିତ ସମସ୍ତଙ୍କର ଯତ୍ନ ନେଇଥାଏ। କିନ୍ତୁ କିଛି କାମ ଏପରି ରହିଥାଏ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ କେବେହେଲେ ଘରକୁ ଆସି ନଥାନ୍ତି। କୁହାଯାଏ କି ଗୋଟିଏ ନାରୀ ହିଁ ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ଏବଂ ନର୍କ ମଧ୍ୟ କରିଦେଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ୫ଟି କାମ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ସମୟ ଯେତେ ଆଗକୁ ଚାଲି ଯାଇଥିଲେ ମଧ୍ୟ ହିନ୍ଦୁଧର୍ମରେ ନିୟମ ଅନୁଯାୟୀ ବ୍ୟକ୍ତିର ଜୀବନରୁ ଆରମ୍ଭ କରି ସମସ୍ତ ତଥ୍ୟ ରହିଥାଏ। ସେହି ହିନ୍ଦୁଧର୍ମର ଗ୍ରନ୍ଥକୁ ନେଇ ଏହି ତଥ୍ୟକୁ ଜାଣିବା।

 ଝାଡୁକୁ ଗୋଡ଼ରେ ମାଡୁବା:- ଯେଉଁ ଘରେ ଝାଡୁକୁ ଗୋଡ଼ରେ ମାଡ଼ିଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀ ରହି ନଥାନ୍ତି। ସେହି ଘରେ ସର୍ବଦା ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ। କୁହାଯାଏ କି ଝାଡୁର ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି।

ଚୁଲା ଉପରେ ଅଇଁଠା ବାସନ ରଖିବା:- ଯଦି ଆପଣ ମାନଙ୍କ ଘରେ ସ୍ତ୍ରୀ ଲୋକମାନଙ୍କର ଏପରି ଅଭ୍ୟାସ ରହିଥାଏ, ରାତିରେ ଅଇଁଠା ବାସନକୁ ରଖି ଶୋଇଯିବାର ତାହେଲେ ଆଜି ହିଁ ସେହି ଅଭ୍ୟାସକୁ ଦୁରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରହି ନଥାନ୍ତି ଘରକୁ ଦୁଖଃ ଦରିଦ୍ରତା ଆସିଥାଏ।

ଗୋଇଁଠା ମାରି କବାଟ ଖୋଲିବା:- ଯେଉଁ ଘରର ମହିଳାମାନେ ଗୋଇଁଠା ମାରି କବାଟ ଖୋଲି ଥାଆନ୍ତି ବା ବନ୍ଦ କରିଥାନ୍ତି ସେହି ଘର ଉପରେ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ସେହି ଘରେ କେବେହେଲେ ଟଙ୍କା ପଇସା ରହେ ନାହିଁ। ସବୁବେଳେ ଅଭାବ ଅନଟନ ଦେଖାଦେଇଥାଏ।

ଦୁଆର ବନ୍ଧ ଉପରେ ବସି ଖାଇବା:- ଯଦି କାହା ଘରେ ମହିଳା ମାନେ କିମ୍ବା ଘର ପରିବାରର ଅନ୍ୟ କେହି ସଦସ୍ୟ ଦୁଆର ବନ୍ଧ ଉପରେ ବସି ଖାଇଥାନ୍ତି, ତାହା ଘରର ବର୍ବାଦ ହେବାର କାରଣ ହୋଇଥାଏ। ହିନ୍ଦୁଧର୍ମ ଅନୁସାରେ ଏପରି କରିବାକୁ ଅଶୁଭ ବୋଲି ମାନାଯାଏ। ତେବେ ଦୁଆର ବନ୍ଧ ଉପରେ କିମ୍ବା ପାଖରେ ବସି ଖାଆନ୍ତୁ ନାହିଁ।

ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା:- ଆପଣ ମାନେ ଧ୍ୟାନ ଦେବେକି ଭୁଲରେ ମଧ୍ୟ ସନ୍ଧ୍ୟା ସମୟରେ ଝାଡୁ ଦେବେ ନାହିଁ। କେବଳ ପୂଜା କରିବା ସମୟରେ ହିଁ ଝାଡୁ ଦେଇପାରିବେ। ଅନ୍ୟଥା ଅନ୍ୟ ସମୟରେ ଝାଡୁ ଦେବେ ନାହିଁ। ଏଭଳି କରିବା ଦ୍ୱାରା ଘରେ ଦୁଃଖ ଦୁର୍ଦ୍ଦଶା ଲାଗିରହିଥାଏ, କଳହ ଲାଗିରହିଥାଏ।

ତାହେଲେ ବନ୍ଧୁଗଣ ଆପଣ ଏହି ୫ଟି ଜିନିଷ କେବେହେଲେ କରିବେ ନାହିଁ। ଯଦି ଘରେ ଏହିପରି ଭୁଲ କରୁଛନ୍ତି ତେବେ ଆଜିଠାରୁ ହିଁ ବାରଣ କରନ୍ତୁ। 

Powered by Froala Editor

Tags Maa laxmi

Related articles Odisha News Lens 4.1

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ
    ଦେଶ-ଦେଶାନ୍ତର

    କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    15144
    Nov 12, 2026
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...
    ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...

    15148
    Nov 11, 2026
  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧
    ଦେଶ-ଦେଶାନ୍ତର

    ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13679
    Nov 12, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧
    ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    14160
    Nov 11, 2026
  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର
    ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15664
    Nov 12, 2026
  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା
    ଦେଶ-ଦେଶାନ୍ତର

    'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

    15509
    Nov 12, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...
    ବାଣିଜ୍ୟ

    ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...

    14796
    Nov 12, 2026
  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର
    ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13477
    Nov 12, 2026
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ
    ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14464
    Nov 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ''ହାଇଜାକ୍''

    15148
    Nov 11, 2026
  • ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15664
    Nov 12, 2026
  • ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14464
    Nov 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17272
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17975
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17932
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18343
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14214
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15568
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14355
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14424
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    15035
    Nov 01, 2026

ବାଣିଜ୍ୟ

ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

ଏହି ପଦକ୍ଷେପ ଶିକ୍ଷାଦାନକୁ ସୁଦୃଢ଼ କରିବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ସହାୟତା ମାଧ୍ୟମରେ ୧୧୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି

ଭୁବନେଶ୍ୱର, ୧୨/୧୧/୨୦୨୬: ଭାରତର ସର୍ବବୃହତ ଆଲୁମି ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14359
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15577
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14158
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14173
    Nov 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    15144
    Nov 12, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    14160
    Nov 11, 2026
  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13477
    Nov 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In