Odisha News Lens

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Thursday, April 22, 2021, Login
  • About
  • Contact

logo

Header Banner

Odisha News Lens

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ...

  • ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ...

  • ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ...

  • ଚାଇନା ରାଜଦୂତ ରହୁଥିବା ହୋଟେଲରେ ...

  • ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

  • ରୋହିତ ଶର୍ମା କହିଁକି ଦେବେ ଜରିମାନା ...

  • ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ...

  • ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ ...

  • ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ ...

ରାଜନୀତି
Home ›› ରାଜନୀତି ››ପ୍ରଚାରକୁ ଓହ୍ଲାଇବେ ନବୀନ

ପ୍ରଚାରକୁ ଓହ୍ଲାଇବେ ନବୀନ

2021-04-06 14:14:52
13930
Share:
ପ୍ରଚାରକୁ ଓହ୍ଲାଇବେ ନବୀନ
ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ବେଶ କମିଛି । ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ପୂରା ଦମରେ ପ୍ରଚାର କାର୍ଯ୍ୟ ଆଗେଇ ନେଉଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ତେବେ ସେ ସିଧାସଳଖ ପିପିଲି ଯାଇ ପ୍ରଚାର କରିବେ ନା ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବେ, ତାହା ସ୍ପଷ୍ଟ ହୋଇ ନାହିଁ । ଗତ ବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନରେ ଭର୍ଚୁଆଲ ପ୍ଲାଟଫର୍ମରେ ନବୀନ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ପିପିଲି ପାଇଁ ବିଜେଡି ସେହି ଧାରାରେ ଯିବ ନା ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି ।
Tags naveen patnaik , chief minister , pipli election

Related articles Odisha News Lens

  • ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ
    ଖେଳ ଖବର

    ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

    14365
    Apr 22, 2021
  • ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ
    ଦେଶ-ଦେଶାନ୍ତର

    ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ

    14064
    Apr 22, 2021
  • ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ତାଙ୍କ କମାଲ
    ଖେଳ ଖବର

    ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ତାଙ୍କ କମାଲ

    13444
    Apr 22, 2021
  • ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୋନିଆ
    ଦେଶ-ଦେଶାନ୍ତର

    ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୋନିଆ

    13667
    Apr 22, 2021
  • ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ଚୋରି
    ଦେଶ-ଦେଶାନ୍ତର

    ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ଚୋରି

    13501
    Apr 22, 2021
  • ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ
    ଖେଳ ଖବର

    ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

    13267
    Apr 22, 2021
  • ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା
    ଦେଶ-ଦେଶାନ୍ତର

    ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା

    15131
    Apr 22, 2021
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ ...
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ ...

    14515
    Apr 22, 2021
  • ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ଆଶା ଭୋସଲେ
    ମନୋରଞ୍ଜନ

    ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ଆଶା ଭୋସଲେ

    14221
    Apr 22, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା

    15131
    Apr 22, 2021
  • ଖେଳ ଖବର

    ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

    13267
    Apr 22, 2021
  • ଖେଳ ଖବର

    ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

    14365
    Apr 22, 2021

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ବିବାହ ବିଳମ୍ବ ହେଉଛି କି? ଜାଣନ୍ତୁ ବାସ୍ତୁ ନିୟମ

    15169
    Apr 22, 2021
  • କିନ୍ନରଙ୍କଠାରୁ ମାଙ୍ଗନ୍ତୁ ଏହି ଜିନିଷ, ବଦଳେଇଦେବ ଆପଣଙ୍କ ଭାଗ୍ୟ

    15357
    Apr 22, 2021
  • ଖାଲି ପେଟରେ ଖାଉଛନ୍ତି କି କଦଳୀ, ହୋଇପାରେ ଏହି ଅସୁବିଧା

    15427
    Apr 22, 2021
  • ନଖ କାମୁଡିବା ହୋଇପାରେ ରୋଗର ଲକ୍ଷଣ

    13431
    Apr 21, 2021
  • ଆପଣାନ୍ତୁ ଏହି ଘରୋଇ ଉପାୟ, ଝାଳ ସମସ୍ୟାରୁ ପାଇବେ ମୁକ୍ତି

    13377
    Apr 21, 2021

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।

...

  • ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

    14650
    Apr 16, 2021
  • ‘ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ’ ଅଭିଯାନ ଅଧୀନରେ ରେକିଟ ଓ ହ୍ୱାଇଟହ୍ୟାଟ ଜୁନିୟର ମଧ୍ୟରେ ସହଭାଗିତା

    15031
    Apr 16, 2021
  • ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

    15417
    Apr 13, 2021
  • ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍‍ ଆସ୍ଥା ପ୍ରକଟକଲା

    14375
    Apr 12, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ଚୋରି

    13501
    Apr 22, 2021
  • ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

    13267
    Apr 22, 2021
  • ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ କୋଭିଡରେ ପରଲୋକ

    13269
    Apr 22, 2021

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens. All rights reserved. in association with Konect.In