Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

କ’ଣ ବଡ଼ ଘୋଷଣା କଲା ନେଟ୍‌ଫ୍ଲିକ୍ସ, ଜାଣନ୍ତୁ…

November 20, 2020

ବଡ ଘୋଷଣା କରିଛି ନେଟଫ୍ଲିକ୍ସ । ଭାରତରେ ଦୁଇ ଦିନ ଧରି ଫ୍ରି ସର୍ଭିସ୍ ଯୋଗାଇଦେବ ବୋଲି ଘୋଷଣା କରିଛି କମ୍ପାନୀ । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି । ଭାରତରେ ଡିସେମ୍ବର ୫ ରାତି ୧୨.୦୧ରୁ ୬ ଡିସେମ୍ବର ୧୧ଟା ୫୯ ଯାଏଁ ନେଟଫ୍ଲିକ୍ସ ଫ୍ରି ରହିବ । ଯଦି ଷ୍ଟ୍ରିମ୍ ଫେଷ୍ଟ ସମୟରେ ୟୁଜରଙ୍କ ସଂଖ୍ୟା ଲିମିଟ୍ ରହେ ତେବେ କମ୍ପାନୀ ଆଗୁଆ ସୂଚନା ଦେବ ।

ନେଟଫ୍ଲିକ୍ସର କହିବାନୁସାରେ, ଦୁଇ ଦିନ ଯାଏଁ ୟୁଜର୍ସଙ୍କ ପାଖରେ ସମସ୍ତ ଫିଚର୍ସକୁ ଆକସେସ୍ କରିବା ପାଇଁ ଅନୁମତି ମିଳିବ ଯାହା କେବଳ ପ୍ରିମିୟମ ୟୁଜରଙ୍କୁ ଦିଆଯାଏ । ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ମଧ୍ୟ ଦେବାକୁ ପଡିବ ନାହିଁ ।

ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ଭିସ୍ ଆଇଡି କିମ୍ବା ଓ ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ । ନେଟଫ୍ଲିକ୍ସ୍ ଷ୍ଟ୍ରିମଫେଷ୍ଟରେ ଫ୍ରି ଭିଡିଓ ଦେଖିବା ପାଇଁ Netflix.com/streamfest କୁ ଲଗଇନ୍ କରିବାକୁ ହେବ । ଆଣ୍ଡ୍ରୋଏଡ୍ ଆପ୍ ଡାଉନଲୋଡ୍ କରି ମଧ୍ୟ ଏହାର ଫାଇଦା ଉଠାଇ ହେବ । ଯାହାର ପୂର୍ବରୁ ଆକାଉଣ୍ଟ ନାହିଁ ସେ ସାଇନ୍ ଅପ୍ କରିପାରିବେ । ଯେଉଁମାନେ ଷ୍ଟ୍ରିମଫେଷ୍ଟରେ ସାଇନ୍ ଇନ୍ କରିବେ ସେମାନେ କେବଳ ଷ୍ଟାଣ୍ଡାର୍ଡ ଡେଫିନେସନ୍ କଣ୍ଟେଣ୍ଟ୍ ଦେଖିପାରିବେ ।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ନେଟଫ୍ରିକ୍ସ ଆକାଉଣ୍ଟରୁ ସ୍ମାର୍ଟଫୋନ୍, ଟିଭି, ଆଇଓଏସ ଡିଭାଇସ, ଗେମିଂ କନସୋଲ୍ ଆଦିରେ କଣ୍ଟେଣ୍ଟ୍ ଦେଖିହେବ । ଏହା ସ୍ମାର୍ଟଫୋନରୁ ଟିଭିକୁ କାଷ୍ଟ୍ କରିହେବ ।

Share on:
WhatsApp
Please follow and like us:

79total visits,1visits today

Post navigation

ନବୀନଙ୍କ ନାଁରେ ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ
ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ

Related Articles

ଦିଦିଙ୍କ ଉପରେ ବର୍ଷିଲେ ମୋଦି

Odisha News Lens
March 7, 2021

ପଦ୍ମ ଧରିଲେ ମିଥୁନ୍

Odisha News Lens
March 7, 2021March 7, 2021

ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ

Odisha News Lens
March 7, 2021

Leave a Reply Cancel reply

Your email address will not be published. Required fields are marked *

− 4 = 6

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ଦିଦିଙ୍କ ଉପରେ ବର୍ଷିଲେ ମୋଦି
  • ପଦ୍ମ ଧରିଲେ ମିଥୁନ୍
  • ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ, ରହିବେ ସୁସ୍ଥ
  • ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ
  • ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4208173Total Visitors.