Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ...

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ ...

ରାଜ୍ୟ
Home ›› ରାଜ୍ୟ ››ଆଇଏଏସସ୍ତରରେ ଅଦଳବଦଳ

ଆଇଏଏସସ୍ତରରେ ଅଦଳବଦଳ

2022-04-03 06:06:12
14288
Share:
Facebook
Twitter
E-Mail
WhatsApp
Telegram
ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସସ୍ତରରେ ଏକ ଛୋଟ ଧରଣଣ ଅଦଳବଦଳ କରିଛନ୍ତି ।  ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ସହ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରିଷନ କୁମାର ଡେପୁଟେସନରେ ଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦ ଫାଙ୍କା ପଡିଥିଲା । ଶ୍ରୀମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଚାଲିଥିବାବେଳେ ଏବେ ଦାୟିତ୍ୱ ତୁଲାଇବେ ବୀର ବିକ୍ରମ ଯାଦବ ।

୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ପୂର୍ବରୁ ତାଙ୍କୁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

 ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ନିକୁଞ୍ଜ କିଶୋର ସୁନ୍ଦରରାୟ । ୧୯୮୭ ବ୍ୟାଚର ନିକୁଞ୍ଜଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ମୋନା ଶର୍ମା । 

ସେହିପରି ୧୯୮୯ ବ୍ୟାଚର ଅଫିସର ସଞ୍ଜୀବ ଚଢ଼ାଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ସଞ୍ଜୀବ ଚଢ଼ା । ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ହେଲେ ଶୁଭମ ସକସେନା । ୨୦୧୩ ବ୍ୟାଚର ଶୁଭମ ଖାଦ୍ୟ ଯୋଗାଣ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।

Powered by Froala Editor

Tags IAS

Related articles Odisha News Lens 4.1

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ
    ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13664
    Oct 27, 2026
  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ
    ଦେଶ-ଦେଶାନ୍ତର

    ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ

    15256
    Oct 27, 2026
  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14197
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13373
    Oct 27, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....
    ବିଶେଷ

    ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14433
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14521
    Oct 27, 2026
  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
    ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15009
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    14964
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15166
    Oct 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13664
    Oct 27, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14197
    Oct 27, 2026
  • ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15009
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17226
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17918
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17867
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18289
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14433
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15837
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14879
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15613
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15773
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15776
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14282
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15125
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14823
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13664
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13373
    Oct 27, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14433
    Oct 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In