୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନେ୍ଦଭାରତ ଏକ୍ସପ୍ରେସ ଟ୍ରେନ
ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ କ’ଣ କହିଲେ ଆସନ୍ତୁ ଜାଣିବା:
-ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ‘ପିଏମ ଗତିଶକ୍ତି’ ଆରମ୍ଭ ହେଉଛି
-ରେଳ, ରୋଡ, ଏୟାରୱେଜ ଓ ୱାଟରୱେଜ ପାଇଁ ପିଏମ ଗତିଶକ୍ତି’
-ଲୋକଙ୍କୁ ନିର୍ବିଘ୍ନ ଯାତାୟାତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି
-୪୦୦ ନୂଆ ବନେ୍ଦଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ
- ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି
- ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି
- ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚାଯାଉଛି
-ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି
- ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି
- ନୀଳାଚଳ ଇସ୍ପାତ ନିଗମ ଲି. ନିବିବେଶ ଚୂଡ଼ାନ୍ତ କରାଯାଉଛି
-ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି
Powered by Froala Editor