ଭୁବନେଶ୍ୱର : ପିପିଲି ଉପନିର୍ବାଚନ ତାରିଖ ପୁଣି ବଦଳିଛି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏବେ ମେ’ ୧୬ରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସେହିପରି ମେ’ ୧୯ରେ ଭୋଟ ଗଣତି କରାଯିବ । ମେ’ ୧୩ରେ ଇ ...
ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇଯାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଏଲିନା ଦାଶ କହିଛନ୍ତି ।
...ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତି ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଭ୍ୟାକସିନ୍ ପଲିସି ଉପରେ ପ୍ରଶ୍ନ ପଚାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀ ଲେଖିଥିବା ଚିିଠିରେ ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଶ୍ନ ପଚରାଯାଇଛି । ସୋନିଆ ଗାନ୍ଧୀ ...
ହରିୟାଣା ଅନ୍ତର୍ଗତ ଜିନ୍ଦ୍ର ‘ପି. ପି. ସେଣ୍ଟର୍ ଜେନେରାଲ୍ ହସ୍ପିଟାଲ୍’ର ଷ୍ଟୋର୍ ରୁମ୍ରୁ ପ୍ରାୟ ୧,୭୧୦ ଡୋଜ୍ ‘କୋଭାକ୍ସିନ୍’ ଏବଂ ‘କୋଭିସିଲ୍ଡ୍’ ଟିକା ଚୋରି ହୋଇଛି । ଚୋରମାନେ ଷ୍ଟୋର୍ରୁମ୍& ...
ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ହୋଟେଲରେ ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦ ...
ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ କୋଭିଡ ଟିକା ଗୁଡ଼ିକ ଆସନ୍ତା ପହିଲାରୁ ଖୋଲା ବଜାରରେ ବିକି୍ର ପାଇଁ ଉପଲବ୍ଧ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ ସେଗୁଡ଼ିକ କୌଣସି ଔଷଧ ଦୋକାନ ବା ଔଷଧ ଗୋଦାମରେ ମିଳିବ ନାହିଁ ବୋଲି ଜଣାଯାଇଛି । କେବଳ ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ହିଁ ତାହା ମିଳିପାରିବ ...
ନୂଆଦିଲ୍ଲୀ:ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । କରୋନା ମାନଚିତ୍ରର ରଙ୍ଗ ଧୀରେ ଧୀରେ ବଦଳିବାରେ ଲାଗିଛି । ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ...
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳରେ ବନ୍ୟ ଜନ୍ତୁ ଶିକାର ହୋଇଥିବା ଖବର ମିଳିଛି । ମହାକାଳପଡ଼ା ବନ୍ୟ ଜୀଵ ବନାଞ୍ଚଳ ଅଧିନ ପେଟଛେ।ଲା ପଂଚାୟତ ଅଧିନ ଲୁଣା ଘେରି ନିକଟ କେନ୍ତିଆ ଛକରେ ଏକ ଅଟୋରୁ ୨୦ କେଜି ହରିଣ ମାଂସ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଚଢ଼ାଉ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭ ...
ହ୍ରିତିକ ରୋଶନ ସପରହିଟ୍ ଗୀତ ‘ଏକ ପଲ୍ କା ଜିନା’ ରେ ଧୁମ୍ ମଚାଇଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସଲେ । ଏଥିରେ ହ୍ରିତିକ୍ଙ୍କୁ ସେ ପୁରା କପି କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ସୋଶାଲ ମିଡିଆରେ ଆଶାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଜୋର୍ ସୋର୍ରେ ଭାଇରାଲ ହେବାରେ ଲାଗିଛି। ...
ଚେନ୍ନାଇ : ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଅଲରାଉଣ୍ଡର ଲିଅମ ଲିଭିଂଷ୍ଟୋନ ଜୈବ ବଳୟ ପାଇଁ ଆଇପିଏଲ ଛାଡ଼ି ଘରକୁ ସୋମବାର ଫେରିଯାଇଛନ୍ତି ବୋଲି ତାଙ୍କ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୈବ ବଳୟ ପରିବେଶରେ ରହିବା କଷ୍ଟକର ଦର୍ଶାଇ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଲିଭିଂଷ୍ଟୋନ ଗତ ୬ ମାସ ହେବ ଜୈବ ବ ...
ଚେନ୍ନାଇ : ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ସୋମବାର ମ୍ୟାଚରେ ରୋହିତଙ୍କ ଦଳ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ ବୋଲିଂ କରିଥିଲା । ଏହି ମ୍ୟାଚକୁ ମଧ୍ୟ ମୁମ୍ବାଇ ୬ ୱିକେଟରେ ହାରିଥିଲା । ଆଇପିଏଲର ଚଳିତ ସଂସ୍କରଣରେ ମୁମ୍ବାଇ ...
ଚେନ୍ନାଇ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ତଥାପି ଟି-ଟ୍ୱେଣ୍ଟି ୨୦ କି୍ରକେଟରେ ଏକ ବ୍ୟକ୍ତିଗତ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ । ଫଟାଫଟ କି୍ରକେଟରେ ରାହୁଲ ବୁଧବା ...
ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତାର ପରବର୍ତ୍ତୀ ମ୍ୟାଚ ଆସନ୍ତା ୨୨ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ଏଥିଲାଗି ଅଧିନାୟକ ବିରାଟ କୋହଲିଙ୍କ ସହ ଦଳୀୟ ଖେଳାଳିମାନେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କଲା ବେଳେ ଏକ ମଜାଦାର ଘଟଣା ଘଟିଥିଲା । ଖେଳାଳିଙ୍କ ମାନସିକ ସୁସ୍ଥତା ଦାୟିତ୍ ...
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଚଳିତ ଆଇପିଏଲରେ ବୋଲିଂରୁ ଦୂରେଇ ରହିଛନ୍ତି । କେବଳ ବ୍ୟାଟ୍ସମ୍ୟାନେ ଭାବେ ଖେଳୁଛନ୍ତି । କାନ୍ଧ ଆହତ ସମସ୍ୟା ଯୋଗୁ ସେ ବୋଲିଂ କରୁନାହାନ୍ତି । ସେ ସମ୍ପୂର୍ଣ୍ଣ ଫିଟ ନ ହେବା ଯାଏଁ ବୋଲିଂ କରିବେନି ବୋଲିଂ ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ ...
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।
...