Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ...

  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ...

  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

  • ଭାରତ ଗସ୍ତରେ ଆସିବେ ନେପାଳ ...

  • ଜରୁରୀ ନଥିଲେ ସୁନା ନ କିଣିବାକୁ ...

  • ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ...

  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ...

  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ...

  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସାମାଜିକ ଗଣମାଧ୍ୟମ ବିଷୟରେ ବଡ଼ କଥା କହିଲେ ମୁଖ୍ୟବିଚାରପତି

ସାମାଜିକ ଗଣମାଧ୍ୟମ ବିଷୟରେ ବଡ଼ କଥା କହିଲେ ମୁଖ୍ୟବିଚାରପତି

2023-03-04 09:09:01
14826
Share:
Facebook
Twitter
E-Mail
WhatsApp
Telegram
ସାମାଜିକ ଗଣମାଧ୍ୟମ ବିଷୟରେ ବଡ଼ କଥା କହିଲେ ମୁଖ୍ୟବିଚାରପତି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ଆମେରିକାନ ବାର୍‌ ଆସୋସିଏସନ (ଏବିଏ) ଇଣ୍ଡିଆ ସମ୍ମିଳନୀ ୨୦୨୩ରେ ‘ଜଗତୀକରଣ ଯୁଗରେ ଆଇନ: ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ବୟ’ ଉପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମତ ରଖି ଏହା କହିଛନ୍ତି। ପ୍ରଧାନ ବିଚାରପତିଙ୍କ ମତରେ ଆମେ ଏବେ ‌ଏପରି ଯୁଗରେ ବଞ୍ଚୁଛେ ଯେଉଁଠି ଲୋକଙ୍କ ସହନଶୀଳତା କମ୍‌, ଧୈର୍ୟ୍ୟ ମଧ୍ୟ କମ୍‌। ଏହାବ୍ୟତୀତ ସାମାଜିକ ଗଣମାଧ୍ୟମ ଯୁଗରେ ‌ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା’ହେଲେ ଟ୍ରୋଲିଂ ବା ସମାଲୋଚନା ଆରମ୍ଭ କରିଦେଉଛନ୍ତି। ମିଛ ଖବରର ପ୍ରସାର ଭିତରେ ସତ ବଳିପଡ଼ୁଛି ବୋଲି ‌ପ୍ରଧାନବିଚାରପତି କହିଛନ୍ତି। ଲୋକମାନେ ସେମାନଙ୍କ ନିଜ ମତଠାରୁ ଭିନ୍ନ ମତ ଓ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ଟ୍ରୋଲିଂ ସମସ୍ୟା ଉପୁଜୁଛି।

ବିଚାରପତି ଭାବେ ଆମେ ଯାହା କିଛି କରୁଛୁ ଟ୍ରୋଲ ହେବାର ଭୟ ରହିଥାଏ। ଏପରିକି ମତ ସହିତ କୌଣସି ପ୍ରକାରେ ଜଡ଼ିତ ନଥିବା ବ୍ୟକ୍ତି ମଧ୍ୟ ଟ୍ରୋଲ କରିପାରନ୍ତି। ସାମାଜିକ ଗଣମାଧ୍ୟମ, ବିଶେଷକରି ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ବିଟରରେ ଟ୍ରୋଲିଂ ସମସ୍ୟା ଗୁରୁତର। ଦୁର୍ବ୍ୟବହାରକୁ ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା ସତ୍ତ୍ବେ ଯେକୌଣସି ବ୍ୟକ୍ତିକୁ ଏଥିରେ ଟାର୍ଗେଟ କରାଯାଇପାରୁଛି।

ଟ୍ରୋଲିଂ ସମସ୍ୟା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ଏକାଧିକ ଥର ଚିନ୍ତାବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହେଉଥିବା ଆକ୍ରମଣକୁ ବିଚାରକୁ ନେଇ ଏହାର ନିୟନ୍ତ୍ରଣ ଆବଶ୍ୟକ ବୋଲି ୨୦୧୭ରେ ସୁପ୍ରିମ କୋର୍ଟ କହିଥିଲେ। ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଗୁଡ଼ିକରେ ଅଧିକ ମହିଳା ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ସେ ନିଶ୍ଚିତ ସମର୍ଥନ କରନ୍ତି। କିନ୍ତୁ ଏହାର ଉତ୍ତର ଟିକେ ଜଟିଳ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Powered by Froala Editor

Tags cheif justice and social media

Related articles Odisha News Lens 4.1

  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ

    15654
    Nov 21, 2026
  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ
    ଦେଶ-ଦେଶାନ୍ତର

    ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15587
    Nov 22, 2026
  • ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    14949
    Nov 22, 2026
  • ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
    ଦେଶ-ଦେଶାନ୍ତର

    ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15498
    Nov 22, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14305
    Nov 22, 2026
  • ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା
    ଦେଶ-ଦେଶାନ୍ତର

    ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା

    13407
    Nov 22, 2026
  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ

    15059
    Nov 21, 2026
  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି
    ଦେଶ-ଦେଶାନ୍ତର

    ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

    14213
    Nov 21, 2026
  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ
    ଦେଶ-ଦେଶାନ୍ତର

    ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ

    14340
    Nov 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ

    15654
    Nov 21, 2026
  • ଦେଶ-ଦେଶାନ୍ତର

    ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା

    13407
    Nov 22, 2026
  • ଦେଶ-ଦେଶାନ୍ତର

    ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ଜାଣନ୍ତୁ କ’ଣ ?

    15031
    Nov 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17302
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18004
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17959
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18373
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15453
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14853
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14479
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15827
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14603
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15770
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14092
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15735
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14360
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା

    13407
    Nov 22, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14305
    Nov 22, 2026
  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15587
    Nov 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In