Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ...

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ...

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ...

  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ...

  • ପୂର୍ବତନ ବାଚସ୍ପତି ଆଣ୍ଡ୍ରି ...

  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ...

  • ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ...

  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ...

  • ଦୈନିକ ପିଅନ୍ତୁ ଏହି ଜୁସ୍‌

ରାଜ୍ୟ
Home ›› ରାଜ୍ୟ ››ବାହାନଗାରେ ଲ୍ୟାଣ୍ଡଫଲ କଲା ବାତ୍ୟା

ବାହାନଗାରେ ଲ୍ୟାଣ୍ଡଫଲ କଲା ବାତ୍ୟା

2021-05-26 06:32:32
14453
Share:
Facebook
Twitter
E-Mail
WhatsApp
Telegram
ବାହାନଗାରେ ଲ୍ୟାଣ୍ଡଫଲ କଲା ବାତ୍ୟା


ଭୁବନେଶ୍ୱର : ବାତ୍ୟା ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି  । ସକାଳ ୯ଟାରୁ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ନେଇ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି  । ବାସୁଦେବପୁରରୁ ବାହାନଗା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ଜାଣିବାକୁ ମିଳିଛି  । ସମ୍ପ୍ରତି ପବନର ବେଗ ୧୩୦ରୁ ୧୪୦ କିମି ରହିଥିବାବେଳେ ପ୍ରବଳ ବର୍ଷା ମଧ୍ୟ ହେଉଛି  ।

ବାତ୍ୟାର ପ୍ରକୋପ ୩ରୁ ୪ ଘଂଟାରହିବ  । ଅର୍ଥାତ ମଧ୍ୟାହ୍ନ ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇଯିବ  । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି  । ବାତ୍ୟା ବାଲେଶ୍ୱର ଠାରୁ ୫୦ କିମି ଦୂରରେ ରହିଥିବାବେଳେ ଧାମରା ଠାରୁ ୪୫ କିଲୋମିଟର ଦୂରରେ ରହିଛି  ।

ଝଟକା ପବନର ବେଗ ୧୫୫ କିମି ରହିଥିବାବେଳେ ଅନେକ ଗଛ ବି ଉପଡ଼ିଯାଇଛି  । ଏଯାବତ ସେଭଳି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଖବର ଆସିପାରିନାହିଁ  । ବାରିପଦାରେ ସର୍ବାଧିକ ବର୍ଷା ହୋଇଥିବାବେଳେ ୩୦୪ ମିମି ରେକଡର଼୍ କରାଯାଇଛି  । ସେହିପରି ଚାନ୍ଦବାଲିରେ ୨୮୮ ମିମି, ରାଜନଗରରେ ୨୭୫ ମିମି ଓ ଏରସମାରେ ୨୭୧ ମିମି ବର୍ଷା ହୋଇଛି  । 

Powered by Froala Editor

Tags Cyclone

Related articles Odisha News Lens 4.1

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14353
    Aug 30, 2025
  • ବିହାର ମୁଖ୍ୟମନ୍ତ୍ରୀଙ୍କ  ବଡ ଘୋଷଣା, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

    14319
    Aug 29, 2025
  •  ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା

    13327
    Aug 30, 2025
  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ
    ଦେଶ-ଦେଶାନ୍ତର

    ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14180
    Aug 29, 2025
  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ
    ଦେଶ-ଦେଶାନ୍ତର

    ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ

    13938
    Aug 30, 2025
  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ
    ଦେଶ-ଦେଶାନ୍ତର

    ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ

    15450
    Aug 30, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ
    ବିଶେଷ

    ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13761
    Aug 30, 2025
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା
    ଦେଶ-ଦେଶାନ୍ତର

    କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13344
    Aug 30, 2025
  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...
    ଦେଶ-ଦେଶାନ୍ତର

    କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...

    13711
    Aug 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ପଟ୍ଟନାୟକ

    13711
    Aug 29, 2025
  • ଦେଶ-ଦେଶାନ୍ତର

    ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14180
    Aug 29, 2025
  • ଦେଶ-ଦେଶାନ୍ତର

    ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

    14319
    Aug 29, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16707
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16809
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17158
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15625
    Apr 03, 2021

ବିଶେଷ

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13761
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14643
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16164
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14326
    Aug 26, 2025
  • ପୃଥିବୀକୁ ପ୍ରଥମେ ଆସିଥିଲା ଏହି ପରିବା

    15416
    Aug 25, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15198
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15681
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14778
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14591
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14643
    Aug 28, 2025
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13344
    Aug 30, 2025
  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ପଟ୍ଟନାୟକ

    13711
    Aug 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In