ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।
ପ୍ରକାଶ ଚନ୍ଦ୍ର ବେହେରା ୨୦୧୯ ନିର୍ବାଚନ ପୂର୍ବରୁ କ ...
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଦୁମକାର ଜାମା ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇ ...
ଗାଈର ଦାମ୍ ୪୦ କୋଟି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ ଏକଥା ସତ । ଘଟଣାଟି ହେଉଛି ବ୍ରାଜିଲର । ଭିଆଟିନା -19 FIV ମାରା ଇମୋଭିସ୍ ନାମରେ ଜଣାଶୁଣା ନେଲୋର ଗାଈଟି ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି ...
ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା। ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି।
ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟି ...
କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଭାରତର ଧନୀ ମହିଳା ସାବିତ୍ରୀ ଜିନ୍ଦଲ(୮୪) । ପୂର୍ବରୁ ପୁଅ ନବୀନ ବିଜେପିରେ ମିଶିଥିବାବେଳେ ମା’ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ । ଗୁରୁବାର ସାବିତ୍ରୀ କଂଗ୍ରେସରୁ ଇସ୍ତଫା ...
ଲୋକସଭା ନିର୍ବାଚନରେ ୨୩୮ ଥର ବିଫଳ ହେବା ପରେ ମଧ୍ୟ ପୁଣି ନିର୍ବାଚନରେ ଛିଡ଼ା ହେବାକୁ ସଜବାଜ ହେଉଛନ୍ତି କେ.ପଦ୍ମରାଜନ୍ । ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତା, ମନ୍ତ୍ରୀ, କଳାକାର, ବ୍ୟବସାୟୀ, ଶିଳ୍ପପତି ଓ ସାଧାରଣଲୋକଙ୍କ ମଧ୍ୟରେ ନିର ...
ଲୋକସଭା ନିର୍ବାଚନ-୨୦୨୪କୁ ନେଇ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି କ୍ରମରେ ବିଜେପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଅର୍ଥମନ୍ତ୍ରୀ ଏହାକୁ ଅସ୍ବୀକାର କରିଛନ୍ତି।
ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ ଆନ୍ଧ୍ରପ ...
ପାଠ ପଢୁନଥିବାରୁ ଆକଟ କରିଥିଲେ ବାପା । ୧୭ ବର୍ଷର ପୁଅକୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ହେଲେ ସେ ଏମିିତି କିଛି ରାସ୍ତା ବାଛି ନେବ ବୋଲି ଭାବିନଥିଲେ ଘର ଲୋକ । ଆତ୍ମହତ୍ୟା କରିଦେଲା ପୁଅ ।
ବାଲେଶ୍ବର ସୋର ବ୍ଲକ୍ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନା ...
ନୂଆଦିଲ୍ଲୀ: ଇନ୍ସାଟ-୩ଡିଏସ୍ର ସଫଳ ଉତ୍କ୍ଷେପଣ ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି । ବହୁ-ଆକାଂକ୍ଷିତ ପ୍ରୋଜେକ୍ଟ ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା । ଆମେରିକୀୟ ମହାକାଶ ଏଜେନ୍ସି ନାସା ସହ ମିଶି ଏହା ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍&z ...
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ ...
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ନଇସାହି ସ୍ଥିତ ହନୁମାନ ମନ୍ଦିର ନିକଟରେ ଆତଙ୍କ ମଚାଇଛି ପାଗଳା କୁରୁର। କୁକୁର ଆକ୍ରମଣ ରେ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ପୁଣି ୪ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଆନନ୍ଦପୁର ଉପଖଣ୍ଡ ବେଲବାହାଳୀ ଗାଁରେ ଏକ ପାଗଳା ବୁଲା କୁକୁର ...
ବିବାହକୁ ୨ ବର୍ଷ ପୂରିନଥିଲା । ହେଲେ ଆଗପଛ ହୋଇ ଚାଲିଗଲେ ଦମ୍ପତି । ଏଭଳିି ଦୁଃଖଦ ଘଟଣା ଜଟଣୀରେ ଘଟିଛି । ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି ...
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ନାବାଳିକା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ (୧୦) ଓ ସନ୍ଧ୍ୟାରାଣୀ (୭)।
ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁ ସ୍ତ୍ ...
କଟକ ଜିଲ୍ଲା ବାଙ୍କୀ ଥାନା ଡମପଡ଼ା ମହାବିଦ୍ୟାଳୟ ପଛ ପଟ କାଜୁ ଜଙ୍ଗଲରେ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ ପୁଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତାକୁ ଫୋରେନସିକ ଲାବୋରେଟୋରିକୁ ପଠାଇଥିବା ଜଣାଯାଇଛି। ଉକ୍ତ ନ ...
ଆନିମଲର ବିପୁଳ ସଫଳତା ପରେ ରଣବୀର କପୁର ଏବେ ଫିଲ୍ମ ରାମାୟଣ ପାଇଁ ବିଶେଷ ପ୍ରସ୍ତୁତି ଜାରି ରଖିଛନ୍ତି । କଠିନ ପରିଶ୍ରମ କରୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ରଣବୀରଙ୍କୁ ତାଙ୍କ ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ...
ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି।
ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇ ...
ପୁଣି ବାପା ହୋଇଛନ୍ତି ବିରାଟ କୋହଲି । ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।
ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ...
ଅଚାନକ ଅବସର ଘୋଷଣା କରିଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ। ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ କ୍ରିକେଟରୁ ବିଦାୟ ନେଇଛନ୍ତି ମନୋଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ମନୋଜ ଅବସର ଘୋଷଣା କରିଛନ୍ତି ।
ତେବେ ଅବସର ଘୋଷଣା ପରେ ତାଙ୍କର ଏ ...
ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି। ରବୀନ୍ଦ୍ର ଜାଡେଜା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଛନ୍ତି। ପତ୍ନ ...
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ସେ ମୁମ୍ବାଇର ଜୟକିଶନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ହିନ୍ଦୁ ବୈଦିକ ରୀତିନୀତିରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତା ...
ଅହମଦାବାଦ: ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ, କ୍ୱାର୍ଜ ଏବଂ ବାଥ୍ୱେର ବ୍ରାଣ୍ଡ୍ ଏସିଆନ୍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ (ଏଜିଏଲ୍) ଗର୍ବର ସହିତ ବଲିଉଡ ତାରକା ରଣବୀର ...
ଭୁବନେଶ୍ୱର: #ଇନ୍ସ୍ପାୟାରଇନ୍କ୍ଲୁଜନ୍ ନିମନ୍ତେ ବିଶ୍ୱବ୍ୟାପୀ ଆହ୍ୱାନ ମଧ୍ୟରେ ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଶକ୍ତିଶାଳୀ #ହର୍ହେଲ୍ଥଫାଷ୍ଟ ଆଭିମୁଖ୍ୟ ଜରି ...
ଭୁବନେଶ୍ୱର: ବସନ୍ତର ଆଗମନ ସହିତ ଚମକଦାର ଔଜଲ୍ୟ ଥିବା ଗହଣା ଟ୍ରେଣ୍ଡ୍କୁ ନେଇ ଷ୍ଟାଇଲ୍କୁ ଆଉ ଏକ ଉଚ୍ଚତର ସୋପାନକୁ ନେଇଯିବାର ସମୟ ଆସିଛି! ୨୦୨୪ ଏହି ସମସ୍ତ ନୂଆ ଷ୍ଟାଇଲ୍ ଟ୍ରେଣ୍ଡ୍କୁ ...
ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତିଆରି କରିଛି ଚାଟ ଜିପିଟିର ଦେଶୀ ଭର୍ସନ ହନୁମାନ । ଏହା ଆସନ୍ତା ମାର୍ଚ୍ଚ ମାସରେ ଭାରତରେ ଲଞ୍ଚ୍ ହେବ । କମ୍ପାନୀ ଏଥିପାଇଁ ୮ ବିଶ୍ବବିଦ୍ୟାଳୟ ସହିତ ମିଶି କାମ କରୁଛି ଯାହାକୁ 'ଭାରତ ଜିପିଟି ଗ୍ରୁପ୍' ନାଁ ଦିଆଯାଇଛି । ମଙ୍ଗଳବାର କମ୍ପାନୀ ଏକ ପ୍ରଯୁକ୍ତିବିଦ୍ ...
ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍ ମାର୍କେଟ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର କୋଟି ଡଲାରରେ ପହଞ୍ଚିଥିଲା। ଯେତେବେଳେ ହଂକଂ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସ ...
ନୂଆବର୍ଷରେ ଟିଭି ଦେଖିବା ହେବ ମହଙ୍ଗା । ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି ଅପରେଟର ସହ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିବ । କାରଣ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ...