Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ...

  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ...

  • ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ...

  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ...

  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ...

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ...

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

ରାଜ୍ୟ
Home ›› ରାଜ୍ୟ ››ଅଭିଯୁକ୍ତ କହିଲା, ‘ମୋତେ ଭଲ ଲାଗିଲାନି ବୋଲି, ମୁଁ ରୋଷଘର ଚୁଲି ଭାଙ୍ଗିଦେଲି’

ଅଭିଯୁକ୍ତ କହିଲା, ‘ମୋତେ ଭଲ ଲାଗିଲାନି ବୋଲି, ମୁଁ ରୋଷଘର ଚୁଲି ଭାଙ୍ଗିଦେଲି’

2022-04-06 06:49:36
15039
Share:
Facebook
Twitter
E-Mail
WhatsApp
Telegram
ଅଭିଯୁକ୍ତ କହିଲା, ‘ମୋତେ ଭଲ ଲାଗିଲାନି ବୋଲି, ମୁଁ ରୋଷଘର ଚୁଲି ଭାଙ୍ଗିଦେଲି’


ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଅଜଣା ଜାଗାରେ ଜେରା କରୁଛି ପୁଲିସ୍‌ । ପୁରୀର ଏକ ଗୁପ୍ତ ସ୍ଥାନରେ ସମ୍ପୃକ୍ତ ସନ୍ଦିଗ୍ଧକୁ ପଚରାଉଚରା ଚାଲିଥିବା ବେଳେ ପୁରୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଖୋଦ ଏସପି କନୱର ବିଶାଳସିଂ ମଧ୍ୟ ପଚରାଉଚୁରା କରୁଥିବା ଜଣାଯାଇଛି  । ତେବେ ସନ୍ଦିଗ୍ଧ ଜଣକ ଏବେ ଚୁଲି ଭାଙ୍ଗିଥିବା ନେଇ ସ୍ୱୀକାର କରିଛି  । ସେ କହିଛିଯେ, ‘ମୋତେ ଭଲ ଲାଗିଲାନି ବୋଲି, ମୁଁ ରୋଷଘର ଚୁଲି ଭାଙ୍ଗିଦେଲି’  । ତେବେ ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି ନା ଏହି ଷଡଯନ୍ତ୍ର ପଛରେ ଆଉ କାହା ହାତ ଅଛି ତାହା ଜାଣିବାକୁ ପୁଲିସ ତନାଘନା କରିଛି  ।

ଅଟକ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ବୋଲି କୁହାଯାଉଛି  । ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ପୁଲିସ୍‌  । ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା । ଏ ସମ୍ପର୍କରେ ଖବର ପାଇ ପୁରୀ ପୁଲିସ୍‌ ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରିଥିବା ଜଣାପଡିଛି । ସିଂହଦ୍ୱାର ଥାନା ଇନଚାର୍ଜ ତଥା ଟାଉନ ଥାନା ଆଇଆଇସି ଏବଂ ବାସେଳି ସାହି ଥାନା ଆଇଆଇସି ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରି  ପୁରୀ ଆଣିଥିଲେ ।  

ଘଟଣା ଦିନ ରାତି ଗୋଟାଏ ପାଞ୍ଚ ମିନିଟରେ ବାଇଶି ପାହାଚ ପାର୍ଶ୍ୱରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ଘର ପାଖରେ ପହଁଚିଥିଲା ସନ୍ଦିଗ୍ଧ ଯୁବକ । ରାତି ଗୋଟାଏ ଛଅ ମିନିଟ୍‌ ସମୟରେ ସେ ପାଟ ଅଗଣା ଭିତରକୁ ଯାଇଥିଲା । ସେଠାରୁ ସେ ଗାରଦ ପାହଚ ଦେଇ ନାଟମଣ୍ଡପର ପୋଖରିଆ ଭିତରକୁ ଯାଇଥିଲା । ତା’ପରେ ସେ ସେଠାରୁ ଗରୁଡ ସ୍ତମ୍ଭ ଦେଇ ମୁଦୁଲି ଦୁଆର ବାଟେ ଚାଲି ଯାଇଥିଲା ।

ତେବେ ରାତି ପ୍ରାୟ ଗୋଟାଏ ୧୬ରୁ ୧୭ ମିନିଟ୍‌ ସମୟରେ ଚୁଲି ଭଙ୍ଗା ଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ । ଠିକ୍‌ ସେହି ସମୟ ଭିତରେ ଅର୍ଥାତ ରାତି ପ୍ରାୟ ଗୋଟାଏ ୨୭ ମିନିଟ୍‌ ସମୟରେ ୩ ଜଣ ଜେଟିପି ସମ୍ପୃକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ସମ୍ମୁଖରେ ଛାଡି ଦେଇଥିଲେ । ତା’ପରେ ସେ ଫେରାର ହୋଇଥିଲା । ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା । ଏହାପରେ ପୁଲିସ୍‌ ତନାଘନା ଚଳାଇ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଛି ।

Powered by Froala Editor

Tags Shree mandir

Related articles Odisha News Lens 4.1

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା
    ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13574
    Nov 07, 2026
  • ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ
    ଦେଶ-ଦେଶାନ୍ତର

    ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

    14263
    Nov 08, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15865
    Nov 06, 2026
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ
    ଦେଶ-ଦେଶାନ୍ତର

    ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ

    14770
    Nov 08, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା
    ଦେଶ-ଦେଶାନ୍ତର

    ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13957
    Nov 06, 2026
  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ
    ଦେଶ-ଦେଶାନ୍ତର

    ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ

    15276
    Nov 07, 2026
  •  ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ
    ଦେଶ-ଦେଶାନ୍ତର

    ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13639
    Nov 07, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...
    ବାଣିଜ୍ୟ

    ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...

    14057
    Nov 07, 2026
  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି
    ଦେଶ-ଦେଶାନ୍ତର

    ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି

    15057
    Nov 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13574
    Nov 07, 2026
  • ଦେଶ-ଦେଶାନ୍ତର

    ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

    14263
    Nov 08, 2026
  • ଦେଶ-ଦେଶାନ୍ତର

    ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ

    14770
    Nov 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17261
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17962
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17904
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18324
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13960
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14304
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14912
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15892
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15071
    Oct 27, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15413
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14146
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14156
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14425
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13957
    Nov 06, 2026
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ

    14770
    Nov 08, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15865
    Nov 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In