Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଡାଇବେଟିସ ରୋଗର କାରଣ ଓ ପ୍ରତିକାର, ଜାଣନ୍ତୁ

February 23, 2021February 23, 2021

‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଆସନ୍ତୁ ଜାଣିବା ।

ଡାଇବେଟିସର କାରଣ- ଶରୀରରେ ଅତ୍ୟଧିକ ସର୍କରା ମାତ୍ରା ବଢ଼ିଗଲେ ଆମେ ତାକୁ ଡାଇବେଟିସ ବୋଲି କହିଥାଉ। ବହୁ ପ୍ରକାରର ଡାଇବେଟିସ ରହିଛି, ଯେପରିକି ଟାଇପ-୧, ଟାଇପ-୨ ଓ ଜେଷ୍ଟେସନାଲ । ମୁଖ୍ୟତଃ ଡାଇବେଟିସର ହେବାର କାରଣ ହେଉଛି ଆମ ଖାଦ୍ୟ ପଦାର୍ଥ ଏବଂ ଲାଇଫଷ୍ଟାଇଲ ଚେଞ୍ଜ। କିମ୍ବା ଆମେ ଦୈନନ୍ଦିନ ବ୍ୟାୟମ ନ କରିପାରିବା ଏବଂ ମେଦବହୁଳତା ଓ ବଂଶାନୁଗତ।

ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ। ପ୍ରତିକାର- ଡାଇବେଟିସ ନ ହେବା ପାଇଁ ୪ଟି ମୁଖ ପ୍ରତିକାର ରହିଛି। ପ୍ରଥମିଟି ହେଲା ସଠିକ ଟାଇମ ବା ନିୟମତି ଅନୁସାରା ଖାଇବା ଉଚିତ। ଦ୍ୱିତୀୟଟି ବହୁ ପରିମାଣରେ ବାହାରର ଖାଦ୍ୟ ଯେପରିକି ଫାଷ୍ଟଫୁଡ, ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ। ତୃତୀୟଟି ନିୟମିତ ଭାବ ଦିନକୁ ଅତିକମରେ ୩୦ ମିନିଟ୍ ଯାଏଁ ଚାଲିବା ଉଚିତ। ଚତୁର୍ଥଟି ହେଲା ମାନସିକ ଚିନ୍ତାଠାରୁ ଦୂରେଇ ରହିବା। ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟମ ଡାଇବେଟିସ ଠାରୁ ବ୍ୟକ୍ତିଙ୍କୁ ଦୂରେଇ ରଖିବାରେ ସହାୟକ ହେବ। ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ ଡାଇବେଟିସ ହୋଇଛି ବୋଲି ଜଣାପଡେ ତେବେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଡାକ୍ତର ଚେକଅପ ପରେ ହିଁ ଖାଦ୍ୟ ଏବଂ ବ୍ୟାୟାମ କରିବା ଉଚିତ।

Share on:
WhatsApp
Please follow and like us:

27total visits,1visits today

Post navigation

ଏମିତି ତିଆରି କରନ୍ତୁ କଙ୍କଡ଼ା ଗୋଡ଼ ମସଲା
ସମବାୟ ସମିତି ସମ୍ପାଦିକା ନିଲମ୍ବିତ

Related Articles

ଏହି ସବୁ ଖାଦ୍ୟ ଖାଆ’ନ୍ତୁ, ରକ୍ତଚାପ ନିୟନ୍ତ୍ରଣ କରନ୍ତୁ

Odisha News Lens
February 25, 2021

ଏହି ସବୁ ଖାଦ୍ୟ ଖାଆ’ନ୍ତୁ, ରକ୍ତଚାପ ନିୟନ୍ତ୍ରଣ

Odisha News Lens
February 25, 2021

ଛୋଟ ପିଲାଙ୍କୁ ଲଗାନ୍ତୁ ନାହିଁ ବାମ୍, ସାଜିପାରେ ବିପଦ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

14 + = 23

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129260Total Visitors.