Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭିନୟରୁ ସନ୍ୟାସ ନେବେନି ଅମିତାଭ

  • ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ...

  • ନୂତନ ଜୋତା ଦେଇ ଡେଲିଭରି ବୟଙ୍କ ମନ ଜିତିଲେ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ...

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ ...

  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ...

  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ...

  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ...

  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

ରାଜ୍ୟ
Home ›› ରାଜ୍ୟ ››ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ ଓଡ଼ିଶା

ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ ଓଡ଼ିଶା

2022-08-05 07:28:47
15165
Share:
Facebook
Twitter
E-Mail
WhatsApp
Telegram
ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ ଓଡ଼ିଶା

ଭୁବନେଶ୍ବର : ନୀତି ଆୟୋଗ ବୈଠକ ଆସନ୍ତା ୭ ତାରିଖରେ ବସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ଏହି ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୩ ଦିନିଆ ଦିଲ୍ଲୀଗସ୍ତରେ ଯିବେ। ଏହି ବୈଠକରେ ଓଡ଼ିଶା ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ। ବଙ୍ଗୋପ ସାଗରର ତଟୀୟ ଅଞ୍ଚଳରେ ଥିବା ଓଡ଼ିଶା ସର୍ବାଧିକ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ଦୀର୍ଘ ୨ ଦଶନ୍ଧି ଧରି ଦାବି କରିଆସୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହେବା ପରଠାରୁ ଓଡ଼ିଶା ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କରିଆସୁଛି। ଏଥର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫୋକସ୍‌ ଷ୍ଟେଟ୍‌ ସହିତ ରାଜ୍ୟରେ ରେଳ ସାନ୍ଧ୍ରତା ବୃଦ୍ଧି, କୋଇଲା ଓ ଖଣିଜ ସମ୍ପଦରେ ରାଜଭାଗ ବଢାଇବା, ଦୁର୍ଗମ ଅଞ୍ଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ଏକାଧିକ ଦାବି ଦୋହରାଇବେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ନିତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସମସ୍ୟା ସହ ଭିତ୍ତିଭୂମି ନିର୍ମାଣ ଲାଗି ରହିଥିବା ଆବଶ୍ୟକତା ସଂପର୍କରେ କେନ୍ଦ୍ରକୁ ଅବଗତ କରାଇବା ସହିତ ଅଧିକ ପାଣ୍ଠି ଦେବାକୁ ଦାବି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ଦାବି ଅନୁଯାୟୀ, ନୀତି ଆୟୋଗ ଜରିଆରେ ପାଣ୍ଠି ପ୍ରଦାନ ଲାଗି କେନ୍ଦ୍ରକୁ ସୁପାରିସ କରିବା ସହ ଯୋଜନା ପ୍ରସ୍ତୁତ କରିଥାନ୍ତି।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

    15679
    Sep 16, 2026
  • ଅଭିନୟରୁ ସନ୍ୟାସ ନେବେନି ଅମିତାଭ
    ମନୋରଞ୍ଜନ

    ଅଭିନୟରୁ ସନ୍ୟାସ ନେବେନି ଅମିତାଭ

    15191
    Sep 17, 2026
  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍
    ଦେଶ-ଦେଶାନ୍ତର

    ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    14166
    Sep 16, 2026
  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13587
    Sep 16, 2026
  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ
    ଦେଶ-ଦେଶାନ୍ତର

    ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ

    14227
    Sep 16, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    14068
    Sep 16, 2026
  • ନୂତନ ଜୋତା ଦେଇ ଡେଲିଭରି ବୟଙ୍କ ମନ ଜିତିଲେ ଯୁବକ
    ଦେଶ-ଦେଶାନ୍ତର

    ନୂତନ ଜୋତା ଦେଇ ଡେଲିଭରି ବୟଙ୍କ ମନ ଜିତିଲେ ଯୁବକ

    15404
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ,  ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା
    ବାଣିଜ୍ୟ

    EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15025
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ...

    14807
    Sep 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    14068
    Sep 16, 2026
  • ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13587
    Sep 16, 2026
  • ଦେଶ-ଦେଶାନ୍ତର

    ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    14166
    Sep 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17098
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17781
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18171
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14567
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16189
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14718
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14027
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14835
    Aug 31, 2026

ବାଣିଜ୍ୟ

EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

କର୍ମଚାରୀଙ୍କ ଦୀର୍ଘମିଆଦୀ ସଞ୍ଚୟ ପାଇଁ ଲାଗୁ ହେଉଥିବା ଦରମା ସୀମାକୁ କେନ୍ଦ୍ର ସରକାର ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଛନ୍ତି। ଏହାଦ୍ୱାରା ଆଉ ୫୧ ଲକ୍ଷରୁ ଅଧିକ କର୍ମଚାରୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)ରେ ସାମିଲ ହେବେ।

ସରକାର କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ EPFOର ଦରମା ସୀମାରେ ...

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    14807
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14647
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14317
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14082
    Sep 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ

    14227
    Sep 16, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    14068
    Sep 16, 2026
  • ଅଭିନୟରୁ ସନ୍ୟାସ ନେବେନି ଅମିତାଭ

    15191
    Sep 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In