Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ପୂର୍ବତନ ବିଚାରପତି କର୍ଣ୍ଣନ ଗିରଫ

December 2, 2020

ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି। ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ। ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଜର୍ଜ କର୍ଣ୍ଣନ ପୂର୍ବରୁ ମାଦ୍ରାସା ହାଇକୋର୍ଟ ଏବଂ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ମାଦ୍ରାସା ହାଇକୋର୍ଟରୁ କାର୍ଯ୍ୟ ସରିବା ପରେ କର୍ଣ୍ଣନ ବର୍ତ୍ତମାନର ବିଚାରପତି, କୋର୍ଟ ସଦସ୍ୟ ଏବଂ ତାଙ୍କ ପରିବାର ବିରୋଧରେ ଅଶାଳୀନ ମନ୍ତବ୍ୟ ଜାରି କରିଥିଲେ । ତାହା ପୁଣି ଭିଡିଓ ମାଧ୍ୟମରେ । ଯେଉଁଥିପାଇଁ ଖୋଦ କୋର୍ଟ ଷ୍ଟାଫ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ପ୍ରଥମେ ପୁଡୁଚେରୀ ବାର କାଉନ୍ସିଲରେ ଜର୍ଜ କର୍ଣ୍ଣନଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଥିଲା । ୪ଟି ଦଫା ଲାଗିଥିବାବେଳେ କିନ୍ତୁ ଗିରଫ କରାଯାଇନଥିଲା । ଏହାପରେ ପୁଣି ମାଦ୍ରାସା ହୋଇକୋର୍ଟରେ ଅଭିଯୋଗ ଦାଖଲ ହୋଇଥିଲା । ପୁରୁଣା ଅଭିଯୋଗକୁ ଆଧାର କରି ବୁଧବାର କୋର୍ଟ ନେଇଛି ଆକ୍ସନ । ପୂର୍ବତନ ଜର୍ଜ କର୍ଣ୍ଣନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ପୋଲିସ ।

Share on:
WhatsApp
Please follow and like us:

112total visits,1visits today

Post navigation

କୋଟିପତି ମହିଳା କିରାଣି
ଥାନାଠୁ ସିବିଆଇ କାର୍ଯ୍ୟାଳୟ…ସବୁଠି ଜଗିବ ସିସି କ୍ୟାମେରା

Related Articles

୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ

Odisha News Lens
January 19, 2021

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

Odisha News Lens
January 19, 2021

ଫୁଟ୍‌ପାଥରେ ଶୋଇଥିବା ୧୫ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

12 − 4 =

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911409Total Visitors.