Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ...

  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ...

  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ...

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ...

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ...

  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ...

ଖେଳ ଖବର
Home ›› ଖେଳ ଖବର ››କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

2023-03-20 18:04:39
20207
Share:
Facebook
Twitter
E-Mail
WhatsApp
Telegram
କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

ୱେଷ୍ଟଇଣ୍ତିଜ୍‌ର ଷ୍ଟାର ସ୍ପିନର୍‌ ସୁନୀଲ ନାରିନ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସୁପର୍‌ ଓଭର୍‌ରେ ମେଡେନ୍‌ ନେଇ ସେ ପୂର୍ବରୁ ରେକର୍ଡ କରିଥିଲେ ।  ଏବେ ପୁଣି ଏକ ବିରଳ କାରନାମା କରି ଦେଖାଇଛନ୍ତି । ସ୍ଥାନୀୟ ଏକ ଲିଗ୍‌ ମ୍ୟାଚ୍‌ରେ ସେ ୭ ଓଭର ବୋଲିଂ କରିଥିବା ବେଳେ ୭ ଓଭର ଯାକ ମେଡେନ୍‌ ହୋଇଛି । କେବଳ ସେତିକି ନୁହେଁ ୭ ଓଭରରେ ନାରିନ୍‌ ୭ଟି ଓ୍ବିକେଟ୍‌ ବି ନେଇଛନ୍ତି ।

ଓ୍ବେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ସୁନୀଲ ନାରିନ୍‌ ଏହି ରେକର୍ଡ କରିଛନ୍ତି । କୁଇନ୍ସ ପାର୍କ କ୍ଲବ୍‌ ପକ୍ଷରୁ ଖେଳୁଥିବା ନାରିନ୍‌ କ୍ଲାର୍କ ରୋଡ୍‌ ୟୁନାଇଟେଡ୍‌ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ନାରିନଙ୍କ ଘାତକ ବୋଲିଂ ବଳରେ ବିପକ୍ଷ ଦଳ ମାତ୍ର ୭୬ ରନ୍‌ରେ ହିଁ ଅଲଆଉଟ୍‌ ହୋଇଯାଇଥିଲା । କୁଇନ୍ସ ପାର୍କ କ୍ଲବ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଥିଲା ୨୬୮ ରନ୍‌ । ଜବାବର ପ୍ରତିପକ୍ଷ କ୍ଲାର୍କ ରୋଡ୍‌ ଟିମ୍‌ ୭୬ ରନରେ ଅଲଆଉଟ୍‌ ହୋଇଯିବାରୁ ନାରିନଙ୍କ ଟିମ୍‌ ୧୯୨ ରନରେ ଜିତିନେଇଥିଲା ।

ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନୀଲ ନାରିନ୍‌ । ପୂର୍ବରୁ ନାରିନ୍‌ଙ୍କୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ମନରେ ଭୟ ଥିବା ବେଳେ ଏବେ ଏହି ରେକର୍ଡ ସେହି ଭୟକୁ ଦ୍ୱିଗୁଣିତ କରିବ । 

Powered by Froala Editor

Tags sunil

Related articles Odisha News Lens 4.1

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର
    ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13866
    Nov 07, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା
    ଦେଶ-ଦେଶାନ୍ତର

    ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13867
    Nov 06, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା
    ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15330
    Nov 06, 2026
  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା
    ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13482
    Nov 07, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...
    ବାଣିଜ୍ୟ

    ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...

    13976
    Nov 07, 2026
  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ
    ଦେଶ-ଦେଶାନ୍ତର

    ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ

    15184
    Nov 07, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15776
    Nov 06, 2026
  •  ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ
    ଦେଶ-ଦେଶାନ୍ତର

    ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13535
    Nov 07, 2026
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...
    ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...

    14392
    Nov 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15330
    Nov 06, 2026
  • ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ କୌଣସି କଟକଣା ନାହିଁ: ଇରାନ

    14392
    Nov 05, 2026
  • ଦେଶ-ଦେଶାନ୍ତର

    ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ହତ୍ୟା

    14931
    Nov 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17259
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17960
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17901
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18321
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13866
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14214
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14901
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15880
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15060
    Oct 27, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15330
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14144
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14155
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14423
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13535
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15330
    Nov 06, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13867
    Nov 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In