Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ...

  • ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ...

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ...

  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ...

  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ...

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ...

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ...

  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ ...

ରାଜ୍ୟ
Home ›› ରାଜ୍ୟ ››ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ

ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ

2022-02-17 08:24:40
14992
Share:
Facebook
Twitter
E-Mail
WhatsApp
Telegram
ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ


ରାଜ୍ୟରେ ହାତୀ-ମଣିଷ ଦ୍ଵନ୍ଦ କୁ ନେଇ ବନ କର୍ମଚାରୀ ମାନେ ସବୁ ବେଳେ ନିନ୍ଦିତ ହେଉଥିବା ବେଳେ, କିଛି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ମାନେ ଜୀବନ କୁ ବାଜି ଲଗେଇ ଗାଁ ଗହଳି ରେ ଉଭୟ ହାତୀ ଓ ଜନ ସାଧରଣଙ୍କ ସୁରକ୍ଷା ପାଇଁ ନିରବିଚ୍ଛିନ୍ନ ଭାବରେ କାମ କରିଚାଲିଛନ୍ତି ।

ରେଢ଼ାଖୋଲ ବନ ଖଣ୍ଡ ରୁ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଠି, ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୁରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀ କୁ କେବଳ ମଶାଲ ଦେଖେଇ ଜଙ୍ଗଲ ଜଙ୍ଗଲକୁ ଘଉଡେଇବା ପାଇଁ ସକ୍ଷମ ହେଇଛନ୍ତି । ଗାର୍ଡ ଜଣଙ୍କ ହେଲେ ଚିତ୍ତ ରଞ୍ଜନ ମିରି । ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଦେଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କର ହାତୀ ସ୍କ୍ବାଡ଼ ର କିଛି ୱାଚର ଙ୍କୁ ଧରି ଘଟଣା ସ୍ଥଳରେ ପହଁଚିଲେ । ପ୍ରଥମେ ଗାଁ ଲୋକଙ୍କୁ ସେହି ସ୍ଥାନକୁ ଛାଡିବା ପାଇଁ ବାରଣ କରାଗଲା । ସବୁ ଲୋକେ ସ୍ଥାନ ଛାଡି ଯିବା ପରେ ହାତୀ ଙ୍କୁ ଘଉଡେଇବା କାର୍ଯ୍ୟକ୍ରମ ଆରମ୍ଭ କଲେ ଚିତ୍ତ । ଆଗରୁ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଅନୁସାରେ ଆଉ ହାବେଳି ବା ରକେଟ ବାଣ ବ୍ୟବହାର ମନା ହୋଇଥିବାରୁ, ହାତୀ ଘଉଡେଇବା ପାଇଁ ଚିତ୍ତ ନିଜେ ଗୋଟିଏ 10/12 ଫୁଟ ଲମ୍ବର ମଶାଲ ଧରିଲେ ଏବଂ ସାଙ୍ଗରେ ଆଉ ଜଣେ ଲୋକ ମଧ୍ୟ ଅନ୍ୟ ଏକ ମଶାଲ ଧରିଥିଲେ । ମାତ୍ର 5 ଜଣ ଲୋକଙ୍କୁ ଧରି ଚିତ୍ତ ରଞ୍ଜନ ନିଜର ଅପରେସନ ଆରମ୍ଭ କଲେ ।

ତେବେ ଫସଲ ଖାଇବା ରୁ ଘଉଡେଇବା ବେଳେ ଦନ୍ତା ହାତୀ ଟି ଲୋକଙ୍କ ଆଡକୁ ମାଡି ଆସିଥିଲା । ଚିତ୍ତ ରଞ୍ଜନ ଙ୍କ ସହିତ ଅନ୍ୟ 4 ଜଣ ଜୀବନ ବଞ୍ଚେଇବା ପାଇଁ ପଛକୁ ଧାଇଁ ଆସିଥିଲେ ମଧ୍ୟ, ସେ କିନ୍ତୁ ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚି ନଥିଲେ । ହାତୀ ଟି ଭୟଙ୍କର ରୁପ ଧରି ମାଡି ଆସିଥିଲେ ମଧ୍ୟ ଚିତ୍ତ ରଞ୍ଜନ ଅବିଚଳିତ ଭାବରେ ନିଜ ସ୍ଥାନରେ ଛିଡା ହୋଇ ସାହସ ର ସହିତ ହାତୀକୁ ଜଳନ୍ତା ମଶାଲ ଦେଖାଇଥିଲେ । ହାତୀ ମାତ୍ର 15 ଫୁଟ ଦୂର ରେ ହଟାତ ରହିଯାଇଥିଲା । ଏହା ପରେ ଅନ୍ୟ ଏକ ମଶାଲ ଦେଖେଇ ହାତୀ କୁ ଚାଷ ଜମିରୁ ଘଉଡେଇବା ରେ ସକ୍ଷମ ହୋଇଥିଲେ ଚିତ୍ତ ରଞ୍ଜନ । 

ଏଇ ଘଟଣା କୁ ନେଇ ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି କହିଛନ୍ତି "ମୁଁ କିଛି ବାହାଦୁରୀ କାମ କରିନି । ଯାହା ମୋତେ ବନ ବିଭାଗ ତରଫରୁ ଟ୍ରେନିଂ ଦିଆଯାଇଥିଲା ତାକୁ ପାଳନ କରିଛି ମାତ୍ର । ହାତୀ ମାନେ ନିଆଁକୁ ଭୟ କରନ୍ତି, ଏଣୁ ମୁଁ ଜାଣିଥିଲି କି ହାତୀ ଯେତେ ଚାର୍ଜ କଲେ ମଧ୍ୟ ମୋ ପାଖକୁ ଆଦୌ ଆସିବନି" । ତେବେ, ଲୋକଙ୍କ ଭିଡ଼ ଭିତରେ କାମ କରିବା ରେ ସମସ୍ୟା ସୃଷ୍ଟି ହୋଇଯାଏ । ତେଣୁ ଆମେ ହାତୀ ଘଉଡେଇବା କାମ ଆରମ୍ଭ କରିବା ପୂର୍ବରୁ ସବୁ ଲୋକଙ୍କୁ ସେଇ ସ୍ଥାନରୁ ହଟେଇ ଦେଇଥିଲୁ ।

ହାତୀ କୁ ଜଙ୍ଗଲକୁ ଘଉଡେଇ ସାରିବା ପରେ କାମ ସରିଗଲା ବୋଲି ଭାବିନଥିଲେ ଚିତ୍ତ ରଞ୍ଜନ ମ୍ ଘଟଣା ସ୍ଥଳରେ ରହି ସେହି ରାସ୍ତାର ଯିବା ଆସିବା କରୁଥିବା ଲୋକଙ୍କୁ ହାତୀ ଉପସ୍ଥିତି ବିଷୟରେ ସଚେତନ ମଧ୍ୟ କରେଇ ଥିଲେ । ଖାଲି ସେତିକି ନୁହେଁ, ହାତୀଟି ଗାଁ ପାଖ ଜଙ୍ଗଲ ରେ ଥିବା କଥା ମାଇକ୍ ଧରି ଗାଁ ରେ ପ୍ରଚାର ମଧ୍ୟ କରେଇ ଥିଲେ ।

Powered by Froala Editor

Tags Forest guard

Related articles Odisha News Lens 4.1

  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
    ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15318
    Oct 30, 2026
  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ
    ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14562
    Oct 31, 2026
  •  ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13962
    Oct 29, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....
    ବିଶେଷ

    ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15292
    Oct 30, 2026
  •  ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    14950
    Oct 31, 2026
  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା
    ଦେଶ-ଦେଶାନ୍ତର

    ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    13912
    Oct 31, 2026
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14231
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ
    ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14879
    Oct 29, 2026
  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15086
    Oct 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14562
    Oct 31, 2026
  • ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14231
    Oct 29, 2026
  • ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14879
    Oct 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17238
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17938
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17879
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18304
    Sep 06, 2023

ବିଶେଷ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15292
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14856
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16048
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14975
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15710
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16103
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14294
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15137
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14841
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    13912
    Oct 31, 2026
  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13962
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14879
    Oct 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In