Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ...

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ...

  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ...

  • ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମହିଳାଙ୍କୁ ରାସ୍ତାରେ ଗୋଇଠା ଚାପୁଡା ମାରିଲେ ଏହି ବ୍ୟକ୍ତି

ମହିଳାଙ୍କୁ ରାସ୍ତାରେ ଗୋଇଠା ଚାପୁଡା ମାରିଲେ ଏହି ବ୍ୟକ୍ତି

2022-05-16 14:16:53
14769
Share:
Facebook
Twitter
E-Mail
WhatsApp
Telegram
ମହିଳାଙ୍କୁ ରାସ୍ତାରେ ଗୋଇଠା ଚାପୁଡା ମାରିଲେ ଏହି ବ୍ୟକ୍ତି

ଜଣେ ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ଗୋଇଠା ଚାପୁଡା ମାରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମହିଳାଙ୍କ ପଡ଼ୋଶୀ ମହାନ୍ତେଶ। ଏହି ସମ୍ବେଦନଶୀଳ ଘଟଣା ବେଙ୍ଗାଲୋରୁର ବିନାୟକ ନଗରରରୁ ଆସିଛି।

ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣକ ମହିଳାଙ୍କୁ ଗୋଇଠା ମାରୁଛନ୍ତି। ମହିଳା ନିଜକୁ ରକ୍ଷା କରିବା ପାଇଁ ପ୍ଲାଷ୍ଟିକ ଚେୟର ଉଠାଇ ପ୍ରତିରୋଧ କରୁଥିବା ବେଳେ ବ୍ୟକ୍ତିଜଣକ ଆହୁରି ପିଟିଥିଲେ। ଏହି ଦୃଶ୍ୟକୁ ସେଠାରେ ଥିବା ଲୋକେ ଭିଡିଓ ସୁଟ୍ କରିଥିଲେ। ବ୍ୟକ୍ତିଗତ ଶତ୍ରୁତାକୁ ଉଭୟଙ୍କ ମଧ୍ୟରେ କଳହ ଉପୁଜି ଥିଲା। ଦୁହିଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିବା ପରେ ବ୍ୟକ୍ତି ଜଣକ ସମ୍ପୃକ୍ତ ମହିଳାଙ୍କୁ ମାଡ଼ ମାରିଥିବା ପୁଲିସ କହିଛି। ତେବେ ସର୍ବସାଧାରଣରେ ଜଣେ ମହିଳାଙ୍କ ପ୍ରତି ଏମିତି ବ୍ୟବହାରକୁ ସୋଶାଲ ମିଡିଆରେ ତୀବ୍ର ନିନ୍ଦା କରାଯାଇଛି। ଏପରିକି ଘଟଣା ସର୍ବସମ୍ମଖରେ ଘଟୁଥିଲେ ମଧ୍ୟ କେହି ମହିଳାଙ୍କୁ ବଞ୍ଚାଇବାକୁ ଆସି ନଥିଲେ।

Powered by Froala Editor

Tags attack

Related articles Odisha News Lens 4.1

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’
    ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14549
    Sep 14, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13564
    Sep 15, 2025
  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ
    ଦେଶ-ଦେଶାନ୍ତର

    ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13526
    Sep 14, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15503
    Sep 15, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14272
    Sep 15, 2025
  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14112
    Sep 14, 2025
  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ
    ଦେଶ-ଦେଶାନ୍ତର

    ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14853
    Sep 14, 2025
  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’
    ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13756
    Sep 14, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    14988
    Sep 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13756
    Sep 14, 2025
  • ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14549
    Sep 14, 2025
  • ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15503
    Sep 15, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16727
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16827
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17187
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15644
    Apr 03, 2021

ବିଶେଷ

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13689
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14503
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15777
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15528
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14528
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14915
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14334
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15569
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15231
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14112
    Sep 14, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15503
    Sep 15, 2025
  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13526
    Sep 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In