Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, September 25, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ ...

  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ...

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ...

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ...

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ...

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ...

  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ...

  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ...

ବିଶେଷ
Home ›› ବିଶେଷ ››ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ ଜାଣନ୍ତୁ.....

ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ ଜାଣନ୍ତୁ.....

2023-09-18 09:37:59
15509
Share:
Facebook
Twitter
E-Mail
WhatsApp
Telegram
ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ ଜାଣନ୍ତୁ.....

ଆମେ ପିଲାଦିନରୁ ଶୁଣୁଛୁ ଯେ “ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା” ।  କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଏଥିରେ ଦେଖିବାକୁ ମିଳୁଛି ଅନିୟମିତତା । ଶରୀରର ଥକାପଣରୁ ମୁକ୍ତି ପାଇବା ଓ ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ରାତିରେ ଶୋଇବା ଏବଂ ସକାଳେ ଉଠିବା ପାଇଁ ଉପଯୁକ୍ତ ସମୟ ଜାଣିବା ମଧ୍ୟ ଜରୁରୀ ଅଟେଟ୍ଟ କିନ୍ତୁ ଜାଣିଛନ୍ତି କି କେତେବେଳେ ଶୋଇବା ଆଉ କେତେବେଳେ ଉଠିବାର ଠିକ୍ ସମୟ । ଆସନ୍ତୁ  ଜାଣିବା

ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଶାରୀରିକ କାର୍ୟ୍ୟକଳାପ ଓ ବୟସ ଅନୁଯାୟୀ ଶୋଇବା ଆବଶ୍ୟକ କରନ୍ତି । ଉଦାହରଣ ସ୍ୱରୂପ, ୩-୧୨ ମାସର ପିଲାମାନେ ୧୨ରୁ ୧୬ ଘଣ୍ଟା ଶୋଇବା ଆବଶ୍ୟକ । ଅନ୍ୟପକ୍ଷରେ, ୧ରୁ ୫ ବର୍ଷର ପିଲାମାନଙ୍କୁ ୧୦ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ, ୯ରୁ ୧୮ବର୍ଷ ବୟସ୍କ ପିଲାମାନଙ୍କୁ ୮ରୁ ୧୦ଘଣ୍ଟା ଏବଂ ୧୮ରୁ ୬୦ବର୍ଷ ବୟସ୍କଙ୍କୁ ୭ରୁ ୮ଘଣ୍ଟା ପର୍ୟ୍ୟାପ୍ତ ନିଦ ଆବଶ୍ୟକ ।

ଯଦି ଜଣେ ବ୍ୟକ୍ତି ଦିନରେ ଯଦି ନିଦ୍ରା ଅନୁଭବ କରୁଛନ୍ତି, ତେବେ ଏହା ଏକ ସଙ୍କେତ ଅଟେ ଯେ ସେ ରାତିରେ ପର୍ୟ୍ୟାପ୍ତ ନିଦ ପାଇନାହାଁନ୍ତି । ନିଦ୍ରାର ଅଭାବ କ୍ରୋଧ, ଭୁଲିଯିବା ଏବଂ ଉଦାସୀନତା ଭଳି ସମସ୍ୟା ସୃଷ୍ଟି କରେ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ ରୋଗ, ମୋଟାପଣ ଏବଂ ଉଦାସୀନତା ଭଳି ରୋଗ ହେବାର ଆଶଙ୍କା ଅଧିକ ।

ଅତ୍ୟଧିକ ଶୋଇବା ଯେତିକି କ୍ଷତିକାରକ ତ’ଠାରୁ କମ୍‌ ଶୋଇବା ଅଧିକ କ୍ଷତିକାରକ । ଯଦି ଆପଣ ୭-୮ ଘଣ୍ଟା ଶୋଇବା ପରେ ମଧ୍ୟ ନିଦ୍ରା ଅନୁଭବ କରନ୍ତି, ତେବେ ଆପଣ ଉଦାସୀନତା, ବିରକ୍ତିକରତା, ହୃଦ ରୋଗ, ଚିନ୍ତା, ନିଦ୍ରା ଆପ୍ନିଆ, ମଧୁମେହ, ମୋଟାପଣ, ଥାଇରଏଡ୍, ଆଜମା ରୋଗରେ ପୀଡିତ ହୋଇପାରନ୍ତି ।

Powered by Froala Editor

Tags sleeping and awakning time

Related articles Odisha News Lens 3.2

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ
    ଦେଶ-ଦେଶାନ୍ତର

    ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13539
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...
    ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...

    13668
    Sep 25, 2023
  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା
    ଅପରାଧ

    ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା

    15571
    Sep 24, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା  : ମନମୋହନ ସାମଲ
    ରାଜନୀତି

    ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13694
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ
    ଦେଶ-ଦେଶାନ୍ତର

    ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14724
    Sep 25, 2023
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍
    ଖେଳ ଖବର

    ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

    13469
    Sep 25, 2023
  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ
    ମନୋରଞ୍ଜନ

    ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13842
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ
    ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13620
    Sep 25, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ
    ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13875
    Sep 25, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା

    15571
    Sep 24, 2023
  • ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13620
    Sep 25, 2023
  • ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13668
    Sep 25, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15227
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15541
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14263
    Apr 03, 2021

ବିଶେଷ

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13875
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13620
    Sep 25, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15580
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    15052
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15542
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14318
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15765
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14139
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14517
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13875
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13668
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14724
    Sep 25, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In