Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବନ୍ଦ ପ୍ରଚ୍ଛଦପଟରେ ବିଜେଡି: ଲେଖାଶ୍ରୀ

February 15, 2021

ଭୁବନେଶ୍ୱର: ଆଜି ତୈଳ ଓ ଗ୍ୟାସ ଦର ବୃଦ୍ଧି ସମେତ ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ ହେଉଛି । ଏହି ବନ୍ଦ ପାଳନ ସକାଳ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଜାରି ରହିବ ।

ତେବେ କଂଗ୍ରେସର ଏହି ବନ୍ଦ ପାଳନରେ ବିଜେଡି ପ୍ରଚ୍ଛଦପଟରେ ରହିଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ୨ ପ୍ରକାର ରାଜନୀତି କରୁଛନ୍ତି । ସ୍କୁଲ କଲେଜ ବନ୍ଦ ରଖି ବନ୍ଦକୁ ତାଙ୍କର ସମର୍ଥନ ରହିଥିବା ଦର୍ଶାଉଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

ସେହିପରି କଂଗ୍ରେସର ବନ୍ଦ ଡାକରାକୁ ଲେଖାଶ୍ରୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି । କଂଗ୍ରେସର ବିପର୍ଯ୍ୟୟ ହୋଇଛି । ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି । ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ । କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି । ସୁଇସ ବ୍ୟାଙ୍କକୁ ଯାଉନି । ତାର ହିସାବ ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁଛୁ । ରାଜ୍ୟ ଭାଟ କମାନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

Share on:
WhatsApp
Please follow and like us:

9total visits,1visits today

Post navigation

ମହାକାଶକୁ ଯିବ ମୋଦୀଙ୍କ ଫଟୋ
ମହଙ୍ଗା ମାଡ଼ : ପେଟ୍ରୋଲ ଓ ଡିଜେଲ ଦର କମୁନି, ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର

Related Articles

ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Odisha News Lens
March 7, 2021

ଶିମିଳିପାଳର ୧୪ଟି ସ୍ଥାନରେ ଲାଗିଛି ନିଆଁ

Odisha News Lens
March 7, 2021

ପୋଲିସ ଇନଫର୍ମର ଭାବି ସାଥୀଙ୍କୁ ହତ୍ୟା କଲେ ମାଓବାଦୀ

Odisha News Lens
March 7, 2021

Leave a Reply Cancel reply

Your email address will not be published. Required fields are marked *

9 + 1 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ଦିଦିଙ୍କ ଉପରେ ବର୍ଷିଲେ ମୋଦି
  • ପଦ୍ମ ଧରିଲେ ମିଥୁନ୍
  • ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ, ରହିବେ ସୁସ୍ଥ
  • ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ
  • ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4208396Total Visitors.