Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ବିଶେଷ
Home ›› ବିଶେଷ ››ମହିଳାଙ୍କ ଆତ୍ମରକ୍ଷା ପାଇଁ ଟିପ୍ସ....

ମହିଳାଙ୍କ ଆତ୍ମରକ୍ଷା ପାଇଁ ଟିପ୍ସ....

2022-05-21 04:22:48
14081
Share:
Facebook
Twitter
E-Mail
WhatsApp
Telegram
ମହିଳାଙ୍କ ଆତ୍ମରକ୍ଷା ପାଇଁ ଟିପ୍ସ....

ଝିଅମାନଙ୍କ ପ୍ରତି ବଢ଼ୁଥିବା ସମସ୍ୟା ଓ ନିର୍ଯାତନାକୁ ଦୃଷ୍ଟିରେ ରଖି ଏବେ ଆତ୍ମରକ୍ଷା ବିଷୟରେ ଅଧିକ ସଚେତନ କରାଯାଉଛି । ଏହିସବୁ ଘଟଣାରୁ ରକ୍ଷା ପାଇବାକୁ ହେଲେ ଆତ୍ମରକ୍ଷା କୌଶଳ ସହିତ ଆଉ କିଛି ସୁରକ୍ଷା ଦିଗପ୍ରତି ମଧ୍ୟ ସେମାନେ ସଚେତନ ହେବା ଜରୁରୀ….

ଦିନ ଥିଲା ମହିଳା କେବଳ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ। କିନ୍ତୁ ସମୟ ସଙ୍ଗେ ତାଳଦେଇ ସେମାନେ ଏବେ କେଉଁ ସ୍ଥାନରେ ପହଞ୍ଚତ୍ଲେଣି ତାହା କହିବା ଅନାବଶ୍ୟକ। ବିଭିନ୍ନ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇ ନାରୀ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି। ହେଲେ ନାରୀ ନିର୍ଯାତନା ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଅନେକ ମହିଳା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି କି କେତେକେ ଏପରି ଲାଞ୍ଛନା ସହି ନ ପାରି ମୃତ୍ୟୁକୁ ଶେଷ ଠିକଣା ଭାବରେ ବାଛି ନେଉଛନ୍ତି। କିନ୍ତୁ ଆଜିକାଲିର ହାଇଟେକ୍‌ ଯୁଗରେ ଅନେକ ତରୁଣୀ ଆତ୍ମରକ୍ଷା ପ୍ରତି ସଚେତନ ହେଲେଣି। ଜୁଡୋ, କରାଟେ ଶିଖିବା ବ୍ୟତୀତ ଆତ୍ମରକ୍ଷାର କୌଶଳକୁ ସେମାନେ ଆପଣେଇ ନେଉଛନ୍ତି। କେବଳ ସେତିକି ନୁହେଁ, ଆକ୍ରମଣ ସମୟରେ ସେମାନେ ଏପରି ଉପାୟକୁ ଉପଯୋଗ କରି ନିଜକୁ ସୁରକ୍ଷା ଦେଇପାରୁଛନ୍ତି। ବର୍ତ୍ତମାନ ଛାତ୍ରୀମାନଙ୍କୁ ନିଜର ଆତ୍ମରକ୍ଷା ବିଷୟରେ ଅଧିକ ସଚେତନ କରାଯାଉଛି। ଏବେ ଦିନକୁ ଦିନ ଝିଅମାନେ ନିର୍ଯାତନାର ଶିକାର ହେଉଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାର କାରଣ ପାଲଟିଗଲାଣି। ଏହିସବୁ ଘଟଣାରୁ ରକ୍ଷା ପାଇବାକୁ ହେଲେ ଆପଣ ନିଜ ଝିଅକୁ କିଛି ସୁରକ୍ଷା ଟିପ୍ସ ଦେଇପାରିବେ। ଏହି ଟିପ୍ସ ତାକୁ ସାହସ ଦେବା ସହ ସୁରକ୍ଷା ବି ଦେଇପାରିବ। ତେବେ ଆତ୍ମରକ୍ଷା କୌଶଳ ଜଣା ଥିଲେ ମଧ୍ୟ ଆଉ କେତୋଟି ଦିଗ ପ୍ରତି ସଚେତନ ରହିବା ନିହାତି ଜରୁରୀ। ସେ ସମ୍ପର୍କରେ ଟିପ୍ସ..

ଅପରିଚିତ ବ୍ୟକ୍ତିବିଶେଷଙ୍କଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ଯେଉଁମାନଙ୍କୁ ଚିହ୍ନିନାହାନ୍ତି ସେମାନଙ୍କ ସମ୍ମୁଖରେ ନିଜର ସମସ୍ୟା ବିଷୟରେ ଆଲୋଚନା କଲେ ହୁଏତ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟକ୍ତି ବିଭିନ୍ନ ଉଦାହରଣ ଦେଇ ହୁଏତ ପ୍ରଲୋଭିତ କରିବାକୁ ଚେଷ୍ଟା କରିପାରନ୍ତି। ଏଭଳି କଥାଠାରୁ ଯେତେ ଦୂରେଇ ରହିବେ ସେତେ ଭଲ। ଅଚିହ୍ନା ବ୍ୟକ୍ତିଙ୍କଠାରୁ କିଛି ଗିଫ୍ଟ ,ମିଠା, ଚକୋଲେଟ୍‌ କେବେ ବି ଗ୍ରହଣ କରନ୍ତୁ ନାହିଁ କିମ୍ବା ତାଙ୍କ ସହିତ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ। ଏକୁଟିଆ ଠିଆ ହୋଇଥିବା ମହିଳାଙ୍କୁ ଦେଖି କେତେକେ ଲିଫ୍ଟ ଦେବାକୁ ପଛାଇ ନ ଥାନ୍ତି। ତେବେ ଏପରି ଅନୁରୋଧକୁ ଏଡ଼ାଇ ଦିଅନ୍ତୁ। ନ ହେଲେ ଆପଣ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବା ଯଥେଷ୍ଟ ଆଶଙ୍କା ରହିଛି।

ଆପଣଙ୍କ ସହ ବଳ ପ୍ରୟୋଗ କରିବାକୁ ଚେଷ୍ଟା କଲେ ଉପସ୍ଥିତ ବୁଦ୍ଧି ଖଟାନ୍ତୁ। ଆପଣ ଜୋରରେ ପାଟି କରନ୍ତୁ ଓ ଘଟଣାସ୍ଥଳରୁ ଜୋର୍‌ରେ ଦୌଡ଼ିବାକୁ ଚେଷ୍ଟା କରନ୍ତୁ। ଯଦି ସେହି ବ୍ୟକ୍ତି କୌଣସି କାର୍‌ କିମ୍ବା ବାଇକ୍‌ରେ ଆସିଛି ତେବେ ପ୍ରଥମେ ତାହାର ନମ୍ବର ମନେରଖିବାକୁ ଚେଷ୍ଟା କରନ୍ତୁ। କାରଣ ଏହାଦ୍ୱାରା ସେହି ବ୍ୟକ୍ତିଙ୍କୁ ଧରିବା ସହଜ ହୋଇଥାଏ।
ସ୍ଥାନରେ ଅଧିକ ସମୟ କାହାକୁ ଅପେକ୍ଷା କରନ୍ତୁ ନାହିଁ।
ବଜାର କିମ୍ବା ଗହଳି ସ୍ଥାନରେ ଠିଆ ହୁଅନ୍ତୁ। କାହା ସହ ଗପନ୍ତୁ ନାହିଁ କିମ୍ବା ନିଜର ଦୁର୍ବଳତା ଶେୟାର କରନ୍ତୁ ନାହିଁ। ସୋସିଆଲ ମିଡିଆ ବନ୍ଧୁତା ସ୍ଥାପନ କରିବାର ଏକ ସହଜ ମାଧ୍ୟମ ସାଜିଛି। ତେବେ ଏ କ୍ଷେତ୍ରରେ ବନ୍ଧୁତା ସୃଷ୍ଟି କରୁଥିଲେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟକ୍ତିଙ୍କୁ କଦାପି ନିଜର ଫୋନ୍‌ ନମ୍ବର ଦିଅନ୍ତୁ ନାହିଁ। କେଉଁଠି ଏକୁଟିଆ ଅଛନ୍ତି ଏବଂ ଅସୁବିଧାରେ ପଡିଛନ୍ତି ତେବେ ନିଜ ପରିବାର ଏବଂ ପରିଚିତ ଲୋକଙ୍କ ସହ ଫୋନ୍‌ରେ ଯୋଗାଯୋଗ କରନ୍ତୁ।

-ବିଳମ୍ବିତ ରାତ୍ରିରେ କଦାପି ଏକୁଟିଆ ଫେରନ୍ତୁ ନାହିଁ।

-ଯଦି ବାହାରକୁ ଯାଇଛନ୍ତି ତେବେ ସ୍ଥାନୀୟ ପୋଲିସ ଷ୍ଟେଶନ ଏବଂ ସେଠାକାର ଆପଣଙ୍କର ପରିଚିତ ବ୍ୟକ୍ତିଙ୍କର ଠିକଣା ଏବଂ ଫୋନ୍‌ ନମ୍ବର ପକେଟ ଡାଏରି କିମ୍ବା ମୋବାଇଲରେ ଟିପି ରଖନ୍ତୁ।

-ସବୁବେଳେ ନିଜର ଆତ୍ମବିଶ୍ୱାସ ଦୃଢ଼ ରଖନ୍ତୁ। କୌଣସି ପରିସ୍ଥିତିର ସାମ୍‌ନା କଲେ ବିଚଳିତ ନ ହୋଇ ସେଥିରୁ କିପରି ନିଜକୁ ମୁକୁଳାଇବେ ସେ ନେଇ ଚିନ୍ତା କରନ୍ତୁ।

-ଏବେ ଅନେକ ସ୍ଥାନରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ସେହି ସଂସ୍ଥା ସହ ଯୋଗାଯୋଗ କରି ଏହାର ଉପାୟ ଶିଖି ନିଅନ୍ତୁ।

-ଯଦି ଆପଣ ଏକା ଠିଆ ହୋଇଛନ୍ତି ଆଉ ଆପଣଙ୍କ ନିକଟରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ନେଇ ମନରେ କିଛି ସନ୍ଦେହ ସୃଷ୍ଟି ହେଉଛି, କିପରି କୌଶଳ କରି ସେଠାରୁ ନିଜକୁ ଯେତେ ଶୀଘ୍ର ଦୂରେଇ ନିଅନ୍ତୁ।
ପିଲାଚୋରି ହେଉଛି ତେଣୁ ଛୋଟ ପିଲାଙ୍କୁ କଦାପି ଏକୁଟିଆ ବାହାରକୁ ଛାଡ଼ନ୍ତୁ ନାହିଁ। ଯଦି ପିଲା ବାହାରେ ଖେଳୁଛି ତେବେ ତା’ ଉପରେ ନଜର ରଖନ୍ତୁ।

Powered by Froala Editor

Tags Self defence

Related articles Odisha News Lens 4.1

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14861
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15192
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15175
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14726
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14808
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14293
    Oct 08, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15127
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14834
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13549
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15127
    Oct 08, 2026
  • ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14293
    Oct 08, 2026
  • ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15192
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14405
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14510
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15523
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14196
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15933
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14483
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15206
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14012
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15392
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15192
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ କରନ୍ତୁ ଏହା

    14808
    Oct 08, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15127
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In